
ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ।
ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ।
ବାରବାଟୀ ଷ୍ଟାଡିୟମ କ୍ଲବ ହାଉସ୍ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ୩୦ତମ ସାମ୍ବିଧାନିକ ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ...
ରାଜଧାନୀରେ ପ୍ରବଳ ଖରା: ଭୁବନେଶ୍ୱର ଭିଏସଏସ ନଗର ରାସ୍ତାରେ ଶୋଷ ମେଣ୍ଟାଇବାକୁ ଜଣେ ବ୍ୟକ୍ତି ଟ୍ୟାପରୁ ପାଣି ପିଉଛନ୍ତି ଭୁବନେଶ୍ୱର ଲୋକସେବା ଭବନରେ ନବନିଯୁକ୍ତ...
ଜଷ୍ଟିସ୍ ଅରିଜିତ ପଶାୟତଙ୍କ ବାସଭବନରେ ଆୟୋଜିତ ଏସ୍ଆଇଟି ବୈଠକରେ ଯୋଗଦେବାକୁ ଯାଉଛନ୍ତି ପଦାଧିକାରୀମାନେ।
ବୁଧବାର ରାଜଧାନୀ ଭୁବନେଶ୍ୱରରେ ବର୍ଷା ସମୟର ଦୃଶ୍ୟ।
ହୋଟେଲ ସ୍ବସ୍ତି ପ୍ରିମିୟମ ସ୍ଥିତ ଚେତନା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ଓ୍ବାର୍କ ପକ୍ଷରୁ ଦୀପାବଳି ସଚେତନତା କାର୍ଯ୍ୟକ୍ରମରେ ଅଭିନେତା ଚନ୍ଦନ ଯୋଗଦେଇ...
କଟକ ନରାଜ ଆନିକଟରେ ଜାଲ ପକାଇ ମାଛ ଧରା ଚାଲିଛି ଭୁବନେଶ୍ୱର ସିଏସଆର-ଆଇଏମଏମଟି ପରିସରରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଉପଲକ୍ଷେ ଆୟୋଜିତ ବିଜ୍ଞାନ ମେଳା...
ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଓଡ଼ିଶା ଆସି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।