ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝର, ୫।୯:(ସ୍ବ.ପ୍ର.): ବିଭିନ୍ନ ସମସ୍ୟାକୁ ନେଇ ଆଉଟ ସୋର୍ସିଙ୍ଗ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପରେ ସିଡିଏମଓ ଡ଼କ୍ଟର ଏସ. ଏସ. ବଳଙ୍କ ଆଶ୍ୱାସନା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଉଠିଥିଲେ। ଦରମା ନିୟମିତ ମିଳୁ ନ ଥିବା, ଦରମାରୁ କଟାଯାଉଥିବା ଇପିଏଫ, ଇଏସଆଇ ବାବଦକୁ ଅର୍ଥ ଜମା କରାଯାଉ ନ ଥିବା, ସର୍ବନିମ୍ନ ମଜୁରୀ ମିଳୁ ନାଧାରଣ ନେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଏହି କାମ ହାତକୁ ନେଇଥିବା ଘରୋଇ ସଂସ୍ଥା ସଫେଇ ବାବଦକୁ ବହୁ ଅର୍ଥ ନେଉଥିଲେ ହେଁ ଠିକ ଭାବରେ ସଫେଇ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଏବେ କର୍ମଚାରୀଙ୍କ ପ୍ରତି ଅବହେଳା ଚର୍ଚ୍ଚାର ବିଷୟ ହୋଇଛି। ଏଣୁ ତୁରନ୍ତ ଏହାର ପ୍ରତିକାର କରିବାକୁ ଦାବି ହେଉଛି। ଏନେଇ ସଂସ୍ଥାର ମୁଖ୍ୟ ସୁରେନ୍ଦ୍ର ବାରିକ କହିଛନ୍ତି ଯେ, ସେଭଳି କୌଣସି ସମସ୍ୟା ନାହଁ। ବେ ଅଦ୍ୟାବଧି ପଇସା ପାଇନାହାଁନ୍ତି। ତେବେ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ଦିଆଯାଇଛି। ନୂଆ ପିଲାଙ୍କ ଇପିଏଫ ସମସ୍ୟା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇ ନିଖୋଜ ଥିଲେ, ମିଳିଲା ମହିଳାଙ୍କ ମୃତଦେହ

ପାଟଣା,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ନୂଆପଡ଼ା ଗ୍ରାମର ଜଣେ ମହିଳାଙ୍କ ମୃତଦେହ ସୋମବାର ରାସ୍ତା ପାର୍ଶ୍ୱ ପୋଖରୀରୁ ଜବତ ହୋଇଛି।...

ଭାଇଚାରାରେ ହେବ ଅକ୍ଷୟ ତୃତୀୟା, ଇଦ୍‌ ପାଳନ

ବଡ଼ବିଲ,୨।୫(ସ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ପବିତ୍ର ଇଦ ପର୍ବ ପାଳନ ନେଇ ସୋମବାର ଶାନ୍ତି କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ବଡ଼ବିଲ ଥାନାରେ...

ଧରିତ୍ରୀର ପ୍ରଭାବ: ପୋଲିସ ଚଢ଼ାଉରେ ଚୋରା କୋଇଲା ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବାଂଶପାଣିଠାରେ ଚୋରା କୋଇଲା କାରବାର ସମ୍ପର୍କରେ କିଛି ଦିନ ତଳେ ଧରିତ୍ରୀରେ ଶୀର୍ଷକ...

ରାସ୍ତାରେ ଯାଉଥିବା ବେଳେ ଉପରେ ଭାଙ୍ଗିପଡ଼ିଲା ଗଛ: ବାଇକ୍‌ ଚୁର୍‌ମାର, ୨ ଆହତ

କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକାର ମାଧପୁର ନିକଟରେ ୪୯ ନଂ. ଜାତୀୟ ରାଜପଥରେ ଥିବା ବହୁ ପୁରୁଣା ତଥା ଅସୁରକ୍ଷିତ ଶୁଖିଲା ଗଛ ହଠାତ ଉପୁଡ଼ି ପଡ଼ିବାରୁ...

କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ପାଟଣା,୨୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଝାରବେଡ଼ା ଗାଁର ଏକ କୂଅ ଭିତରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି...

ଧସିଲା ମାଟି ଅତଡ଼ା, ଚାପି ହୋଇଗଲେ ଶ୍ରମିକ

ଆନନ୍ଦପୁର/ଘସିପୁରା,୨୫ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଘସିପୁରା ଥାନା ଅଧୀନ ଶୈଲଙ୍ଗ ଓଭରବ୍ରିଜ ନିକଟରେ ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବୁଧବାର କାର୍ଯ୍ୟ ଚାଲିଥିବା ସମୟରେ ଜଣେ ଶ୍ରମିକ...

୩ କୋଟିର କଂକ୍ରିଟ ରାସ୍ତା ୬ ମାସରେ ଫାଟି ଆଁ

ପାଟଣା,୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତର ମଝି ସାହିରେ କେନ୍ଦୁଝର ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ୬.୮୪୦ କିମି କଂକ୍ରିଟ ରାସ୍ତା...

ଓଲଟିଲା ଅଟୋ, ଜଣେ ଗୁରୁତର

କେନ୍ଦୁଝର,୬।୧ (ସ୍ବ.ପ୍ର.) : କେନ୍ଦୁଝର ଜିଲା ଟାଉନ ଥାନା ନରଣପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଅଟୋ ଓଲଟି ପଡ଼ିବାରୁ ଜଣେ ଗୁରୁତର ହୋଇଛନ୍ତି। ସେ...

Advertisement
Archives

Model This Week