Posted inଜାତୀୟ

ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟିଲେ ବିଧାୟକ

ଇନ୍ଦୋର, ୨୬।୬: ଭାଜପା ମହାସଚିବ ତଥା ପଶ୍ଚିମବଙ୍ଗରେ ଦଳର ସଫଳାର ସୁତ୍ରଧର କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ସରକାରୀ ଅଧିକାରୀଙ୍କୁ ମାରପିଟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। କ୍ରିକେଟ ବ୍ୟାଟରେ ଆକାଶ ଜଣେ ନିଗମ ଅଧିକାରୀଙ୍କୁ ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଇନ୍ଦୋରରେ ନିଗମ ଅଧିକାରୀମାନେ ଜଣେ ଓକିଲଙ୍କ କୋଠାକୁ ଭାଙ୍ଗିବାକୁ ଆସିଥିଲାବେଳେ ଆକାଶ ସେମାନଙ୍କ ସହ ଯୁକ୍ତିତର୍କ କରିବା ସହ ମାରପିଟ୍‌ କରିଥିଲେ। ସୂଚନାଯୋଗ୍ୟ, ଆକାଶ ଇନ୍ଦୋର-୩ ବିଧାନସଭା ଆସନରୁ ବିଧାୟକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ମୋଦିଙ୍କ ବିକୃତ ଫଟୋ ଛାଡିବା ପଡିଲା ମହଙ୍ଗା: ଫେସବୁକ୍‌ରୁ ବର୍ଷେ ବାସନ୍ଦ

ମଦୁରାଇ,୬।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକୃତ ଫଟୋ ଛାଡିବା ମହଙ୍ଗା ପଡିଛି। ତାମିଲନାଡୁ କନ୍ୟାକୁମାରୀର ଜବିନ ଚାଲର୍‌ସ ଏବଂ ମଦୁରାଇ ଜିଲାର ମହେଦେବଙ୍କୁ...

ଖଣ୍ଡେ ପାନର ଦାମ୍‌ ୫ ହଜାର…

ପାନ ଭାରତୀୟ ସଂସ୍କୃତି ସହିତ ଅତି ନିବିଡ଼ ଭାବେ ଜଡିତ। ତେବେ ପାନର ଦାମ ୫ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

ଶିବସେନାରେ ବିଦ୍ରୋହ ମଧ୍ୟରେ ଏମ୍‌ଭିଏର ମନ୍ଥନ: ମୁଖ୍ୟମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

ମୁମ୍ବାଇ,୨୨।୬: ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ବର୍ତ୍ତମାନ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନ ଉଦ୍ଧବ ସରକାରଙ୍କ ଉପରେ ଘାରିଥିବା ସଙ୍କଟକୁ ଦୃଷ୍ଟିରେ ରଖି...

ବିଦ୍ୟୁତ୍‌ ବିଲ୍‌ ଲକ୍ଷେ ଟଙ୍କା ଟପିଲେ ରିଟର୍ନ ଫାଇଲିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧।୬: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଆୟକର ରିଟର୍ନ (ଆଇଟିଆର୍‌) ଫର୍ମ ବିଜ୍ଞପ୍ତି ଜାରି କରିଛନ୍ତି। କରେଣ୍ଟ ଆକାଉଣ୍ଟ ଜମା ୧ କୋଟି କିମ୍ବା...

ବିଏସ୍‌ଏଫ୍ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୧୨ ।୮: ଜମ୍ମୁ-କଶ୍ମୀର କୁଲଗାମର କାଜିଗୁଣ୍ଡ ଅଞ୍ଚଳରେ ଗୁରୁବାର ବିଏସ୍‌ଏଫ୍ ଯବାନଙ୍କ ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ, ଯେତେବେଳେ ସେହି...

ପୁଣି ଏକ ନାଟକ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ,୩୧।୧: ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ପୁଣି ନୂଆ ନାଟକ ଦେଖାଇଛନ୍ତି ନିର୍ଭୟା ଦୋଷୀ। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା...

ଆମେରିକାରୁ ଆସିଲା ୩୧୮ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୬।୪: ଆମେରିକା ପଠାଇଥିବା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ସୋମବାର ଭାରତରେ ପହଞ୍ଚିଛି। ନ୍ୟୁୟର୍କ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର...

ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନିର୍ଣ୍ଣାୟକ ହେବ ୨୦୨୦

ନୂଆଦିଲ୍ଲୀ,୨ା୧: ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନୂଆବର୍ଷ ୨୦୨୦ ନିର୍ଣ୍ଣାୟକ ହେବ। ଏହି ବର୍ଷ ପୋଲାଭରମ ଡ୍ୟାମ୍‌ ପ୍ରକଳ୍ପ, ଜଗନ୍ନାଥ ମନ୍ଦିର ମାମଲା, ବଂଶଧାରା ଜଳ ବିବାଦ...

Advertisement
Archives

Model This Week