ସର୍ବବୃହତ୍‌ ସାନ୍ତାକ୍ଲଜ୍‌ ବାଲୁକାକୃତି

କ୍ରିସ୍‌ମାସ୍‌ ବା ବଡଦିନ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଲାଗି ଏକ ମହାନ୍‌ ଦିନ। ଏହି ଦିନକୁ ସ୍ମରଣୀୟ କରିବା ଲାଗି ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ଠିକ୍‌ ସେହିଭଳି କ୍ରିସ୍‌ମାସ୍‌ ଅବସରରେ ଓଡିଶାର ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ନିର୍ମାଣ କରିଥିଲେ ସାନ୍ତାକ୍ଲଜଙ୍କ ବୃହତ୍‌କାୟ ପ୍ରତିକୃତି। ଏଥିରେ ସେ ବାଲି ସହ ୧୦ ହଜାର ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ମଧ୍ୟ ବ୍ୟବହାର କରିଥିଲେ। ୧୦୦ ଫୁଟ ପ୍ରସ୍ଥ ଏବଂ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସାନ୍ତାକ୍ଲଜ୍‌ ସୃଷ୍ଟି କରିଛି ରେକର୍ଡ। ୨୦୧୮ ମସିହାରେ ପୁରୀ ବେଳାଭୂମିରେ ସେ ଏହି ବାଲୁକାକଳା ନିର୍ମାଣ କରି ପ୍ଲାଷ୍ଟିକ ପ୍ରଦୂଷଣ ସମ୍ପର୍କରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ପ୍ରେରଣ କରିଥିଲେ। ସେହିଭଳି ୨୦୧୭ ମସିହାରେ ୨୫ ଫୁଟ ଉଚ୍ଚ ଏବଂ ୫୦ ଫୁଟ ଓସାର ବିଶିଷ୍ଟ ସାନ୍ତାକ୍ଲଜ୍‌ର ଏକ ବିଶାଳ ମୁହଁ ନିର୍ମାଣ କରି ସେ ଆଉ ଏକ କୀର୍ତ୍ତିମାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଣ୍ଟାଗନର ଚେତାବନୀ; ବନ୍ଦ ରହିବ ହର୍ମୁଜ ପ୍ରଣାଳୀ, ବଢ଼ିବ ତେଲ ଦର!

ନୂଆଦିଲ୍ଲୀ,୨୩।୪: ଯଦିଓ ଇରାନ ଏବଂ ଆମେରିକା ମଧ୍ୟରେ ଏକ ସ୍ଥାୟୀ ଯୁଦ୍ଧବିରତି ସ୍ଥିର ହୁଏ, ଏହାର ଅର୍ଥ ନୁହେଁ ଯେ ପରିସ୍ଥିତି ତୁରନ୍ତ ସ୍ୱାଭାବିକ ହେବ । ବିଶେଷକରି,…

ଆମ୍ମା କବାଟ ଖୋଲ, ବିବାହ କାର୍ଡ ଦେବୁ: ପାଦ ଛୁଇଁବା ପରେ ଏମିତି କାଣ୍ଡ ଘଟିଲା, ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୪: ମଧ୍ୟପ୍ରଦେଶର ଶିବପୁରୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ତେଣ୍ଡୁଆ ପୋଲିସ ଷ୍ଟେଶନ ଅଧୀନରେ ଥିବା ଡେହରୱାରା ଅଞ୍ଚଳରେ ଦିନ ଦ୍ୱିପହରରେ ଜଣେ ବୃଦ୍ଧ ମହିଳାଙ୍କୁ…

ଭାରତ ବିରୋଧରେ ବଡ଼ ବୟାନ ଦେଲେ ଟ୍ରମ୍ପ, ନର୍କରେ ରହୁଛନ୍ତି…ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ସହିତ ବିବାଦ ସୃଷ୍ଟି କରିଛନ୍ତି। ଏଥର, ଆମେରିକୀୟ ରାଷ୍ଟ୍ରପତି ମୌଳବାଦୀ ଆମେରିକୀୟ…

୬ଦିନ ପାଇଁ ଦିଲ୍ଲୀରୁ ଶିମଲାକୁ ସ୍ଥାନାନ୍ତରିତ ହେବ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ମାଟିରେ ନିର୍ମିତ ୧୭୫ ବର୍ଷ ପୁରୁଣା କୋଠାରେ ରହିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୩।୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୨୭ ରୁ ମେ ୨ ପର୍ଯ୍ୟନ୍ତ ଶିମଲା ଗସ୍ତ କରିବେ । ଫଳସ୍ୱରୂପ, ଏହି ଛଅ ଦିନ ପାଇଁ, ରାଷ୍ଟ୍ରପତିଙ୍କ…

ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସ-୨୦୨୬: LIVE ଅପ୍‌ଡେଟ୍ସ

ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବହୁପ୍ରତୀକ୍ଷିତ ବିଜ୍‌ନେସ ଏମିନେସ୍ସ ଆୱାର୍ଡ୍ସ-୨୦୨୬ର ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହେଉଛି।…

ସୃଷ୍ଟି ହେବ ପଞ୍ଚ ମହାପୁରୁଷ ଯୋଗ: ଏହି ଦିନଠୁ ୩ ରାଶିର ଭଲ ଦିନ ଆରମ୍ଭ, ପୂରଣ ହେବ ସବୁ ଇଚ୍ଛା

ଗ୍ରହମାନଙ୍କର ରାଜକୁମାର ବୁଧ ଗ୍ରହ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ଗୁରୁତ୍ୱ ରଖେ, କାରଣ ଏହାର ଗୋଚର ସମୟ ସମୟରେ ଶୁଭ ଏବଂ ଅଶୁଭ ଯୋଗ ସୃଷ୍ଟି କରେ।…

ଲାଗିଲା ଶକ୍ତ ଝଟକା: ଯୁଦ୍ଧ ମଝିରେ ଟ୍ରମ୍ପଙ୍କ ହାତ ଛାଡିଦେଲେ…

ଓ୍ବାଶିଂଟନ୍‌,୨୩।୪: ହର୍ମୁଜ ପ୍ରଣାଳୀରେ ଆମେରିକା ନୌସେନାର ଚାଲିଥିବା ଅବରୋଧ ମଧ୍ୟରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଆମେରିକୀୟ ନୌସେନା ସଚିବ ଜନ ଫେଲାନ…

୧୨ଟାରୁ ୩ଟା ଭିତରେ ବନ୍ଦ ରହିବ ଅନଲାଇନ ଡେଲିଭରି? ବଡ଼ ଘୋଷଣା କରିଦେଲେ…

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ-ଏନସିଆରରେ, ଏପ୍ରିଲ ମାସର ଆରମ୍ଭରୁ ଗରମ ତା’ର ତୀବ୍ରତା ଦେଖାଇବା ଆରମ୍ଭ କରିଛି। ବିଶେଷକରି ଅପରାହ୍ନ ସମୟରେ ପରିସ୍ଥିତି କ୍ରମଶଃ କଷ୍ଟକର ହେବାରେ ଲାଗିଛି। ଦିଲ୍ଲୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri