Posted inଜାତୀୟ

ଲଗାଣ ବର୍ଷାରେ ବେହାଲ ମାୟାନଗରୀ: ସହରରେ ଆଲର୍ଟ, ସ୍କୁଲ, କଲେଜ ବନ୍ଦ

ମୁମ୍ବାଇ,୪।୯: ମୁମ୍ବାଇ ଓ ଆଖପାଖ ଜିଲାରେ ମଙ୍ଗଳବାର ଲଗାତାର ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ମୁମ୍ବାଇର କିଙ୍ଗ୍‌ ସର୍କିଲ ଓ ଗାନ୍ଧୀ ମାର୍କେଟ ଅଞ୍ଚଳରେ ରାସ୍ତା ଉପରେ ପାଣି ଭର୍ତ୍ତି ହୋଇଯାଇଛି। ଫଳରେ ଲୋକମାନଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଏଥିଯୋଗୁ ବୁଧବାର ଲୋକାଲ ଟ୍ରେନ ପ୍ରଭାବିତ ହୋଇଥିବା ବେଳେ ବିଏମ୍‌ସି ପକ୍ଷରୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଅନ୍ୟପଟେ ପାଗ ଖରାପ୍‌ ଥିବାରୁ ବିମାନ ଉଡାଣରେ ମଧ୍ୟ ୧୫ ମିନିଟ୍‌ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଏଥିସହ ବର୍ଷା ଯୋଗୁ ସହରରେ ବସ୍‌ର ଦିଗ ପରିବର୍ତ୍ତନ କରାଯାଇଛି। ସେହିପରି ପାଣିପାଗ ବିଭାଗ ପକ୍ଷରୁ ସହରରେ ଆଲର୍ଟ କରାଯିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪୩ ପିଟିଶନର ଶୁଣାଣି ଆଜି

ନୂଆଦିଲ୍ଲୀ,୨୨ା୧(ପି.ଟି.): ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ୧୪୩ଟି ପିଟିଶନର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ହେବ। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ...

ବାୟୋଟେକ୍‌ କ୍ଷେତ୍ରରେ ଭାରତ ଖୁବ୍‌ ଶୀଘ୍ର ଶୀର୍ଷ ୧୦ ଦେଶ ମଧ୍ୟରେ ସ୍ଥାନୀତ ହେବ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୯।୬ : ଭାରତ ବାୟୋଟେକ୍‌ କ୍ଷେତ୍ରରେ ଖୁବ୍‌ ଶୀଘ୍ର ପୃଥିବୀର ୧୦ ଶୀର୍ଷ ଦେଶ ମଧ୍ୟରେ ସ୍ଥାନୀତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ଆସାମରେ କୋହଳ କରାଗଲା କର୍ଫ୍ୟୁ

ଗୁଆହାଟୀ,୧୩।୧୨: ନାଗରିକତ୍ୱ ସଂଶୋଧନ ବିଲା ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉତ୍ତର-ପୂର୍ବ ଭାରତରେ ସ୍ଥିତି ଏମିତି ହୋଇଥିଲା ଯେ ସେଠାରେ କୁର୍ଫ୍ୟୁ ଜାରି କରାଯାଇଥିଲା। ଗୁରୁବାର...

ଅଜିତ ପାଓ୍ବାର ସହଜରେ ସବୁକିଛି ଭୁଲିଯାଆନ୍ତି: ଫଡ୍‌ନଭୀସ

ମୁମ୍ବାଇ,୭।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାବିନେଟର ସମ୍ପ୍ରସାରଣ ଘୋଷଣାକୁ ଦୋହରାଇଛନ୍ତି। ତେବେ ସେ ଏଥିପାଇଁ କୌଣସି ତାରିଖ ଦେଇନାହାଁନ୍ତି।...

ପୋଲିସ ବାବୁ ସାଜିଥିଲେ ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର

ଲକ୍ଷ୍ନୌ,୮।୭: ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର ସାଜିଥିବା ପୋଲିସ ବାବୁଙ୍କ ଉପରେ ଉତ୍ତରପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ...

ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦେବାପାଇଁ ଆଗ୍ରହୀ

ଶିମଲା,୫ା୧୨(ଆଇଏଏନ୍‌ଏସ୍‌): ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ ହିମାଚଳପ୍ରଦେଶର ଦଳିତ କର୍ମୀ ରବିକୁମାର ଆଗ୍ରହ ପ୍ରକାଶ କରିଛନ୍ତି। ତିହାର ଜେଲ୍‌ରେ ତାଙ୍କୁ ଅସ୍ଥାୟୀ ଭାବେ ଘାତକ...

ଆରବିଆଇ ମନିଟାରୀ ପଲିସି ଘୋଷଣା, ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ…

ନୂଆଦିଲ୍ଳୀ,୮।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶ କରାଯାଇଛି। ଏଥିରେ ନୀତିଗତ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ।...

ଆମରଣ ଅନଶନରେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବିରୋଧରେ ପୂରା ଦେଶ ସ୍ବର ଉତ୍ତୋଳନ କରିଛି। ପୀଡ଼ିତାଙ୍କୁ...

Advertisement
Archives

Model This Week