Posted inଫୁରସତ

ସମୁଦ୍ର ସଫେଇ ଅଭିଯାନରେ ଯୁବକ

ସମୁଦ୍ର ପ୍ରଦୂଷଣରେ ଏବେ ଯାଉଛି ଅନେକ ଜଳଚର ପ୍ରାଣୀଙ୍କ ଜୀବନ। ତେଣୁ ଏହି ପ୍ରଦୂଷଣକୁ କମାଇବା ଲାଗି ସାରା ପୃଥିବୀରେ ଚାଲିଛି ଅନେକ ଗବେଷଣା। ତେବେ ଡଚ୍‌ ବୈଜ୍ଞାନିକ ବୋୟାନ୍‌ ସ୍ଲଟ୍‌ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାଁ ଓସନ୍‌ କ୍ଲିନ୍‌ଅପ୍‌। ବୋୟାନ କହନ୍ତି, ୮ ବର୍ଷ ପୂର୍ବେ ସମୁଦ୍ର ମାର୍ଗରେ ଗ୍ରୀସ୍‌ ଯାତ୍ରା କରିଥିଲି। ଗଲାବେଳେ ପାଣିରେ ମାଛଙ୍କ ଅପେକ୍ଷା ପ୍ଲାଷ୍ଟିକ୍‌ ଆବର୍ଜନା ଅଧିକ ଦେଖାଯାଉଥିଲା। ତେଣୁ ଏହାକୁ କମାଇବା ପାଇଁ ନିଷ୍ପତ୍ତି ନେଲି। ଆଉ ତିଆରି କଲି ଓସନ୍‌ କ୍ଲିନ୍‌ଅପ୍‌ ନାମକ ଏକ ଭାସମାନ ଯନ୍ତ୍ର। ୨୦୦୦ ଫୁଟ୍‌ ୟୁ ଆକାରର ଏହି ଯନ୍ତ୍ର ସାହାଯ୍ୟରେ ସମୁଦ୍ରରୁ ଆବର୍ଜନା ସଫା କରାଯାଇ ପାରିବ।’ ବୋୟାନଙ୍କ ଲକ୍ଷ୍ୟ ରହିଛି ପ୍ରତିବର୍ଷ ସେ ସମୁଦ୍ରରୁ ପ୍ରାୟ ୫୦ଟନ୍‌ ଆବର୍ଜନା ସଫା କରାଯିବ। ଆଉ ସେଥିରୁ ମିଳୁଥିବା ପ୍ଲାଷ୍ଟିକ ଓ ଅନ୍ୟ ଆବର୍ଜନାକୁ ରିସାଇକେଲ କରିବା ଯୋଜନା ବି କରା ଯାଇଛି। ଏବେ ତାଙ୍କର ଏହି କାମରେ ୮୦ ଜଣେ ସ୍ବଇଚ୍ଛାରେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଈଶ୍ୱରୀୟ ବୃକ୍ଷ

ଭାରତୀୟ ସଂସ୍କୃତିେରେ ନଡ଼ିଆ ବା ଶ୍ରୀଫଳର ଗୁରୁତ୍ୱ ଅବର୍ଣ୍ଣନୀୟ। ନିତି ଦିନିଆ ଜୀବନ ଶୈଳୀଠାରୁ ଆରମ୍ଭ କରି ପୂଜା ପାର୍ବଣ ଆଦି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ...

କାହିଁକି ବିବାହ କରୁନାହାନ୍ତି ବାବା ରାମଦେବ: ମିଳିଥିଲା ଏମିତି ଉତ୍ତର

ସାରା ବିଶ୍ୱରେ ଯୋଗଗୁରୁ ଭାବେ ପସିଦ୍ଧି ଅର୍ଜନ କରିଛନ୍ତି ବାବା ରାମଦେବ। ଖେଳରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇଛନ୍ତି। କୁସ୍ତିଯୋଦ୍ଧାରେ ମଧ୍ୟ ନିଜ ଜଲଓ୍ବା...

ମଣିଷ ପରି ଦେଖାଯାଉଥିବା ମାଛ

ସମୂଦ୍ରରେ ଅନେକ ପ୍ରକାରର ଜୀବ ରହିଛନ୍ତି। ଅଧିକାଂଶ ଜୀବ ଆମେ ଦେଖିନାହୁଁ। ଏବେ ଏମିତି ଏକ ମାଛ ଦେଖିବାକୁ ମିଳିଛି ଯାହାର ମୁହଁ ଏବଂ ଦାନ୍ତ...

ପର୍ଯ୍ୟଟନସ୍ଥଳୀ: ନଟରାଜ୍‌ ମନ୍ଦିର

ନଟରାଜ୍‌ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଅଟେ; ଯାହା ତାମିଲନାଡୁର ମନ୍ଦିର ନଗରୀ ଭାବେ ଖ୍ୟାତ ଚିଦଂବରମ୍‌ଠାରେ ଅବସ୍ଥିତ। ଏହି ମନ୍ଦିରର...

କାନରୁ ବାହାରିଲା ଜୀବନ୍ତ ଝିଟିପିଟି

ସାଧାରଣତଃ ଗାଧୋଇବା ସମୟରେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥାଏ। ଅନେକ ସମୟରେ ପିମ୍ପୁଡ଼ି କିମ୍ବା ଅନ୍ୟ କିଛି କାନରେ ପଶିଲେ କଷ୍ଟ ହୋଇଥାଏ। ମାତ୍ର...

ପିଲାଦିନେ ମା’ଙ୍କ ଶାଢ଼ି ପିନ୍ଧୁଥିଲେ ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର, ଏବେ କିନ୍ନର

ଡବ୍ଲ୍ୟୁଡବ୍ଲ୍ୟୁଇରେ ଫାଇଟ୍‌ ଦ୍ୱାରା ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଟାଏଲର ରେକ୍ସ ଜଣେ କିନ୍ନର ବୋଲି ନିଜକୁ ପରିଚୟ ଦେଇଛନ୍ତି। ବର୍ତ୍ତମାନ ସେ ଗ୍ୟାବି ଟୁଫ୍ଟ ନାଁରେ...

ଜଙ୍ଘରେ ମୁହଁ ଲାଗିଥିବା ମଣିଷ

ମଧ୍ୟ ଚାଇନା, ହୁନାନ ପ୍ରାନ୍ତସ୍ଥ ୟୋଙ୍ଗଝୁ ସହରର ୪୬ ବର୍ଷୀୟ ଲି ହୁଆ। ପ୍ରାୟ ୩୦ ବର୍ଷ ତଳେ ସେ ଅଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍‌ ନାମକ ଏକ...

ବଡ଼ ବିଦ୍ୟୁତ୍‌ ବିଭ୍ରାଟ୍‌ ‘ବ୍ଲାକ୍‌ ଆଉଟ୍‌’

ଭାରତ ଭଳି ବିଶାଳକାୟ ଦେଶରେ ବିଦ୍ୟୁତ୍‌ ଯୋଗାଣ କେତେ ଭରସାଯୋଗ୍ୟ ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଗତ ସୋମବାର ମୁମ୍ବାଇ ସମେତ ଏହାର...

Advertisement
Archives

Model This Week