ଲୋ-ବ୍ଲଡ୍‌ପ୍ରେସର୍‌ଠାରୁ ରଖେ ଦୂରେଇ ଏସବୁ ଘରୋଇ ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍‌ପ୍ରେସର୍‌ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍‌ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ଆଦି ଲୋ-ବ୍ଲଡ୍‌ପ୍ରେସରର ଲକ୍ଷଣ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଏହାର ଅନେକ ଘରୋଇ ଉପଚାର ସମ୍ପର୍କରେ ପରାମର୍ଶ ଦିଆଯାଇଛି। ଅଧିକ ପାଣି ପିଇବା, ଅଳ୍ପ ଲୁଣ ସହିତ ଚାମଚେ ଚିନିକୁ ଗ୍ଲାସେ ପାଣିରେ ମିଶାଇ ପିଇବା ଦ୍ୱାରା ଲୋ-ବ୍ଲଡ୍‌ପ୍ରେସର ଦୂର ହୋଇଥାଏ। ଚାମଚେ ତୁଳସୀ ପତ୍ର ରସ ସହିତ ପାନ ପତ୍ର ରସ ଓ ଅଧ ଚାମଚେ ମହୁ ମିଶାଇ ନିୟମିତ ପିଇଲେ ଏଥିରୁ ମୁକ୍ତି ମିଳିଥାଏ। ସକାଳେ ସନ୍ଧ୍ୟାରେ ୨ କୋଲା ରସୁଣ ଖାଇଲେ ଏଥିରୁ ମୁକ୍ତି ମିଳିଥାଏ। ଚଣା ଏବଂ କିସିମିସ୍‌ ପାଣିରେ ଭିଜାଇ ସକାଳୁ ଚୋବାଇ ଖାଇଲେ ଲୋ-ବ୍ଲଡ୍‌ପ୍ରେସର୍‌ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସନି ଦେଓଲଙ୍କ ଲୋକ ସଭା ସଦସ୍ୟତା ସଙ୍କଟରେ: ଧାର୍ଯ୍ୟ ସୀମାଠାରୁ କରିଛନ୍ତି ଅଧିକ ଖର୍ଚ୍ଚ; ଇସି ଜାରି କରିପାରନ୍ତି ନୋଟିସ୍‌

ନୂଆଦିଲ୍ଲୀ,୧୯।୬: ପଞ୍ଜାବର ଗୁରୁଦାସପୁର ଲୋକ ସଭା ଆସନ ଏମ୍‌ପି ସନି ଦେଓଲଙ୍କ ସଦସ୍ୟତା ନେଇ ଏବେ ସଙ୍କଟ ଦେଖାଦେଇଛି। ସେ ନିର୍ବାଚନରେ ଧାର୍ଯ୍ୟ ସୀମାଠାରୁ ଅଧିକ...

କୋଭିଡ୍‌ କୋରଡ଼ା

ନୂଆଦିଲ୍ଲୀ,୩୦ା୪: ଭାରତରେ କରୋନା ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ବୁଧବାର ସଂକ୍ରମିତଙ୍କ ସଂଖ୍ୟା ୩୨,୮୯୧କୁ ବୃଦ୍ଧି ପାଇଥିବା ବେଳେ ୧,୦୭୭ ଜଣଙ୍କ ଜୀବନ ଗଲାଣି।...

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୨୯।୧୧: ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ...

୬ ଘଣ୍ଟା ମଧ୍ୟରେ ବାଂଲାଦେଶ ମୁହାଁ ହେବ ‘ବୁଲ୍‌ବୁଲ୍‌’: ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା ସମ୍ଭାବନା

ନୂଆଦିଲ୍ଲୀ,୯।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଆସନ୍ତା ୬ ଘଣ୍ଟା ପରେ ପଶ୍ଚିମବଙ୍ଗ ପାର ହୋଇ ବାଂଲାଦେଶ ମୁହାଁ ହେବ। ଏହା...

ନଡ଼ା ନ ଜଳାଇବା ଚାଷୀଙ୍କୁ ସରକାର ଦେବେ ୨ହଜାର ୫ଶହ ଟଙ୍କା ପ୍ରୋତ୍ସାହନ ରାଶି

ଚଣ୍ଡିଗଡ଼,୧୪।୧୧: ନଡା ଜଳାଇବାକୁ ନେଇ ପଞ୍ଜାବ ସରକାର ଏବେ ଏକ ବଡ ପଦକ୍ଷେପ ନେଇଛନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ପଞ୍ଜାବ ସରକାର ଏବେ ନଡ଼ା ନ...

‘ସାମ୍ବିଧାନିକ ଘୋଷଣା ହେଲେ ସିଏଏକୁ ରାଜ୍ୟ ବିରୋଧ କରିବା ସମସ୍ୟା ହେବ’

ନୂଆଦିଲ୍ଲୀ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପ୍ରତ୍ୟାହାର ପାଇଁ ସଂକଳ୍ପନାମା ଗୃହୀତ କରାଇବା ପ୍ରତି ରାଜ୍ୟ ବିଧାନସଭାର ସାମ୍ବିଧାନିକ ଅଧିକାର। ତେବେ ଯଦି ସୁପ୍ରିମକୋର୍ଟ ଏହି ଆଇନକୁ...

ନମୋ ଟିଭି ଉପରେ ନିର୍ବାଚନ କମିଶନଙ୍କ ଛାଟ: ଭୋଟିଂର ୪୮ ଘଣ୍ଟା ପୂର୍ବରୁ ଚାଲିବ ନାହିଁ ମୋଦିଙ୍କ ରେକର୍ଡେଡ୍‌ ଶୋ’

ନୂଆଦିଲ୍ଲୀ,୧୭।୪: ନମୋ ଟିଭିକୁ ନେଇ ନିର୍ବାଚନ କମିଶନ ଭାଜପାକୁ ବଡ଼ ଝଟକା ଦେବା ସହ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ ନମୋ...

ୟୁନିଲିଭର ପରେ ଲରିୟଲ ତା’ର ପ୍ରଶାଧନ ସାମଗ୍ରୀ ଉପରୁ ‘ହ୍ବାଇଟନିଂ’, ‘ଫେୟାର’ଶବ୍ଦ ଉଠାଇବାକୁ ନେଇଛି ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୬: ସୋସିଆଲ ମିଡିଆରେ ଭେଦଭାବକୁ ନେଇ ଏକ ଯୁକ୍ତି କିଛିଦିନ ତଳେ ଦେଖିବାକୁ ମିଳିଥିଲା। ଏଥିରେ ବିୟୁଟି ପ୍ରଡକ୍ଟ ପ୍ରସ୍ତୁତକାରୀ କମ୍ପାନୀ କଳା-ଗୋରା ମଧ୍ୟରେ ଭେଦଭାବ...

Advertisement


Archives

Model This Week