Posted inଖେଳ

ସର୍ବାଧିକ ଥର ଇନିଂସ ବିଜୟ ହାସଲ କରିଥିବା ଭାରତୀୟ ଅଧିନାୟକ କୋହଲି

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଏକ ଇନିଂସ ଓ ୧୩୦ ରନ୍‌ରେ ଜିତି ନେଇଛି। ଏହା ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳର ଦଶମ ଇନିଂସ ବିଜୟ। ଏଥିସହିତ ଭାରତୀୟ ଅଧିନାୟକ ଭାବେ କୋହଲି ସର୍ବାଧିକ ଥର ଇନିଂସ ବିଜୟ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ତାଲିକାରେ ତାଙ୍କ ପଛକୁ ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଇନିଂସ ବ୍ୟବଧାନରେ ୯ ଥର ଟେଷ୍ଟ ଜିତିଥିଲା। ଏଥିରେ ମହମ୍ମଦ ଆଝାରୁଦ୍ଦିନ (୮) ଓ ସୌରଭ ଗାଙ୍ଗୁଲି (୭) ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭ ମ୍ୟାଚ୍‌ରେ ୭୭ ଛକା, ଏହି ଟିମ୍‌ ଛାଡ଼ିଛି ସର୍ବାଧିକ କ୍ୟାଚ୍‌

ନୂଆଦିଲ୍ଲୀ, ୨୬।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ପ୍ରଥମ ସପ୍ତାହ ଇତିମଧ୍ୟରେ ପୂରଣ ହୋଇସାରିଛି। ଏହା ମଧ୍ୟରେ ୭ଟି ମ୍ୟାଚ୍‌ ଖେଳାଯାଇଥିବାବେଳେ ଏଭଳି...

ବାଂଲାଦେଶର ପୂର୍ବତନ ସ୍ପିନର ମୋଶାରାଫ୍‌ ପଜିଟିଭ୍‌

ଢାକା, ୧୧ା୮ (ପି.ଟି.)-ବାଂଲାଦେଶର ପୂର୍ବତନ ବାମହାତୀ ସ୍ପିନର ମୋଶାରାଫ୍‌ ହୋସେନ୍‌ଙ୍କ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଆସିଛି। ଜାତୀୟ ଦଳ ତରଫରୁ ଏହି ଖେଳାଳି ୫ ଅନ୍ତର୍ଜାତୀୟ...

ଶତକୀୟ ମ୍ୟାଚ୍‌ରେ ରୁଟ୍‌ଙ୍କ ଶତକ

ଚେନ୍ନାଇ, ୫ା୨- ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଶୁକ୍ରବାର କ୍ୟାରିୟରର ଦୁଇ ଦୁଇଟି କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ...

ଅଲିମ୍ପିକ୍‌ ମେଡାଲିଷ୍ଟ ହେବାକୁ ଚାହେଁ: ନିକ୍କି

ବେଙ୍ଗାଲୁରୁ, ୧୩।୫- ଝାଡ଼ଖଣ୍ଡର ଏକ ଛୋଟ ଗାଁ ହେସାଲରେ ଜନ୍ମଗ୍ରହଣ କରିଥିଲେ ହେଁ ନିଷ୍ଠା ଓ ପରିଶ୍ରମ ବଳରେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା...

ଗୁରଜିତ୍‌ଙ୍କ ଡବଲ ଗୋଲ୍‌:ପୋଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ

ହିରୋସୀମା, ୧୬ା୬ (ପି.ଟି.)-ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ୍ସ ହିରୋସୀମାରେ ଗୁର୍‌ଜିତଙ୍କ ଡବଲ ଗୋଲ ସହାୟତାରେ ଭାରତ ୫-୦ ଗୋଲରେ ପୋଲାଣ୍ଡକୁ ପରାସ୍ତ...

ହସ୍ପିଟାଲରେ ଭର୍ତ୍ତି ହେଲେ ତେନ୍ଦୁଲକର

ମୁମ୍ବାଇ, ୩ା୪(ପି.ଟି.): କରୋନା ସଂକ୍ରମିତ ହୋଇଥିବା ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକର ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୪୭ ବର୍ଷୀୟ...

ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ : ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୨୦।୧: କୋଭିଡ୍‌-୧୯ ମହାମାରୀ କାରଣରୁ ଦେଶରେ କୌଣସି ପ୍ରକାର କ୍ରିକେଟ ଇଭେଣ୍ଟ ଅନୁଷ୍ଠିତ ହୋଇନାହିଁ। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ବାତିଲ ହେବା ପରେ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ : ନିରାଶ କଲେ ଲଙ୍ଗ ଜମ୍ପର ଶ୍ରୀଶଙ୍କର

ଦୋହା,୨୮।୯(ପି.ଟି.)- କାତାର ରାଜଧାନୀ ଦୋହାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବିଶ୍ୱ ଆଥଲେଟିକ ଚାମ୍ପୟିନଶିପ୍‌। ପ୍ରଥମ ଦିବସରେ ଭାରତ ପାଇଁ ଅଭିଯାନ ଆରମ୍ଭ କରିଥିବା ଲଙ୍ଗ୍‌ ଜମ୍ପର...

Advertisement
Archives

Model This Week