Posted inଜାତୀୟ

ଶାଶୁ, ଶ୍ୱଶୁରଙ୍କ ଯତ୍ନ ନେଲେ ମିଳିବ ଉପହାର

ଚଣ୍ଡିଗଡ,୨୬।୮: ସମାଜରେ ଶାଶୁ-ବୋହୂ କଳି ବହୁ ପୁରୁଣା। କେତେବେଳେ ବୋହୂ ଶାଶୁଙ୍କୁ ପିଟିଲାଣି ତ ଆଉ କେତେବେଳେ ଶାଶୁ ବୋହୂକୁ ନିର୍ଯାତନା ଖବର ଚର୍ଚ୍ଚାକୁ ଆସେ। ଏସବୁ ସମସ୍ୟାରୁ ମୁକ୍ତି ପାଇଁ ହରିୟାଣାର ଏକ ଗ୍ରାମରେ ନୂଆ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅନୁଯାୟୀ ବୋହୂମାନେ ଶାଶୁ,ଶ୍ୱଶୁରଙ୍କ ଯତ୍ନ ନେଲେ ତାଙ୍କୁ ପୁରସ୍କାର ଦିଆଯିବ। ଯିଏ ଯେତେ ଭଲ ଯତ୍ନ ନେବ ସେ ସେତେ ଆଗରେ ରହିବ। ପ୍ରତିବର୍ଷ ଅଗଷ୍ଟ ୧୫ଦିନ ବୋହୂଙ୍କୁ ସମ୍ମାନୀତ କରାଯିବ। ପ୍ରଥମ ସ୍ଥାନରେ ଥିବା ମହିଳାଙ୍କୁ ୫ ହଜାର ୧ଟଙ୍କା ପୁରସ୍କାର ରାଶି ଦିଆଯିବ। ଚଳିତବର୍ଷ ଏହି ପୁରସ୍କାର ୫୦ବର୍ଷୀୟ ପୁଷ୍ପା ସଇନିଙ୍କୁ ଦିଆଯାଇଥିଲା। ସେ ଦୀର୍ଘ ବର୍ଷ ହେବ ବିଛଣାରେ ପଡିଥିବା ଶାଶୁଙ୍କ ସେବା କରିଆସୁଥିବାରୁ ତାଙ୍କୁ ଏହି ପୁରସ୍କାର ରାଶି ଦିଆଯାଇଥିଲା। ଏହି ଅଭିଯାନ ଦ୍ୱାରା ଶାଶୁ, ବୋହୂ ସମ୍ପର୍କରେ ସୁଧାର ଆସିବ ବୋଲି ଗ୍ରାମବାସୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷକ ପରିବାରକୁ ପ୍ରବଳ ପିଟିଲା ପୋଲିସ, ପ୍ରଶାସନ ଆଗରେ ବିଷ ପିଇଦେଲେ ଦମ୍ପତିି

ଭୋପାଳ,୧୬।୭: ମଧ୍ୟ ପ୍ରଦେଶର ଗୁନା ଜିଲାରେ ପୋଲିସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ଗୁନାର ଏକ ବିଜ୍ଞାନ କଲେଜ ନାମରେ ଥିବା ଏକ ଜମିକୁ...

ରାଜ୍ୟ ସରକାରଙ୍କୁ ଭାଙ୍ଗି ଲୋକତନ୍ତ୍ର ଉପରେ ଆକ୍ରମଣ କରୁଛି ଭାଜପା, କହିଲେ ପଓ୍ବାର…

ମୁମ୍ବାଇ, ୧୨।୭ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ମୁଖ୍ୟ ଶରଦ ପୱାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବହୁ ରାଜ୍ୟ ସରକାରଙ୍କୁ ଅସ୍ଥିର...

ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା

ଡେରାଡୁନ, ୭ା୨- ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଘଟିଥିବା ହିମସ୍ଖଳନ ଯୋଗୁ ଧଉଳି ଗଙ୍ଗା ନଦୀରେ ଆସିଛି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଆଖପାଖ ଅଞ୍ଚଳରେ...

ଗୋଟିଏ ପରିବାରର ୯ ସଦସ୍ୟ ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ଖୁଲାସା

ପୁଣେ,୨୮।୬: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତରୁ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ପରିବାର ଲୋକ ଆତ୍ମହତ୍ୟା କରି...

ଅହମ୍ମଦାବାଦରେ ୫୪କି.ମି. ଯାଏ ମୋଦିଙ୍କ ମେଗା ରୋଡ ଶୋ’: ୧୪ ବିଧାନସଭାକୁ କରିବ କଭର୍‌

ଅହମ୍ମଦାବାଦ,୧।୧୨: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦରେ...

ଜମ୍ମୁ-କଶ୍ମୀର, ପଶ୍ଚିମବଙ୍ଗରେ ବଢିଛି ଭାଜପା ସଦସ୍ୟଙ୍କ ସଂଖ୍ୟା: ନଡ୍ଡା

ରାଞ୍ଚି,୩୧।୮: ଝାଡ଼ଖଣ୍ଡର ଦାଲତୋଗଞ୍ଜରେ ଶନିବାର ଆୟୋଜିତ ‘ଶକ୍ତି କେନ୍ଦ୍ର ସମ୍ମିଳନୀ’ରେ ଯୋଗଦେବା ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏକ ସୂଚନା...

ମୁଜଫରନଗରରେ ଘର ଭୁଷୁଡ଼ି ୩ ଶିଶୁ ମୃତ

ମୁଜଫରନଗର,୮।୭: ଉତ୍ତରପ୍ରଦେଶ ମୁଜଫରନଗରର ସିଖେଡା ଗଁ।ରେ ସୋମବାର ଘରର ଛାତ ଭୁଷୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୩ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଆହତ ହୋଇଛନ୍ତି। ସହରରେ...

ପାକିସ୍ତାନ ସହିତ ସମ୍ପର୍କରେ ସୁଧାର ନହେଲେ ଭାରତରେ ଶାନ୍ତି ପ୍ରତିଷ୍ଠା ଅସମ୍ଭବ: ଫାରୁକ୍‌…

ନୂଆଦିଲ୍ଳୀ,୧୩।୧୨ : ନ୍ୟାଶନାଲ କନଫରେନ୍ସ (ଏନସି) ସଭାପତି ଫାରୁକ ଅବଦୁଲ୍ଲା ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ପାକିସ୍ତାନ ସହ ଆମର ଭଲ...

Advertisement
Archives

Model This Week