
ପବିତ୍ର ଇଦ୍-ଉଲ୍-ଜୁହା ଅବସରରେ କଟକ ସତିଚଉରା ନିକଟ ଇଦ୍ଗାହଠାରେ ମୁସଲମାନମାନଙ୍କ ସମୂହ ନମାଜ ପାଠ।
ପବିତ୍ର ଇଦ୍-ଉଲ୍-ଜୁହା ଅବସରରେ କଟକ ସତିଚଉରା ନିକଟ ଇଦ୍ଗାହଠାରେ ମୁସଲମାନମାନଙ୍କ ସମୂହ ନମାଜ ପାଠ।
ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି।
କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।
ସୂର ମନ୍ଦିର ଛାତ୍ରୀ ଙ୍କ ପକ୍ଷ୍ୟରୁ ପରିବେଷିତ ଓଡିଶୀ ନୁର୍ତ୍ୟ ରାଜଧାନୀରେ ଏବେ ବିଭିର୍ଣ୍ଣ ରଙ୍ଗବେରଙ୍ଗର ଫୁଲ କୋବି କୁ ଜଣେ ବେପାରୀ ବିକ୍ରି କରୁଛନ୍ତି
ବୁଧବାର ରାଜଧାନୀ ଭୁବନେଶ୍ୱରରେ ବର୍ଷା ସମୟର ଦୃଶ୍ୟ।
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
ଗଣେଶ ବିସର୍ଜନ।
କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ।
ସ୍ନାନବେଦିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି।