ରୂପସା,୮ା୧୦ (ଡି.ଏନ୍.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଫୁଲାଡି, ଦୁବୁଲାଗଡି, ହଳଦୀପଦା, କଷାଫଳ, ମାଣ୍ଡରୁକୁଲା, ମନୁଡିହା ସମେତ ରୂପସା ଷ୍ଟେସନ ବଜାର, କସିପଦା, ପାଟପୁର ବଜାର, ନୂଆଗାଁ ଓ ଜହତା ପ୍ରଭୃତି ପୂଜାମଣ୍ଡପରେ ମଙ୍ଗଳବାର ପବିତ୍ର ଦଶହରା ପୂଜା ଯଥାବିଧି ଅନୁଷ୍ଠିତ ହୋଇଛି। ବିଧି ମୁତାବକ ଦେବୀ ଦୁର୍ଗାଙ୍କଠାରେ ବିଜୟାଭୋଗ ନୈବେଦ୍ୟ ଅର୍ପଣ କରାଯାଇ ବ୍ରତଧାରିଣୀମାନଙ୍କୁ ନେଇ ଅପରାଜିତା ପୂଜା ସମ୍ପର୍ଣ୍ଣ ହୋଇଛି। ଚଳିତବର୍ଷ ପାଗ ଅନୁକୂଳ ଥିତ୍ବାରୁ ପୂଜାମଣ୍ଡପଗୁଡିକରେ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି। ମାଣ୍ଡରୁକୁଲା ପୂଜାକମିଟି ପକ୍ଷରୁ ପଣ୍ଡିତ ପ୍ରଦୀପ କୁମାର ପାଣି, ଗୌରାଙ୍ଗ ପଣ୍ଡା ଓ ଦୀପକ ଶତପଥୀଙ୍କ ତତ୍ତ୍ୱାବଧାନରେ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି।
Posted inଆମ ଜିଲା ଖବର, ବାଲେଶ୍ୱର View All

ଗଞ୍ଜାମରେ ଶ୍ରମ ବିଭାଗର ନକଲି କାର୍ଯ୍ୟାଳୟ
ବ୍ରହ୍ମପୁର ଅଫିସ,୨୨।୨: ଗଞ୍ଜାମ ଜିଲା ଦିଗପହଣ୍ଡିରେ ନକଲି ଶ୍ରମ କାର୍ଯ୍ୟାଳୟ ଠାବ ହୋଇଛି । ଶ୍ରମ ବିଭାଗ ଅଧିକାରୀମାନେ ତଦନ୍ତ କରି ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ...

ବର୍ଷବର୍ଷ ଧରି ବାରଣ୍ଡାରେ ପଢୁଛନ୍ତି ୨ ଶ୍ରେଣୀର ଛାତ୍ରୀଛାତ୍ର
ଝରିଗାଁ, ୨୧।୧(ସ୍ବ.ପ୍ର.) – ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଏହାର ସଫଳ ରୂପାୟନ ହୋଇପାରୁନି...

ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉଦ୍ଘାଟିତ
ଫୁଲବାଣୀ ଅଫିସ,୧୬ା୧୨-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଏମ୍ପି ଡା. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବିଭିନ୍ନ ଉଦ୍ଘାଟନ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା...

ନୟାଗଡ଼ରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ
ନୟାଗଡ଼ ଅଫିସ,୩୦ା୯: ଗୋଟିଏ ଦିନରେ ନୟାଗଡ଼ରେ ୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ନୟାଗଡ଼ ବ୍ଲକ ଲାଉସେଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ...
ଧାନର ଅଭାବୀ ବିକ୍ରି ପ୍ରତିବାଦରେ ଚାଷୀଙ୍କ ଧାରଣା
ବନ୍ତ,୭ା୩(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ସେବା ସମବାୟ ସମିତିରେ ଧାନର ଅଭାବୀ ବିକ୍ରି ଓ ଟୋକନ ଲାପ୍ସ ପ୍ରତିବାଦରେ ସମିତି ଆଗରେ ଧାନ...

ଫି ବୃଦ୍ଧିକୁ ଜୋରଦାର ବିରୋଧ: କଲେଜ ଗେଟ୍ରେ ତାଲା
ତାଳଚେର,୨୧ା୯(ନି.ପ୍ର.) – ରି ଆଡମିଶନ ଫି ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୨ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଦୀର୍ଘ ସମୟ...

କାଳ ହେଲା ଫୋନ୍ କଲ୍
ବାହାନଗା,୨୫ା୧(ଡି.ଏନ.ଏ.)- ଶନିବାର ରାତିରେ ଆସିଲା ଏକ ଫୋନ୍ କଲ୍। କାହାକୁ କିଛି ନ ଜଣାଇ ଘରୁ ବାହାରି ଯାଇଥିଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା...

ଚାଷୀ ପଞ୍ଜୀକରଣ, ଧାନ କିଣାରେ ଅନିୟମିତତା: ସିଲାଟି ପ୍ୟାକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଲମ୍ବିତ
ସୋନପୁର,୨୪।୫(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଲାଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ବଳରାମ ପଧାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସୋନପୁର...