Posted inଜାତୀୟ

ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌ ଜେଟ୍‌ କର୍ମଚାରୀଙ୍କ ମୃତ୍ୟୁ

କୋଲକତା,୧୦।୭: ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌ ଜେଟ୍‌ ଟେକ୍ନିସିଆନ୍‌ ରୋହିତ ପାଣ୍ଡେଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ଗୋଟାଏ ସମୟରେ ରୋହିତ୍‌ ସ୍ପାଇସ୍‌ ଜେଟ୍‌ ବିମାନରେ ମରାମତି କାମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଲାଗୁଛି ଭୟ

ନୂଆଦିଲ୍ଲୀ,୭।୧୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭାଜପା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ସଂସଦୀୟ ଗଣତନ୍ତ୍ରର ଭବିଷ୍ୟତ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ସେ...

ଶୁଖିଲା ନଦୀରେ ତିଆରି ହେଉଥିଲା ପୋଲ: ଅଚାନକ ପାଣି ଆସିବାରୁ ଫଶିଗଲେ ଶ୍ରମିକ

ଭୋପାଳ,୧।୭: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବୁରହାନପୁରରେ ଥିବା ଏକ ଶୁଖିଲା ନଦୀ ଉପରେ ପୋଲ ତିଆରି କାମ ଚାଲୁଥିଲା। ଏହାରି ଭିତରେ...

ବିହାରରେ ପରିବର୍ତ୍ତନର ଗଙ୍ଗା ପ୍ରଭାବିତ ହେଉଛି

ପାଟନା,୩।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୦ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୭ଟି ଜିଲାର ୯୪ଟି ବିଧାନସଭା ଆସନ ପାଇଁ...

ଅକ୍ସିଜେନ୍‌ ଯୋଗାଣ ବନ୍ଦ କରିଦେଲେ: ୨୪ ମୃତ

ନାସିକ/ମୁମ୍ବାଇ,୨୨ା୪: ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ଘୋର ଅକ୍ସିଜେନ ସଙ୍କଟ ଦେଖାଦେଇଥିବାବେଳେ ବୁଧବାର ନାସିକର ଏକ ହସ୍ପିଟାଲରେ ଅମ୍ଳଜାନ ଭର୍ତ୍ତି ଟ୍ୟାଙ୍କର ଲିକ୍‌ ହୋଇଛି। କିନ୍ତୁ...

ବିଧାନସଭାରେ ବିଡ଼ାବିଡ଼ା ନୋଟ ଦେଖାଇଲେ ଏଏପି ବିଧାୟକ, କହିଲେ ମତେ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଛି…

ନୂଆଦିଲ୍ଲୀ,୧୮।୧ : ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ମୋହିନ୍ଦର ଗୋୟଲ ବୁଧବାର ଦିଲ୍ଲୀ ବିଧାନସଭାରେ ଲାଞ୍ଚ ରୂପେ ଗ୍ରହଣ କରାଯାଇଥିବା ବିଡ଼ା ବିଡ଼ା ନୋଟକୁ ଦେଖାଇଛନ୍ତି।...

ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍‌ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ

ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ...

ମାନବ ଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ୍‌: ୧୪ ମହିଳା ଉଦ୍ଧାର

ଶ୍ରୀନଗର,୨୯।୧୦: ଜମ୍ମୁ-କଶ୍ମୀର ବୁଡଗାଓ ଜିଲାରୁ ଏକ ମାନବ ଚାଲାଣ ଗ୍ୟାଙ୍ଗ୍‌କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଧରିବାରେ ସଫଳ ହୋଇଛି। ଶାମିମ୍‌ ଅହମଦ୍‌ ଭଟ୍ଟ, ଶାଗୁଫ୍‌ତା ଏବଂ...

ଘର ଖାଲି କରିବାକୁ ମେହେବୁବାଙ୍କୁ ନୋଟିସ

ଶ୍ରୀନଗର,୨୧ ।୧୦: ପିପୁ୍‌ଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ମୁଖ୍ୟ ମେହେବୁବା ମୁଫତିଙ୍କୁ ତାଙ୍କ ଶ୍ରୀନଗର ଘର ଖାଲି କରିବାକୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି ।...

Advertisement
Archives

Model This Week