Posted inଜାତୀୟ

ସାଢ଼େ ୮ ଲକ୍ଷ ଟଙ୍କାର ପିଆଜ ଚୋରି

ପାଟନା,୨୪।୯: ଦିନକୁ ଦିନ ପିଆଜ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଏହା ବଜାରରେ କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଛି। ପିଆଜ କାରବାରରେ ଲାଭ ହେଉଥିବା ଦେଖି ଚୋର ବିହାର ପାଟନାରେ ଏକ ଗୋଦାମରୁ ୩୨୮ ବସ୍ତା ପିଆଜ ଚୋରି କରିଛନ୍ତିି। ଏସବୁର ଦାମ୍‌ ସାଢ଼େ ୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ସ୍ଥାନୀୟ ସୋନାରୁ ଅଞ୍ଚଳରେ ଥିବା ଏକ ଗୋଦାମ ଘରୁ ଚୋର ପିଆଜ ବସ୍ତା ନେବା ସହିତ କ୍ୟାସ୍‌ବକ୍ସ୍‌ରେ ଥିବା ଲକ୍ଷେ ୭୩ ହଜାର ଟଙ୍କା ନେଇଯାଇଛନ୍ତି। ଖବର ପାଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଚନ୍ଦ୍ରଯାନ-୨’ର ପ୍ରଥମ ଚିତ୍ର ଜାରି କଲା ଇସ୍ରୋ

ହାଇଦ୍ରାବାଦ୍‌, ୧୨।୬: ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛି ଭାରତ। ଆସନ୍ତା ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ...

୨୦ ହଜାର ବସ୍ତି ପିଲା ଚିହ୍ନଟ, ଥଇଥାନ ପାଇଁ ଚାଲିଛି ଯୋଜନା

ନୂଆଦିଲ୍ଲୀ,୨୭ା୩: ବର୍ତ୍ତମାନ ସାରା ଦେଶରେ ପ୍ରାୟ ୨୦ ହଜାର ବସ୍ତି ପିଲାଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଥଇଥାନ ପାଇଁ ପ୍ରକ୍ରିୟା ଜାରି ରହିଥିବା ଏନ୍‌ସିପିସିଆର ଅଧ୍ୟକ୍ଷା...

ମହରୌଲିରେ ଆଇଜିଏଲ ଗ୍ୟାସ ପାଇପ ଲାଇନରେ ଲିକେଜ ପରେ ବିସ୍ଫୋରଣ, ଜଣେ ନିହତ

ନୂଆଦିଲ୍ଲୀ,୨୭ ।୫: ମହରୌଲିର ଛତରପୁର ସ୍ଥିତ ରାଜପୁର ଖୁର୍ଦ ଫେଜ-ୱାନରେ ଗୁରୁବାର ରାତିରେ ଆଇଜିଏଲ ଗ୍ୟାସ ପାଇପ ଲାଇନରେ ଲିକେଜ ପରେ ବିସ୍ଫୋରଣ ହୋଇଛି ।...

‘ସାତ ଜନ୍ମରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନୀତୀଶ’

ପାଟନା,୧୮।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଗୁରୁବାର ଭାଜପାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ନୂତନ ସରକାର ଗଠନ ପରେ ପୂର୍ବତନ ଜେଡିୟୁ...

ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ,୩୦ା୧୦: ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷା ସଂସ୍ଥା ପକ୍ଷରୁ ସତର୍କ କରାଯିବା ପରେ କଡ଼ା ସୁରକ୍ଷା...

ପରୀକ୍ଷା ପାଇଁ ଟଙ୍କା ନ ଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଟପର

ବାଙ୍ଗାଲୋର,୧୩।୧୦: ପରିବାର ଲୋକେ ସ୍କୁଲ ଫି ଦେଇ ନ ପାରିବାରୁ ପରୀକ୍ଷା ବେଳେ ହଲ ଟିକେଟ୍‌ ମିଳିଲା ନାହିଁ। ଏଥିଯୋଗୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଭାଗ୍ୟବଶତଃ...

୨ ଯୁବକଙ୍କୁ ପିଟି ହତ୍ୟା

ଜାମୁଇ,୨୯।୭: ବିହାରର ଜାମୁଇ ଜିଲା ସିମୁଲତାଲା ଥାନା ଅଧୀନରେ ୨ ଯୁବକଙ୍କୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ମଙ୍ଗଳବାର ପୋଲିସ ସୂଚନା ମତାବକ...

ଏବେ ଅଫିସକୁ ଜିନ୍ସ୍‌ ପିନ୍ଧି ଆସିବା ମନା !

ନୂଆଦିଲ୍ଲୀ, ୨୭।୮: ଅଫିସ୍‌କୁ ଶର୍ଟସ୍‌, ଟାଇଟ୍‌ ଶର୍ଟ, ପତଳା କପଡ଼ାରେ ତିଆରି ପୋଷାକ ଏବଂ ଜିନ୍ସ୍‌ ପିନ୍ଧି ଆସିବାକୁ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ବାରଣ...

Advertisement
Archives

Model This Week