ଶିଶୁ ସୁରକ୍ଷା ନେଇ ସଚେତନତା ଶୋଭାଯାତ୍ରା

ମ.ରାମପୁର,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ସ୍ଥିତ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠ ଛାତ୍ରୀଛାତ୍ରଙ୍କୁ ନେଇ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ଶୋଭଯାତ୍ରା ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ମ.ରାମପୁର ଉତ୍ତମ କୁମାର ସାହୁଙ୍କ ତତ୍ତ୍ବାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ଶିଶୁଙ୍କ ପ୍ରତି ନିର୍ଯାତନା ରୋକିବା, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବା ପାଇଁ ସହାୟକ ହେବା, ଶିଶୁ ଚାଲାଣ ଆଦି ରୋକିବା ଦିଗରେ ସଚେତନତା ମୂଳକ ଫ୍ଲାକାର୍ଡ, ପ୍ରଚାରପତ୍ର ଧରି ଛାତ୍ରୀମାନଙ୍କ ଦ୍ୱାରା ଶୋଭାଯାତ୍ରା କରାଯାଇଥିଲା । ବ୍ଲକ ଅଧ୍ୟକ୍ଷ ଜିବେଶ ପଣ୍ଡା, ସଦର ସରପଞ୍ଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ସହଯୋଗରେ କାର୍ଯ୍ୟକ୍ରମ ହୋଇଯାଇଛି । ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଉକ୍ତ ସରକାରୀ ପ୍ରାୟୋଜିତ ଓ ସରକାରୀ ପୃଷ୍ଠପୋଷକତ୍ୱ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ପୋଲିସର ଯେନତେଣ ପ୍ରକାରେ ଦାୟୀତ୍ୱ ନିର୍ବାହ କରାଯାଉଥିବା ଜଣାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ତୁଷାରପାତ: ଘନ କୁହୁଡ଼ିରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଜି.ଉଦୟଗିରି,୧୩ା୧(ଡି.ଏନ.ଏ.)-ଜି.ଉଦୟଗିରି ସହର ତଥା ଆଖପାଖ ଅଞ୍ଚଳରେ ଗତ ତିନିଦିନ ଧରି ଶୀତର ଲହରି ଜାରି ରହିଛି। ସୋମବାର ପାରଦ ୭ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିଲେ ମଧ୍ୟ...

ବାଇକ୍‌-ସ୍କୁଟି ମୁହାଁମୁହିଁ, ଗଲା ୨ ଜୀବନ

ରାୟଗଡ଼ା ଅଫିସ,୧୨ା୧୨: ରାୟଗଡ଼ା ସହର ୩୨୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ବାଇକ୍‌ ଏବଂ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ...

ଭିଜିଲାନ୍ସ ଜାଲରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କିରାଣି

ବ୍ରହ୍ମପୁର ଅଫିସ , ୩୦।୧୨: ଗଞ୍ଜାମ ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର୍ଯ୍ୟାଳୟର କନିଷ୍ଠ କିରାଣି ଏଲ. କାମରାଜୁ ଦାସ ବ୍ରହ୍ମପର ଭିଜିଲାନ୍ସ...

ଗ୍ୟାସ୍‌ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ ଗୁରୁବାର...

ଜିଲା ମୁଖ୍ୟ ଚିକିତ୍ସାଳୟରେ ସଫଳ ଅସ୍ତ୍ରୋପଚାର: ପେଟରୁ ବାହାରିଲା ୫୦୦ ଗ୍ରାମ୍‌ର ପଥୁରି

ମାଲକାନଗିରି,୭।୧୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଖ୍ୟ ଚିକିସତ୍ାଳୟରେ ଶୁକ୍ରବାର ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି। ଜିଲାର ମାଥିଲି ବ୍ଲକ୍‌ କିଆଙ୍ଗ ପଞ୍ଚାୟତର ଜାମୁଗୁଡ଼ା ଗ୍ରାମର ଇର୍ମା ପଡ଼ିଆମିଙ୍କ...

ପ୍ରଶାସନିକ ଅଧିକାରୀଙ୍କୁ ଗୋଡ଼ାଇ ପିଟିଲେ

ଢେଙ୍କାନାଳ ଅଫିସ, ୪।୫: କିଛିଦିନର ବ୍ୟବଧାନ ପରେ ଢେଙ୍କାନାଳ ଜିଲାରେ ପୁଣି ଆରମ୍ଭ ହୋଇଛି ପଥର ମାଫିଆଙ୍କ ଦୌରାତ୍ମ୍ୟ। ଓଡ଼ାପଡ଼ା ତହସିଲ ଇନ୍ଦିପୁର-ଗୁଣ୍ଡୁରାପଶି ଖଣିରୁ ଚୋରା...

୧୨ ଦଫା ଦାବିରେ ଜିଲାବ୍ୟାପୀ ତହସିଲ ଘେରାଉ

ଜଗତ୍‌ସିଂହପୁର ଅଫିସ/ବାଲିକୁଦା/ ନାଉଗାଁ/ କୁଜଙ୍ଗ/ ବିରିଡ଼ି (ସ୍ବ.ପ୍ର./ଡି.ଏନ୍‌.ଏ.) ୪ା୬: ନବନିର୍ମାଣ କୃଷକ ସଙ୍ଗଠନ ଜଗତ୍‌ସିଂହପୁର ଶାଖା ପକ୍ଷରୁ ୧୨ ଦଫା ଦାବି ନେଇ ଜିଲାବ୍ୟାପୀ ସମସ୍ତ...

ତିହିଡ଼ି ବଜାରରେ କୋଟ୍‌ପା ଚଢ଼ାଉ

ଭଦ୍ରକ,୭।୭ (ସନାତନ ରାଉତ): ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନ ଅବମାନନା ନେଇ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ବଜାରରେ ଚଢ଼ାଉ କରାଯାଇଛି।...

Advertisement
Archives

Model This Week