Posted inଜାତୀୟ

ସାଙ୍ଗରେ ଛୁରୀ ନେଇ ସଂସଦରେ ପହଞ୍ଚିଲେ ରାମ ରହିମଙ୍କ ସମର୍ଥକ

ନୂଆଦିଲ୍ଲୀ,୨।୯: ଦିଲ୍ଲୀ ସଂସଦ ଭବନରେ ସୋମବାର ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି। ଯୁବକ ଜଣକ ସାଙ୍ଗରେ ଛୁରୀ ଧରି ରାମ ରହିମଙ୍କ ନାରା ଦେଇ ସଂସଦରେ ପଶିବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ପରିସରରେ ଥିବା ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇ ପୋଲିସକୁ ହସ୍ତାନ୍ତର କରିଥିଲେ। ଯୁବକ ଜଣକ ହେଲେ ଲକ୍ଷ୍ମୀ ନଗରର ସାଗର ଇନସା। ତେବେ ସାଗର ଜେଲ୍‌ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହିମଙ୍କ ସମର୍ଥକ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗେଟ୍‌ ନମ୍ବର ୧ରେ ସାଗର ବାଇକ୍‌ ରଖି ହାତରେ ଛୁରୀ ଧରି ରାମ ରହିମ୍‌ଙ୍କ ନାରା ଲଗାଇବା ସହ ସଂସଦ ଭବନ ଭିତରକୁ ପ୍ରବେଶ କରିଥିଲେ। ସେହି ସମୟରେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ସଂସଦ ଭବନରୁ ରାମ ରହିମ୍‌ଙ୍କ ସମର୍ଥକଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଆଇକୁ ମହାରାଷ୍ଟ୍ର ମନା

ମୁମ୍ବାଇ,୨୨ା୧୦: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏଣିକି ମହାରାଷ୍ଟ୍ର ସରକାରଙ୍କ ବିନା ଅନୁମତିରେ ରାଜ୍ୟକୁ ଯାଇ କୌଣସି ମାମଲାର ତଦନ୍ତ କରିପାରିବ ନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ...

ଗ୍ୟାଙ୍ଗଷ୍ଟର ସଞ୍ଜୀବଙ୍କ ପତ୍ନୀ ପାୟଲଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୬: ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କ ପତ୍ନୀ ପାୟଲ ମହେଶ୍ୱରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଲକ୍ଷ୍ନୌ କୋର୍ଟ ପରିସରରେ ସଞ୍ଜୀବଙ୍କୁ ହତ୍ୟା କରାଯିବା ପରେ ଶବ...

ଦିଲ୍ଲୀରେ କେବଳ ଜଣେ ମେୟର: ୩ଟି ଏମ୍‌ସିଡି ମିଶ୍ରଣକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀର ତିନୋଟି କର୍ପୋରେସନ (ଏମ୍‌ସିଡି ୟୁନିଫିକେସନ ବିଲ)କୁ ଏକତ୍ର କରିବା ପାଇଁ ମୋଦି କ୍ୟାବିନେଟ ଏହି ପ୍ରସ୍ତାବକୁ ମଙ୍ଗଳବାର ଅନୁମୋଦନ ପ୍ରଦାନ କରିଛି। ବର୍ତ୍ତମାନ...

ଗୁଜରାଟରେ ବନ୍ୟା: ସ୍କୁଲ, କଲେଜ ବନ୍ଦ

ଗୁଜରାଟ,୧୧।୭: ଗତ ୩ ଦିନ ଧରି ଲଗାଣ ବର୍ଷାରେ ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ସୋମବାର ଅହମ୍ମଦାବାଦରେ ସ୍କୁଲ ଏବଂ କଲେଜ ବନ୍ଦ...

୨୦୨୪ ରଣନୀତି: ଶରଦ ପାୱାରଙ୍କ ନେତୃତ୍ୱରେ ହେବ ବିରୋଧୀ ଦଳ ବୈଠକ

ନୂଆଦିଲ୍ଲୀ,୨୧।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଅଣ କଂଗ୍ରେସ...

ସୁନା ଚୋରା ଚାଲାଣ ପାଇଁ ଏମିତି ବୁଦ୍ଧି

କାନ୍ନୁର,୩୧।୮- କେରଳର କାନ୍ନୁର ବିମାନ ବନ୍ଦରରୁ ୩୦୨ ଗ୍ରାମର ସୁନା ଜବତ ହୋଇଛି। ଏୟାର ଇଣ୍ଟେଲିଜେନ୍ସ ବିଭାଗ ଓ କଷ୍ଟମ୍ସ ବିଭାଗର ଅଧିକାରୀମାନେ ବିମାନ ବନ୍ଦରରେ...

ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚି,୨୨।୪:ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଜାମିନ ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ଜାମିନ...

ଦିଲ୍ଲୀର ମୁଖାର୍ଜୀ ନଗର କୋଚିଂ ସେଣ୍ଟରରେ ଲାଗିଲା ନିଆଁ, ଥିଲେ ୪୦୦ ଛାତ୍ର

ନୂଆଦିଲ୍ଲୀ,୧୫।୬: ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା ଏକ ସଂସ୍କୃତ କୋଚିଂ ସେଣ୍ଟରରେ ନିଆଁ ଲାଗିଯିବା ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କୋଚିଂ ସେଣ୍ଟରରେ ଥିବା...

Advertisement
Archives

Model This Week