‘ଲଭ୍‌ ଆଜକଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍‌ ବର୍ତ୍ତମାନ ଇମ୍‌ତିଆଜ୍‌ ଅଲିଙ୍କ ‘ଲଭ୍‌ ଆଜ୍‌କଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି। ସେ ଏଥିରେ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହିତ ସ୍କ୍ରିନ୍‌ ଶେୟାର କରିବେ। ସାରା ମଧ୍ୟ ଡାଭିଡ ଧାଓ୍ବନଙ୍କ ରିମେକ୍‌ ଫିଲ୍ମ ‘କୁଲି ନଂ.୧’ରେ ବରୁଣ ଧାଓ୍ବନଙ୍କ ସହ ଦେଖିବାକୁ ମିଳିବେ। ସାରା ବୁଧବାର ମା’ ଅମ୍ରିତା ସିଂଙ୍କ ସହିତ ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଫଟୋରେ ସାରା ଖୁବ୍‌ ହୃଷ୍ଟପୁଷ୍ଟ ଦେଖା ଯାଉଛନ୍ତି। ସେ ତାଙ୍କ ମା’ ଅମ୍ରିତା ସିଂଙ୍କୁ ଆଲିଙ୍ଗନ କରିଥିବା ଦେଖାଯାଉଛି। ଏହି ଅଭିନେତ୍ରୀ ଶେଷଥର ପାଇଁ ‘ସିମ୍ବା’ରେ ଦର୍ଶକଙ୍କ ନଜରକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...

‘ସାବାସ ମିଥୁ’ ପାଇଁ ପ୍ରସ୍ତୁତ ହେଲେଣି ତାପସି

ମୁମ୍ବାଇ: ବଲିଉଡ୍ ନାୟିକା ତାପସି ପନ୍ନୁ ଏବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମର ଶୁଟିଂ ପାଇଁ ଟ୍ରେନିଂ ନେବା ଆରମ୍ଭ କରି ସାରିଲେଣି । ଭାରତୀୟ ମହିଳା...

ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ କଲେ ବିଗ୍‌-ବି

ସାରା ବିଶ୍ୱରେ ମହାମାରୀର ରୂପ ନେଇଛି କରୋନା। ଏଭଳି ପରିସ୍ଥିତି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଲୋକଙ୍କୁ ମାସ୍କ...

ଦୀର୍ଘବର୍ଷ ପରେ କପିଲ ଶର୍ମା ଶୋ’ରେ ସାମ୍ନାସାମ୍ନି ହେଲେ ଏହି ଚର୍ଚ୍ଚିତ ଯୋଡ଼ି

ଏକଦା ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ଶାହିଦ୍‌ କପୁର ନିଜ ନିଜର ବୈବାହିକ ଜୀବନକୁ ନେଇ ବ୍ୟସ୍ତ ରହୁଛନ୍ତି। ଏହି ଚର୍ଚ୍ଚିତ...

ପ୍ରଥମ କୋ-ଷ୍ଟାରଙ୍କୁ ହରାଇ ଦୁଃଖ ପ୍ରକାଶ କଲେ ସାରା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତ ସମସ୍ତଙ୍କ ନିକଟରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ମଧ୍ୟ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।...

ଫ୍ୟାନଙ୍କୁ ଖୁସି ଖବର ଦେବେ କମେଡି କିଙ୍ଗ୍‌ କପିଲ୍‌

କମେଡି କିଙ୍ଗ୍‌ କପିଲ ଶର୍ମା ଫ୍ୟାନମାନଙ୍କୁ ଖୁବ୍‌ଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଚଳିତବର୍ଷ ଶେଷଆଡ଼କୁ କପିଲଙ୍କ ଘରକୁ ନୂଆ ଅତିଥି ଆସିବେ ବୋଲି ଚର୍ଚ୍ଚା...

ଜାଣନ୍ତୁ ବାପାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ କ’ଣ କହିଲେ ପୁଅ

ବଲିଉଡ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଥୁନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ...

ପ୍ରଯୋଜକ ବୀରକିଶୋର ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୨୧।୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ତଥା ନାଟ୍ୟକାର ବୀରକିଶୋର ମହାପାତ୍ର(୯୨)ଙ୍କର ଶନିବାର ରାତିରେ ମଧୁସୂଦନ ନଗରସ୍ଥ ବାସଭବନରେ ପରଲୋକ...

Advertisement
Archives

Model This Week