ସଫଳତା ପରେ ଏତେ ବଦଳିଗଲେଣି ହିମେଶ

ମୁମ୍ବାଇ: ‘ଆଶିକ୍‌ ବନାୟା’, ‘ଆପ୍‌କା ସୁରୁର’, ‘ଅକ୍ସର’ ପରି ହିଟ୍‌ ଗୀତ ଦେଇ ରାତାରାତି ସିଙ୍ଗିଙ୍ଗ୍‌ ସେନ୍‌ସେଶନ ପାଲଟିଥିଲେ ହିମେଶ ରେଶମିୟା। ସେ ସର୍ବଦା ନୂତନ ଗାୟକମାନଙ୍କୁ ନିଜ ନିର୍ଦ୍ଦେଶନାରେ ସୁଯୋଗ ଦେଇଥାଆନ୍ତି। ଏବେ ଇଣ୍ଟରନେଟ୍‌ ସେନ୍‌ସେଶନ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନିଜ ଫିଲ୍ମର ଗୀତରେ ସୁଯୋଗ ଦେଇ ଚର୍ଚ୍ଚାରେ ଅଛନ୍ତି। ‘ତେରି ମେରି କାହାନୀ’ ଗୀତ ବୁଧବାର ରିଲିଜ୍‌ ହୋଇଥିବା ବେଳେ ଏହାକୁ ଦର୍ଶକେ ପସନ୍ଦ କରୁଛନ୍ତି। ଏସବୁ ମଧ୍ୟରେ ହିମେଶଙ୍କ ବିଗତ ଦିନର ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ ତାଙ୍କୁ ସହଜରେ କେହି ଚିହ୍ନିପାରିବେ ନାହିଁ। ଏବେ ଫିଟ୍‌ ଏବଂ ହ୍ୟାଣ୍ଡସମ୍‌ ଦେଖାଯାଉଥିବା ହିମେଶ ପୂର୍ବରୁ ଏପରି ନ ଥିଲେ।

ହିମେଶଙ୍କ ବିଷୟରେ ଯଦି କଥା ଉଠେ, ତେବେ ସେ ଏପରି ଜଣେ କଳାକାର ଯିଏକି ନିଜକୁ ଗୋଟିଏ କ୍ଷେତ୍ର ସହ ଯୋଡ଼ି ରଖିନାହାନ୍ତି। କଣ୍ଠଶିଳ୍ପୀ ଭାବେ ହେଉ ଅଥବା ଅଭିନୟ, ସଂଙ୍ଗୀତକାର, ନିର୍ଦ୍ଦେଶକ ଏବଂ କାହାଣୀକାର ଭାବେ ସେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚି,୨୨।୪:ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଜାମିନ ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ଜାମିନ...

କେବଳ ଫୁସଫୁସ ନୁହେଁ ଶରୀରର ଅନ୍ୟ କିଛି ମୁଖ୍ୟ ଅଙ୍ଗକୁ ବି ପ୍ରଭାବିତ କରୁଛି କରୋନା!

ଭୋପାଳ,୯ ।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହା ପ୍ରଥମେ ଫୁସଫୁସକୁ ସଂକ୍ରମିତ କରିବା ପରେ ରୋଗୀର ଅବସ୍ଥା...

ଗାଈ ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୫।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଚରଣଜିତ ସିଂ ଚନ୍ନି ତାଙ୍କ ସାମାଜିକ କାର୍ଯ୍ୟ ପାଇଁ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛନ୍ତି। ସାଧାରଣ ଲୋକଙ୍କ ପାଇଁ...

ପୋକ୍ସୋ ମାମଲାରେ ନିର୍ଦ୍ଧାରିତ ଦଣ୍ଡାଦେଶରୁ କମ ଦଣ୍ଡ ଶୁଣାଇ ପାରିବେନି କୋର୍ଟ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୯।୭ : ସୁପ୍ରିମକୋର୍ଟ କହିଛନ୍ତି ଯେ ବିଭିନ୍ନ ପ୍ରକାରର ଶିଶୁ ର୍ନିଯାତନା ପାଇଁ ସର୍ବନିମ୍ନ ଦଣ୍ଡଠାରୁ କମ ଦଣ୍ଡବିଧାନ କରିବାର କ୍ଷମତା କୋର୍ଟଙ୍କ ପାଖରେ ନାହିଁ।...

ପ୍ରଥମ କାର୍ଯ୍ୟକୁ ନେଇ ‘ବିଗ୍‌ବସ୍‌-୧୩’ ଟ୍ରୋଲ, ନିରାଶ ପ୍ରଶଂସକ କହିଲେ ‘ଫ୍ଲପ୍‌ ଶୋ’

ମୁମ୍ବାଇ: ଆରମ୍ଭରୁ ବିବାଦରେ ଲୋକପ୍ରିୟ ଟେଲିଭିଜନ ଶୋ’ ‘ବିଗ୍‌ ବସ୍‌ ୧୩’। ଶୋ’ ଆରମ୍ଭ ହେବାର ଦୁଇ ଦିନ ନ ପୁରୁଣୁ ଏହା ବିରୋଧରେ ପ୍ରଶଂସକମାନେ...

ଚାଇନାର ଷଡ଼ଯନ୍ତ୍ର: ଅରୁଣାଚଳ ସୀମାରେ ସ୍ଥାପନ କରିଛି ୩ ଗାଁ

ନୂଆଦିଲ୍ଲୀ, ୬।୧୨: ଭାରତ ସହିତ ଚାଇନା ସୀମା ବିବାଦ ବଢ଼ାଇବାରେ ଲାଗିଛି। ଭାରତର ଜମିକୁ ଜୋର୍‌ ଜବରଦସ୍ତ ନିଜର ବୋଲି କହି ଚାଇନା ଅରୁଣାଚଳ ସୀମାରେ...

ତୁଷାରପାତ ପୂର୍ବରୁ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର, ପାକିସ୍ତାନ ସହ ହାତ ମିଳାଇଛି ଚାଇନା…

ଶ୍ରୀନଗର,୧୩।୧୧: ଜମ୍ମୁ-କଶ୍ମୀରରେ ଶୀତଦିନେ ହେଉଥିବା ତୁଷାରପାତ ସୁଯୋଗ ନେଇ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର ରଚିଛନ୍ତି। ଏନେଇ ପାକିସ୍ତାନ ସହିତ ଚାଇନା ହାତ ମିଳାଇଛି। ବରଫପାତ...

ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ମୁହାଁ

ନୂଆଦିଲ୍ଲୀ,୧୬।୮: କରୋନା ସଂକ୍ରମଣ ବେଳକୁ ବେଳ ଡରାଇ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୩,୪୮୯। ଏହାସହ ୨୪...

Advertisement
Archives

Model This Week