Posted inଜାତୀୟ

ଲଶ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୨।୬: ଜମ୍ମୁ-କାଶ୍ମୀରର ଶୋପିଆନ ଜିଲାରୁ ଜଣେ ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କବାଦୀ ଜଣକ ଜାକିର ଅହମ୍ମଦ ଖାନ। ତାଙ୍କ ନିକଟରୁ ବନ୍ଧୁକ ଏବଂ ଅନ୍ୟାନ୍ୟ ଗୋଳାବାରୁଦ ଜବତ ହୋଇଛି। ସୋପିଆନ ଜିଲାର ଜାନିପୋରା ଅଞ୍ଚଳରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେଶନ କରିଥିଲେ। ସେହି ସମୟରେ ପୋଲିସ ଜାକିରଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶପ୍ତ ଗାଁ: ଯେଉଁଠି ରୁହନ୍ତି ଗୋଟିଏ ସର୍‌ନେମ୍‌ର ଲୋକେ

ଗୁଜରାଟର ମୋରବି ଜିଲା ଅନ୍ତର୍ଗତ ଏକ ଗାଁକୁ ଅଭିଶପ୍ତ ଗାଁ ବୋଲି କୁହାଯାଏ। କାରଣ ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସରନେମ ବା ସାଜ୍ଞା।...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୫।୧୦: ଗ୍ଲୋବାଲ ହଙ୍ଗର ଇନ୍‌ଡେକ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତର ମାନ୍ୟତାରେ ଅବନତି ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଚ୍ଛଲ୍ୟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ...

ଏଏପି ବିଧାୟକ ଗିରଫ

ନୂଆଦିଲ୍ଲୀ,୧।୧୧: ଆମ୍‌ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଗିରଫ କରିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଗୁରୁବାର ବିଧାୟକ...

ଶୁକ୍ଳାଙ୍କୁ କ୍ରୀଡ଼ା ଉପରେ ଧ୍ୟାନ ଦେବାକୁ କହିଲେ ମମତା

କୋଲକତା,୫।୧: ପଶ୍ଚିମବଙ୍ଗ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଳା ମଙ୍ଗଳବାର ନିଜ  ପଦରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ଶୁକ୍ଳାଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ...

ଆନ୍ଧ୍ର ପ୍ରଦେଶର ଏଲୁରୁରେ ଅଜଣା ରୋଗ: ମେଡିକାଲରେ ୨୦୦ ଭର୍ତ୍ତି

ଏଲୁରୁ,୬।୧୨: ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରି ଜିଲା ଇଲୁରୁ ଟାଉନର ଏକ ଭିନ୍ନ ଅଞ୍ଚଳର ବାସୀନ୍ଦାଙ୍କଠାରେ ଏକ ଅଜଣା ରୋଗର ଲକ୍ଷଣ ଦେଖାଯାଉଛି। ଏହା ଉପରେ...

ଏନ୍‌ସିବି ବିରୋଧରେ ପାତର ଅନ୍ତର ଅଭିଯୋଗ, ୮ଗିରଫ ହୋଇଥିବାବେଳେ ୩ ଜଣଙ୍କୁ କାହା ନିର୍ଦ୍ଦେଶରେ ଛଡ଼ାଯାଇଛି…

ନୂଆଦିଲ୍ଲୀ,୯।୧୦: କ୍ରୁଜ୍‌ ଡ୍ରଗ୍ସ୍‌ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କ ଗିରଫକୁ ନେଇ ଏବେ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା...

ଦିଲ୍ଲୀରୁ ଖୁସି ଖବର, ଡେଲ୍ଟା ଭାରିଆଣ୍ଟ୍‌ କ୍ଷେତ୍ରରେ ୯୯ ପ୍ରତିଶତ ପ୍ରଭାବଶାଳୀ ହେଉଛି ଭାକ୍ସିନ୍‌…

ମୁମ୍ବାଇ/ପୁଣେ,୧୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ସଂକ୍ରମଣରୁ...

ମୃତ୍ୟୁ ଠାରୁ କେହି ଲୁଚି ପାରିବେ ନାହିଁ

ଗୁରଗାଓଁ,୧୨।୩ : ବର୍ଷାରୁ ଲୁଚିବାକୁ ଯାଇ ଆଶ୍ରୟ ନେଇଥିଲେ ଗଛ ତଳେ। ହେଲେ ତାହା ଥିଲା ମୃତ୍ୟୁର କୋଳ। ଗଛ ଉପରେ ବଜ୍ରପାତ ପଡ଼ିବାରୁ ଚାଲିଗଲା...

Advertisement
Archives

Model This Week