ରୋହିତଙ୍କ ଛକାରେ ଦର୍ଶକ ଆହତ

ବର୍ମିଂହାମ,୩।୭- ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ୨୮ ରନ୍‌ରେ ବିଜୟୀ ହୋଇଛି। ଏହି ଇନିଂସ ଅବସରରେ ରୋହିତ ୫ ଛକା ଓ ୭ ଚୌକା ଲଗାଇଥିଲେ। ତାଙ୍କର ଗୋଟିଏ ଛକା ଦ୍ୱାରା ଜଣେ ମହିଳା ପ୍ରଶଂସକ ସାମାନ୍ୟ ଆହତ ହୋଇଛନ୍ତି। ଉକ୍ତ ମହିଳାଙ୍କ ନାମ ମିନା ବୋଲି ଜଣାପଡ଼ିଛି। ମ୍ୟାଚ୍‌ ପରେ ରୋହିତ ତାଙ୍କୁ ଅଟୋଗ୍ରାଫ ସମ୍ଭଳିତ କମଳା ରଙ୍ଗର ଟୋପି ଉପହାର ଦେଇଛନ୍ତି। ରୋହିତଙ୍କ ଛକାକୁ କ୍ୟାଚ୍‌ କରିବା ଲାଗି ଦର୍ଶକମାନେ ଭିଡ଼ ଜମାଇଥିଲେ। ହେଲେ କେହି କ୍ୟାଚ୍‌ ଧରିପାରି ନ ଥିଲେ। ଫଳରେ ବଲ ମିନାଙ୍କ ମୁହଁରେ ବାଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗିରୋ ଡି’ ଇଟାଲିଆ: ଲୋରେଞ୍ଜୋ ୧୪ତମ ଷ୍ଟେଜ୍‌ ବିଜେତା

ରୋମ୍‌, ୨୪ା୫: ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୪ତମ ଷ୍ଟେଜ୍‌ରେ ଇଟାଲିର ଲୋରେଞ୍ଜୋ ଫର୍ଟୁନାଟୋ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ହେଉଛି ତାଙ୍କ...

ଟ୍ବିଲାଇଟ୍‌ ଟ୍ରେନିଂ: ଇନ୍ଦୋରରେ ଅଧିକ ୨ ଦିନ ରହିବେ କ୍ରିକେଟର

ଇନ୍ଦୋର,୧୭।୧୧(ପି.ଟି.)- ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ତାରିତଖରୁ ଐତିହାସିକ ଇଡେନ ଗାର୍ଡେନରେ ଦିବାରାତ୍ର ଟେଷ୍ଟ ଖେଳିବ। ପିଙ୍କ୍‌ ବଲ୍‌ ବା ଗୋଲାପୀ...

ରୋହିତ ଶର୍ମାଙ୍କୁ ଦେଖି କାନ୍ଦିଲେ ପ୍ରଶଂସକ: ଏବେ ଦେବେ ଜୋରିମନା

ମେଲବୋର୍ନ,୭।୧୧: ସୁପର-୧୨ ରାଉଣ୍ଡର ଶେଷ ମ୍ୟାଚ ମେଲବୋର୍ନରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି...

କ୍ୟାପିଟାଲ୍ସ ସାମ୍ନାରେ ୧୮୦ ରନ ଟାର୍ଗେଟ୍‌ ଧାର୍ଯ୍ୟ କଲା ଧୋନୀଙ୍କ ସୁପର୍‌ କିଙ୍ଗ୍ସ

ଶାରଜା, ୧୭।୧୦: ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ସିଜନର ୩୪ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଛି। ଏହି ମ୍ୟାଚ୍‌ରେ...

ପ୍ରଶଂସକଙ୍କ ପାଇଁ ତଳେ ପଡ଼ିଲେ ରୋହିତ

ପୁଣେ,୧୨।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ଜଣେ ପ୍ରଶଂସକ...

ଏକାସଙ୍ଗେ ଖେଳିପାରନ୍ତି ମେସି, ରୋନାଲ୍ଡୋ

ବାର୍ସିଲୋନା,୬।୨- ବର୍ତ୍ତମାନ ଫୁଟବଲ କ୍ରୀଡ଼ାର ଦୁଇ ବଡ଼ ନାମ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସି। ଦୁହିଁଙ୍କ ପ୍ରଶଂସକଙ୍କ ସଂଖ୍ୟା ଖୁବ୍‌ ଅଧିକ। ବହୁବାର ଦୁଇ...

ଯେଉଁ କାମ ସଚିନ-କୋହଲି କରିପାରି ନ ଥିଲେ ତାହା କରିଦେଖାଇଲେ ରିଷଭ ପନ୍ତ

ମେଲବୋର୍ନ, ୨୭।୧୨: ମେଲବର୍ନରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଉଇକେଟ କିପର ରିଷଭ ପନ୍ତ ଏକ ସ୍ବତନ୍ତ୍ର...

ଲାୟନ୍ସ, ଜାଗୁଆର୍ସ ବିଜୟୀ

ଭୁବନେଶ୍ୱର, ୨୪।୬: ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୨ଟି ଓସିଏଲ୍‌ (ଓଡ଼ିଶା କ୍ରିକେଟ ଲିଗ୍‌) ମ୍ୟାଚରେ ଲାୟନ୍ସ ଓ...

Advertisement
Archives

Model This Week