ଲଦାଖରେ ଚୀନ ଯବାନଙ୍କ ସହ ସଂଘର୍ଷବେଳେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବୁଗୁଡ଼ା,୧୭ା୬(ଡି.ଏନ.ଏ.)- ଲଦାଖ ଗଲଓ୍ବାନ୍‌ ଘାଟିରେ ସୋମବାର ଚୀନ-ଭାରତ ସେନା ମୁହଁାମୁହିଁ ହୋଇଥିଲେ। ଭାରତୀୟ ଯବାନ ଚୀନର ୪୩ ଜଣ ଯବାନଙ୍କୁ ମାରିଥିଲେ। ବୀରତ୍ୱର ସହ ଲଢ଼େଇ କରି ଜଣେ କର୍ନଲଙ୍କ ସହ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବୁଧବାର ବୁଗୁଡ଼ା ଓକିଲ ସଂଘ ତରଫରୁ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ଅସ୍ଥାୟୀ ସଭାପତି ମିହିରକାନ୍ତ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଲକ୍‌ଡାଉନ ନିୟମ ମାନି ବୀର ଶହୀଦ ଯବାନମାନଙ୍କୁ ଓକିଲମାନେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ସଭାରେ ବିଭୁଦତ୍ତ ନାୟକ, ପ୍ରଭାତ କୁମାର ଜେନା, ହର ପ୍ରସାଦ ଦାଶ, ମାନସ କୁମାର ଦାଶ, ଲୋକନାଥ ବେହେରା, ଅନିଲ ପଟ୍ଟନାୟକ ପ୍ରମୁଖ ବହୁ ଓକିଲ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ବିତିଲା, ସମ୍ପୂର୍ଣ୍ଣ ହେଲାନି ପୋଲ

ବାସୁଦେବପୁର,୬।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ବଳିବିନ୍ଧା ଗ୍ରାମଠାରୁ ଗମେଈ ନଦୀକୁ ସଂଯୋଗ କରୁଥିବା ମୋହନ ସାମଲ ନାଳ ଜଳ ନିଷ୍କାସନର ଏକ ପ୍ରମୁଖ ନାଳ।...

ପୁରୀ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା

ପୁରୀ ଅଫିସ, ୨୮ା୧୧: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ୨୦୨୩ ପୁରୀ...

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗଜପତି,୧୯ା୧(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ମାତିଛନ୍ତି ଚୋର। ଗୁରୁବାର ପୁଣି ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରର ଝରକା ଖୋଲି ଆଲମାରୀ ତାଡ଼ି...

ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ

ଦେବଗଡ଼,୧୯ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମରୁ ଶୁକ୍ରବାର ପ୍ରେମୀଯୁଗଳଙ୍କ ମୃତଦେହ ଜବତ କରାଯାଇଛି। ଏକ ମହୁଲ ଗଛରେ ରଶି ଲଗାଇ ଏହି ପ୍ରେମୀଯୁଗଳ...

ବ୍ରହ୍ମପୁରରେ ପୁଣି ଚଳଚଞ୍ଚଳ ସମବାୟ ରାଜନୀତି

ବ୍ରହ୍ମପୁର ଅଫିସ,୩ା୧୧: ବିସିସି ବ୍ୟାଙ୍କ ସମେତ ଜିଲା ସମବାୟ ସଂଘ ଓ ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ ଏବଂ ଫଳାଫଳ ଘୋଷଣା...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଟଳିପଡ଼ିଲେ ମାଓବାଦୀ ମୁନି

ମାଲକାନଗିରି,୨୦ା୧(ଡି.ଏନ୍‌.ଏ.): ମାଲକାନଗିରି ସୀମାରେ ପୋଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ମହୁପଦର ଏଲ୍‌ଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି ।...

ସଂକ୍ରମିତଙ୍କୁ ସହଯୋଗ ମିଳୁନି

ଅନୁଗୋଳ ଅଫିସ, ୨୭ା୫: କୋଭିଡ୍‌ ସଂକ୍ରମିତଙ୍କ ସ୍ବାବ୍‌ ଟେଷ୍ଟ ଠାରୁ ଚିକିତ୍ସା ଯାଏ ସବୁକିଛିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ସଙ୍ଗରୋଧରେ ରଖିବା, ନିତ୍ୟ ବ୍ୟବହାର...

ଏଣିକି ଅନ୍‌ଲାଇନରେ ବୁକ୍‌ କରିହେବ ଭକ୍ତନିବାସ

ପୁରୀ ଅଫିସ,୧୦ା୧୨: ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତନିବାସଗୁଡ଼ିକର ବୁକିଂ ପାଇଁ ଏକ ନୂଆ ୱେବ ଆପ୍ଲିକେଶନ୍‌ ଲୋକାର୍ପିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ...

Advertisement
Archives

Model This Week