ଶିକ୍ଷା ହାସଲ କରି ପାରନ୍ତି ନାହିଁ ଏମାନେ …..

ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର ପିଲା ଶିକ୍ଷା ହାସଲ କରି ପାରନ୍ତି ନାହିଁ। ଏହା ସହ କେଉଁ ପ୍ରକାର ଲୋକେ ସତ୍ୟଠାରୁ ଦୂରରେ ରୁହନ୍ତି । ଜାଣନ୍ତୁ ଚାଣକ୍ୟଙ୍କ ଏହି ନୀତି ବିଷୟରେ …

ଚାଣକ୍ୟଙ୍କ ଅନୁଯାୟୀ, ଯିଏ ଘରର ଆକର୍ଷଣରେ ବନ୍ଧା ସେ କେବେବି ଶିକ୍ଷା ହାସଲ କରିପାରିବ ନାହିଁ। ତାଙ୍କର ମନ ଅଧ୍ୟୟନରୁ ଦୂରେଇ ରହିଥାଏ। ତେଣୁ ଅଧ୍ୟୟନ କରୁଥିବା ପିଲାମାନେ ଗୃହଠାରୁ ଦୂରରେ ରହିବା ଉଚିତ୍‌।

ଜଣେ ଲୋଭୀ ବ୍ୟକ୍ତିଙ୍କୁ କେବେବି ବିଶ୍ୱାସ କରିବା ଉଚିତ ନୁହେଁ। କାରଣ ସେମାନେ ଅଧିକରୁ ଅଧିକ ଧନ କିପରି ସଂଗ୍ରହ କରିବେ ସେ ନେଇ ଚିନ୍ତାରେ ଥାନ୍ତି। ଏହିପରି ଲୋକମାନେ ସତ୍ୟଠାରୁ ବହୁ ଦୂରରେ ରୁହନ୍ତି। ତେଣୁ ସେମାନଙ୍କୁ ବିଶ୍ୱାସ କରାଯିବା ଉଚିତ ନୁହେଁ ।

ଜଣେ ମାଂସାହାରୀ ବ୍ୟକ୍ତିଙ୍କଠାରୁ ଦୟା ଆଶା କରିବା ଉଚିତ୍‌ ନୁହେଁ। ହେଲେ ଜଣେ ଶାକାହାରୀ ବ୍ୟକ୍ତିଙ୍କଠାରୁ ଦୟା ଆଶା କରାଯିବା ଉଚିତ । କାରଣ ସେମାନଙ୍କ ମନରେ ଦୟା ଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ନାମଧାରୀ ପୁଅଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି ଝିଅମାନେ: ପ୍ରଥମେ କରିଥାନ୍ତି ପ୍ରେମ ନିବେଦନ

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ବିଶେଷ ଗୁଣ ରହିଥାଏ। ଏହି ଗୁଣକୁ ଦେଖି ଅନ୍ୟମାନେ ତାଙ୍କପ୍ରତି ଆକୃଷ୍ଟ ହୋଇଥାନ୍ତି। ତେବେ ପୁଅମାନଙ୍କ କଥା କହିଲେ,...

କରୋନାଠାରୁ କେତେ ସୁରକ୍ଷିତ ପ୍ରତିଦିନ କିଣୁଥିବା କ୍ଷୀର ପ୍ୟାକେଟ୍‌: ଜାଣନ୍ତୁ..

ମହାମାରୀ କରୋନା ସହ ସାରା ବିଶ୍ୱ ଲଢ଼ୁଛି। ଏଭଳି ସ୍ଥିତିରେ ବାହାରୁ କିଣୁଥିବା ସାମଗ୍ରୀ ସଂକ୍ରମଣମୁକ୍ତ ନୁହେଁ। ଯାହାକୁ ନେଇ ବଜାରରୁ ଆସୁଥିବା ଜିନିଷକୁ ନେଇ...

ବେଳେବେଳେ ଏପରି ହୁଏ: କଥା କହିବାକୁ ବି ଲାଗେ ଡର…

ନୂଆଦିଲ୍ଲୀ: କେତେକ ଲୋକଙ୍କଠାରେ ଏକ ପ୍ରକାର ସମସ୍ୟା ରହିଥାଏ। ସେମାନେ ସମବେତ ଲୋକଙ୍କ ସମ୍ମୁଖରେ କଥା କହିବାକୁ ଭୟ କରନ୍ତି। କିଛି ଲୋକ ନିଜର ପ୍ରଦର୍ଶନ...

କେଶ ଝଡୁଛି କି…ଆପଣାନ୍ତୁ ଏଭଳି କିଛି ଘରୋଇ ଉପଚାର

ପରିବର୍ତ୍ତିତ ଜୀବନଶଳୀ, ପ୍ରଦୂଷଣ, ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ କେଶ ଉପରେ ପଡ଼ିଥାଏ। ଏ ନେଇ କେଶ ଧଳାହେବା ସହ ଛିଡ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ଏହି...

ଅଳ୍ପ ଶୋଇବା ଅସ୍ଥିକୁ ପ୍ରଭାବିତ କରେ

ଆମେ ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ବିଶ୍ରାମ ନେବା ଆବଶ୍ୟକ। ନ ହେଲେ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ବିଶେଷଭାବରେ ବୟସ ବଢ଼ିବା ସହ...

୧୦ ଶିଶୁଙ୍କ ମଧ୍ୟରୁ ୮ଜଣ ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଶିଶୁ ଅଧିକ ମୁଖ ଗହ୍ବର ସଂକ୍ରମଣ ସମସ୍ୟାରେ ପୀଡ଼ିତ ରହିଛନ୍ତି। କାଣ୍ଟାର ଆଇଏମ୍‌ଆର୍‌ବିର ରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୦ଶିଶୁଙ୍କ ମଧ୍ୟରୁ ୮ଜଣଙ୍କର...

ବର୍ଷାଦିନେ ଶିଶୁର ଯତ୍ନ

-ଡା ଜ୍ୟୋତିପ୍ରକାଶ ମିଶ୍ର ରୋଗ ତ ସବୁ ଋତୁରେ ଆସିଥାଏ। କିନ୍ତୁ ବର୍ଷାଋତୁରେ ଅଧିକାଂଶ ରୋଗ ଅତ୍ୟନ୍ତ ସରଳ ଓ ବିନା ମୂଲ୍ୟରେ ପ୍ରତିରୋଧ କରିହୁଏ।...

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ…

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି...

Advertisement
Archives

Model This Week