Posted inଫୁରସତ

ସର୍ତ୍ତ ପୂରା କରିବାକୁ ଯାଇ ଘଟିଲା ମୃତ୍ୟୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତି ଏମିତି ସର୍ତ୍ତ କରିଥିଲେ ଯେ ଏହାକୁ ଜିତିବା ପାଇଁ ଶେଷରେ ତାଙ୍କର ମୃତ୍ୟୁ ଘଟିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଅଷ୍ଟ୍ରେଲିଆର ବ୍ରିସବେନ୍‌ଠାରେ ଏକ ପାର୍ଟିରେ ୩୪ ବର୍ଷୀୟ ଡେବିଡ୍‌ ଡୁବେଲ ଖାଇବା ସର୍ତ୍ତ ପୂରା କରିବାକୁ ସଂଖ୍ୟାଧିକ ଝିଟିପିଟି ଖାଇ ଦେଇଥିଲେ। ଫଳରେ ପେଟରେ ଇନ୍‌ଫେକ୍ସନ ହୋଇ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ପରିବାର ଲୋକେ କୁହନ୍ତି, ପାର୍ଟିରେ ଚାଲିଥିବା ଭୋଜିରେ ସେ ଝିଟିପିଟି ଖାଇବାକୁ ସର୍ତ୍ତ ରଖିଥିଲେ। ଏହାକୁ ପୂରା କରିବାକୁ ଯାଇ ସେ ଝିଟିପିଟି ପରେ ଝିଟିପିଟି ଖାଇଚାଲିଲେ। ଡେବିଡ୍‌ଙ୍କ ବନ୍ଧୁ ଏଲିରା ବ୍ରିକ୍‌ନେଲ କୁହନ୍ତି, ମୃତ୍ୟୁ ସାର୍ଟିଫିକେଟ୍‌ରେ ଝିଟିପିଟି ଖାଇ ତାଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଲେଖାହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମି. ଡୁଡଲ୍‌ଙ୍କ ଡୁଡଲ୍‌ ଆର୍ଟ ଘର

ଇଂଲଣ୍ଡର ସାମ୍‌ କକ୍ସ କଳା ଧଳା ଡୁଡଲ୍‌ ଆର୍ଟ କରିବାରେ ବେଶ୍‌ ଧୁରିଣ। ସେ ଏକ ଡୁଡଲ ପପ୍‌ ଅପ୍‌ ଦୋକାନ ବି କରିଛନ୍ତି। ଡୁଡଲ୍‌...

ଏହି ହୋଟେଲରେ ଯାଆଁଳାମାନେ ପରଷନ୍ତି ଖାଦ୍ୟ…

ମସ୍କୋରେ ରହିଛି ଏକ ହୋଟେଲ। ଏଠାରେ ଖାଦ୍ୟ ପରଷୁଥିବା ସମସ୍ତ କର୍ମଚାରୀ ମହିଳା ଏବଂ ଯାଆଁଳା। ହୋଟେଲ ପକ୍ଷରୁ ଯାଆଁଳା ଭଉଣୀମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥାଏ।...

ଆଖି ବନ୍ଧାହୋଇ ଜଣଙ୍କ ପରେ ଜଣେ କରୁଥିଲେ ଏମିତି, ଶେଷକୁ ରହିଲାନି କିଛି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଚର୍ଚ୍ଚାରେ ଥିଲା ଏହି ବିଲେଇ, ଏବେ ଯାହା କରିଛି; ଜାଣିଲେ…

ସାଧାରଣତଃ ଚୋର ବିଭିନ୍ନ ସାମଗ୍ରୀ ଚୋରି କରୁଥିବାର ଜାଣିଥିବେ। ମାତ୍ର ଗୋଟିଏ ବିଲେଇ ଯେ, କୁଖ୍ୟାତ ଚୋର ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଏହା...

ମାତ୍ର ୩ ସେକେଣ୍ଡ୍‌ରେ ଲୋକଙ୍କୁ ସାନିଟାଇଜ୍‌ କରୁଛି ସୁଡ଼ଙ୍ଗ

ଚେନ୍ନାଇ,୨।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ସୃଷ୍ଟି ହୋଇଛି। ଏଥିରୁ ଦୂରେଇ ରହିବା ପାଇଁ ସାନିଟାଇଜରର ବ୍ୟବହାର ଏବଂ ହାତ ଧୋଇବା ଉପରେ ଗୁରୁତ୍ୱ...

ମାତୃଭାଷାରେ ଶିକ୍ଷାଦାନ ପାଇଁ ମାର୍ଗ ଉନ୍ମୋଚନ

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ବର୍ଷରେ ଅକ୍ଟୋବର ୧୬ ତାରିଖ ଦିନଟି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ଦିନଟି ଥିଲା ଦେଶର ଶିକ୍ଷା ବ୍ୟବସ୍ଥାର...

ପର୍ଦ୍ଦା ଉପରେ ପରଦା

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପର୍ଦ୍ଦା କଳାର ଗ୍ରାମ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ଧଳାପଥର। ଏହି ମାଟିରୁ ଦିନେ ଆରମ୍ଭ ହୋଇଥିଲା ପର୍ଦ୍ଦା କଳାର ସୂକ୍ଷ୍ମ କାରୁକାର୍ଯ୍ୟ।...

ମହିଳା ବଜାର ‘ଇମା ମାର୍କେଟ’

ଆଜିକାଲି ମହିଳା ସବୁ କ୍ଷେତ୍ରରେ ଆଗକୁ ଆସିପାରିଛନ୍ତି। ନିଜ ସାମର୍ଥ୍ୟକୁ ଦେଖାଇପାରିଛନ୍ତି। ଘର ଚଳାଇବାଠାରୁ ଆରମ୍ଭ କରି ପୁରଷ ପ୍ରଧାନ କାମ କରିବାକୁ ବି ସେ...

Advertisement
Archives

Model This Week