ଲୋ-କ୍ୟାଲୋରିରୁ ହାଡ଼ ଦୁର୍ବଳ

ଓ୍ବାଶିଂଟନ, ୧୪ା୯: ଓଜନ ବଢ଼ିବାକୁ ନେଇ ଏବେ ସବୁଠି ଚିନ୍ତା। ବ୍ୟାୟାମ କରିବା ଆଉ ତା’ ସାଙ୍ଗକୁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଅଭ୍ୟାସ ହୁଏତ ଜଣକୁ ଘାତକ ବ୍ୟାଧିରେ ପକାଇ ଦେଇପାରେ। ବୋନ୍‌ ଆଣ୍ଡ ମିନେରାଲ ରିସର୍ଚ୍ଚ ଜର୍ନାଲ ଏହା କହିଛି। ଏହାକୁ ପ୍ରମାଣିତ କରିବା ପାଇଁ ବିଶେଷଜ୍ଞମାନେ ମୂଷାଙ୍କ ଉପରେ ଅଧ୍ୟୟନ କରିଥିଲେ। ମୂଷାଙ୍କ ବୋନ୍‌ମେରୋରେ ଏକପ୍ରକାର ଚର୍ବି ରହିଛି; ଯାହା ମନୁଷ୍ୟଙ୍କ ଶରୀରରେ ମଧ୍ୟ ଦେଖିବାକୁ ମିଳେ। ଏହାର ବୃଦ୍ଧିରେ ହାଡ଼ ଦୁର୍ବଳ ହୋଇଯାଏ। ଏହାକୁ ପ୍ରମାଣିତ କରିବାକୁ ବିଶେଷଜ୍ଞ ଦଳର ସଦସ୍ୟ ମୂଷାଙ୍କ ଶରୀରର ୩୦% କ୍ୟାଲୋରି କମ୍‌ କରିଦେଇଥିଲେ। ଏହାପରେ ଯଦିଓ ମୂଷାଙ୍କ ଓଜନ କମିଗଲା, ହେଲେ ସେମାନଙ୍କ ବୋନ୍‌ମେରୋରେ ଥିବା ଉକ୍ତ ଚର୍ବିର ପରିମାଣ ଆଶାତୀତ ଭାବେ ବଢ଼ିଗଲା। ଏହା ସେମାନଙ୍କ ହାଡ଼କୁ ଅତିମାତ୍ରାରେ ଦୁର୍ବଳ କରିପକାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡୌଗ୍‌ଲାସ୍‌ଙ୍କୁ ବୁକର

ଲଣ୍ଡନ, ୨୧।୧୧: ନ୍ୟୁୟର୍କରେ ରହୁଥିବା ସ୍କଟଲାଣ୍ଡ ଲେଖକ ଡୌଗ୍‌ଲାସ୍‌ ଷ୍ଟୁଆର୍ଟ ତାଙ୍କର ଆତ୍ମଜୀବନୀ ଆଧାରିତ ଉପନ୍ୟାସ ‘ଶୁଗି ବେନ୍‌’ ପାଇଁ ଚଳିତବର୍ଷର ମର୍ଯ୍ୟାଦାଜନକ ବୁକର୍‌ ପ୍ରାଇଜ୍‌...

ବର୍ଷାରେ ଗର୍ଭବତୀଙ୍କ ଯତ୍ନ

ବର୍ଷାଦିନେ ଗର୍ଭବତୀଙ୍କୁ ନିଜ ସହିତ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟରକ୍ଷା ନିମନ୍ତେ କେତେକ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ… ବର୍ଷାରେ...

ଉତ୍ତର କୋରିଆ ଦେଖାଇଲା ପରମାଣୁ ଆକ୍ରମଣ କରିବାର କ୍ଷମତା

ସିଓଲ,୨୪ ।୨: ଉତ୍ତର କୋରିଆ ଗୁରୁବାର ପରମାଣୁ ଆକ୍ରମଣ କରିବାର କ୍ଷମତା ପ୍ରଦର୍ଶନ କରିଛି । ଉତ୍ତର କୋରିଆର କେସିଏନଏ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ,...

ଦୁଇ ରାପ୍ଟର ବୋଟ୍‌ ନଷ୍ଟ କଲା କ୍ୱିଭ୍‌

କ୍ୱିଭ୍‌, ୨ା୪: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ୬୮ ଦିନ ପୂରିଥିବା ବେଳେ ଏତେ ଦିନ ଯୁଦ୍ଧ ଲମ୍ବିବା ମସ୍କୋ ପାଇଁ ଚିନ୍ତାର କାରଣ ପାଲଟିଛି।...

ଶରୀରର କୌଣସି ଅଂଶ ପୋଡିଗଲେ….

ନିଆଁରେ ଶରୀରର କୌଣସି ଅଂଶ ପୋଡ଼ିଗଲେ, ତା’ର ଜ୍ୱଳନ ଯନ୍ତ୍ରଣା ବରଦାସ୍ତ କରିବା ବହୁତ ମୁସ୍କିଲ୍‌। ଜଳିଯାଇଥିବା ତ୍ୱଚା ଉପରେ ତୁରନ୍ତ ଥଣ୍ଡା ପାଣି ଢାଳିଲେ...

ଭୁଲ୍‌ରେ ଖସାଇଥିଲୁ ୟୁକ୍ରେନ ବିମାନ: ବୋଇଂ ୭୩୭ ଦୁର୍ଘଟଣା ନେଇ ଦୋଷ ମାନିଲା ଇରାନ

ତେହେରାନ, ୧୨ା୧ (ଏଏଫ୍‌ପି/ ଆଇଏଏନ୍‌ଏସ୍‌): ଶେଷରେ ଦୋଷ ସ୍ବୀକାର କରିଛି ଇରାନ। ୮ ତାରିଖରେ ୟୁକ୍ରେନ ବିମାନକୁ ଭୁଲବଶତଃ ମିଶାଇଲ ମାଡ଼ କରି ଖସାଇଦେଇଥିବା ଶନିବାର...

ଅକ୍ସିଜେନ ଅଭାବରୁ ପାକିସ୍ତାନରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ: ୭ ମେଡିକାଲ ଷ୍ଟାଫ ନିଲମ୍ବିତ

ପେଶାଓ୍ବାର, ୭।୧୨- ସରକାରୀ ମେଡିକାଲରେ ଅକ୍ସିଜେନ ଅଭାବରୁ ଜଣେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ମାମଲାରେ ୭ ଜଣ ଷ୍ଟାଫଙ୍କୁ ନିଲମ୍ବିତ କରାଯାଇଛି। କୋଭିଡ୍‌ ଆଇସୋଲେସନ ଓ୍ବାର୍ଡରେ...

ସାମାଜିକ ଦୂରତା ନିୟମ ଉଲ୍ଲଂଘନ: ରୋମାନିଆ ପ୍ରଧାନମନ୍ତ୍ରୀ ଦେଲେ ୬୦୦ ଡଲାର ଜରିମାନା

ବୁକାରେଷ୍ଟ୍‌,୩୧।୫: କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ନିୟମ ଜାରି ହୋଇଛି। ଏହାର ଉଲ୍ଲଂଘନ...

Advertisement
Archives

Model This Week