ସକାଳ ଚା’ ସହ ଖାଆନ୍ତୁ ୨ଟି ବିସ୍କୁଟ

ଚା’ରେ ସାଧାରଣତଃ ଏସିଡିଟିର ମାତ୍ର ଯଥେଷ୍ଟ ଅଧିକ ରହିଥାଏ। ତେଣୁ ସକାଳୁ ଯେଉଁମାନଙ୍କର ବେଡ୍‌ ଟି ପିଇବାର ଅଭ୍ୟାସ ରହିଛି ସେମାନେ ଖାଲି ପେଟରେ ଚା’ ପିଇବା ଆଦୌ ଉଚିତ୍‌ ନୁହେଁ। କାରଣ ଏହା ଶରୀରରେ ଏସିଡ୍‌ର ମାତ୍ରାକୁ ବଢାଇ ଦେଇଥାଏ।
– ଗୋଟିଏ ଦିନରେ ଯେଉଁ ପୁରୁଷମାନେ ୪-୫ କପ୍‌ ଚା’ ପିଅନ୍ତି ସେମାନଙ୍କଠାରେ ପ୍ରୋଷ୍ଟେଟ୍‌ କ୍ୟାନସର ହେବାର ସମ୍ଭାବନା ରହିଥାଏ।
– ଖାଲି ପେଟରେ ବ୍ଲାକ୍‌ ଟି ପିଇଲେ ପେଟ ଫୁଲିଥାଏ।
– ଏହା ଖାଲିପେଟରେ ଗ୍ୟାଷ୍ଟ୍ରିକ୍‌ ମ୍ୟୁକସକୁ ବଢାଇ ଦେଉଥିବାରୁ ଭୋକ ଲାଗି ନ ଥାଏ।
– ଯେଉଁମାନଙ୍କର ଏସିଡିଟି ସମସ୍ୟା ଥାଏ ସେମାନେ ଖାଲି ପେଟରେ ଚା’ ପିଇଲେ ଏହା ବଢି ଯାଇଥାଏ।
– ବିଶେଷ କରି ଅଦା ଚା’ ଖାଲି ପେଟରେ ପିଇଲେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ବଢିଯାଏ।
– ଅନେକ ଲୋକ ଖାଲି ପେଟରେ ଚା’ ପିଇବା ଦ୍ୱାରା ବାନ୍ତି ଭଳି ସମସ୍ୟା ଉପୁଜିଥାଏ।
ସବୁବେଳ ଚା’ ପିଇବା ସମୟରେ ବିସ୍କୁଟ କିମ୍ବା କିଛି ଲୁଣି ଜିନିଷ ଖାଇବା ଭଲ। ଆହୁରି ମଧ୍ୟ ଚା’ ସହ ମିଠା ଅବା ଲୁଣି ଜିନିଷ ଖାଇଲେ ଅର୍ଶ ସମସ୍ୟା ଦେଖାଦେଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ...

ସ୍ବାସ୍ଥ୍ୟସେବାର ପରିପ୍ରକାଶ

‘ସ୍ବାସ୍ଥ୍ୟ ସାଧାରଣତଃ ଶାରୀରିକ, ମାନସିକ ଓ ସାମାଜିକ ସ୍ତରର ସୁସ୍ଥତାକୁ ବୁଝାଇଥାଏ। ଏହା ସହ ମଧ୍ୟ ‘ଆଧ୍ୟାତ୍ମିକ’ ସ୍ବାସ୍ଥ୍ୟକୁ ଅଣାଯାଇପାରିବ। ସୁସ୍ଥ ନାଗରିକମାନେ ଦେଶର ମୂଳଧନ...

ଜିନିଷ ଏକ: ଉପକାର ଅନେକ

କଲରାର ସ୍ବାଦ ପିତା ହେଲେ ମଧ୍ୟ ସେଥିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଆମକୁ ନୀରୋଗ ରଖିବାରେ ଏହା କେତେକାଂଶରେ ସାହାଯ୍ୟ କରିଥାଏ।...

ରୋଜଗାର ତୁଳନାରେ ଖର୍ଚ୍ଚ ବଢ଼ୁଛି କି, ଜାଣନ୍ତୁ କ’ଣ କଲେ..

କେତେଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନ ଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର...

ନୃତ୍ୟ ପ୍ରବୀଣା ଏଲିଜା

ପ୍ରତିକୂଳ ପରିସ୍ଥିତି କେବେହେଲେ ପ୍ରତିଭାକୁ ବେଶିଦିନ ଲୁଚାଇ ରଖିପାରେନି। ବିଳମ୍ବରେ ହେଲେ ବି ତାହା ନିଶ୍ଚିତ ଲୋକଲୋଚନକୁ ଆସେ। ଠିକ୍‌ ଏମିତି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ...

ଘରେ ମନି ପ୍ଲାଣ୍ଟ୍‌ ଲଗାଉଥିଲେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍‌…

ଲୋକଙ୍କ ମନରେ ଧାରଣା ରହିଛି, ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବା ସହିତ ଧନର ଆଗମନ ହୋଇଥାଏ। ମାତ୍ର...

ଏସବୁ ଭୟଙ୍କର ରୋଗରୁ ମୁକ୍ତି ଚାହୁଁଥିଲେ …

ଅଖ୍‌ରୋଟ୍‌ ମସ୍ତିଷ୍କ ଲାଗି ଉପକାରୀ ହୋଇଥାଏ ବୋଲି ଆପଣ ଜାଣିଥିବେ। ମାତ୍ର ଏହା ଖାଲି ମସ୍ତିଷ୍କ ପାଇଁ ନୁହେଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।...

ସୁଇମିଂପୁଲ୍‌ରେ ଆପଣଙ୍କ ପିଲା ସ୍ନାନ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଗ୍ରୀଷ୍ମଋତୁରେ ସୁଇମିଂପୁଲ୍‌, ଓ୍ବାଟର ପାର୍କ ଯିବା ପାଇଁ ବହୁ ଲୋକ ପସନ୍ଦ କରିଥାନ୍ତି। ବିଶେଷକରି କରି ପିଲାମାନେ ସୁଇମିଂ ପୁଲ୍‌ରେ ମଜା ନେବାକୁ ଖୁବ୍‌ ଭଲପାଆନ୍ତି।...

Advertisement


Archives

Model This Week