Posted inଫୁରସତ

ରୋବୋଡଗ୍‌ ଆଷ୍ଟ୍ରୋ

ଫ୍ଲେ।ରିଡା ଆଟ୍‌ଲାଣ୍ଟିକ ୟୁନିଭର୍ସିଟିର ଗବେଷକମାନେ ଏକ ରୋବୋଡଗ୍‌ ବିକାଶ କରିଛନ୍ତି। ଏହାର ନାମ ରଖାଯାଇଛି ଆଷ୍ଟ୍ରୋ। ଡୋବରମ୍ୟାନ୍‌ ମୁଣ୍ଡ ଆକାରର ୩ଡି ପ୍ରିଣ୍ଟେଡ ମୁଣ୍ଡ ଥିବା ଆଷ୍ଟ୍ରୋ ଆମର ଏକ ବିଶ୍ୱସ୍ତ ବନ୍ଧୁ ହୋଇପାରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍‌ନୋଲୋଜିରେ ନିର୍ମିତ ଏହି ଡଗ୍‌କୁ ବସିବାକୁ କହିଲେ ବସୁଛି ଓ ଉଠିବାକୁ କହିଲେ ଉଠୁଛି। ଶୋଇପଡ କହିବା କ୍ଷଣି ତାହା ଶୋଇପଡୁଛି। ବୈଜ୍ଞାନିକମାନଙ୍କ କହିବା ମୁତାବିକ ଏହାର ଟେକ୍‌ନିକ୍‌ରେ ବିକାଶ କରାଗଲେ ତାହା ଆଗକୁ ବିଭିନ୍ନ ଭାଷା ମଧ୍ୟ ବୁଝିବାକୁ ସକ୍ଷମ ହେବ। ଏହା କିଛି ନ କହି କେବଳ ହାତରେ ସଙ୍କେତ ଦେଲେ ତାହାକୁ ଗ୍ରହଣ କରି କାର୍ଯ୍ୟ କରିବ ଏବଂ ବିଭିନ୍ନ ଲୋକ ଓ କୁକୁରକୁୁ ମଧ୍ୟ ଚିହ୍ନିପାରିବ। ଏହାକୁ ଡ୍ରୋନ୍‌ ଟିମ୍‌ ସହ ସାମିଲ କରାଗଲେ ପ୍ରତିରକ୍ଷା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିିବ। ଗାଇଡ୍‌ ଡଗ୍‌ ଭାବେ ଏହା କାମ କରିବ ବୋଲି ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିୟୁଟିପାର୍ଲର ଖର୍ଚ୍ଚ ନ ଦେବାରୁ ପ୍ରେମିକଙ୍କ ଏମିତି ଅବସ୍ଥା କଲେ ପ୍ରେମିକା

ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ତିନି ସନ୍ତାନର ଜଣେ ମା’ ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିୟୁଟି ପାର୍ଲର ଖର୍ଚ୍ଚ...

ପଦବୀଠୁ ବଡ଼ ମାନବିକତା: ସାଧାରଣ ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ…

କୁହାଯାଏ ବିପଦରବନ୍ଧୁ ହିଁ ପ୍ରକୃତବନ୍ଧୁ। ସେ ବନ୍ଧୁ କିଏ ବି ହେଇପାରନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏମିତି ଅନେକ ବ୍ୟକ୍ତି ଅଛନ୍ତି; ଯେଉଁମାନେ...

ଗାଁରେ ବିନା ପାଠପଢ଼ାରେ ଫୁଟବଲ ଖେଳି ଯୁବବର୍ଗ ପାଉଛନ୍ତି ଚାକିରି: ଘରେଘରେ ପୂଜା ପାଉଛି ଫୁଟବଲ

ଜୟପୁର,୩।୨: ରାଜସ୍ଥାନ ଉଦୟପୁରରେ ରହିଛି ଏକ ଗାଁ। ଏଠାରେ ଯୁବବର୍ଗ ବିନା ପାଠପଢ଼ାରେ ଫୁଟବଲ ଖେଳି ଚାକିରି ପାଉଛନ୍ତି। ଗାଁରେ ୨୦୦ ପରିବାର ବାସ କରୁଛନ୍ତି।...

ଗୁଗୁଲ ଗର୍ଲ କାଶଭି ତୃତୀୟ ଶ୍ରେଣୀରୁ ଯିବେ ଅଷ୍ଟମକୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ପାଲାମପୁର,୨୪।୩ : ଏକ ସ୍ବତନ୍ତ୍ର ମାମଲାରେ ହିମାଚଳ ପ୍ରଦେଶ ହାଇକୋର୍ଟ ପାଲାମପୁରର ତୃତୀୟ ଶ୍ରେଣୀ ଛାତ୍ରୀ ଗୁଗୁଲ ଗର୍ଲ କାଶଭିଙ୍କୁ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଅନୁମତି...

ଜେଜେ ମା’ଙ୍କୁ ଦେଖା କରିବା ପାଇଁ ୨୮୦୦ କି.ମି ଚାଲିଲେ ବାଳକ

ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁ କିଛି ସମ୍ଭବ। ଯେତେ ବାଧାବିଘ୍ନ ଆସୁ ପଛେ ତାହା ସହଜ ହୋଇଥାଏ। ଶେଷରେ ସଫଳତା ମିଳିଥାଏ। ଏପରି...

ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ପୂରା ବିମାନ ବୁକ୍‌ କଲେ ଗୋଟିଏ ପରିବାରର ୪ ସଦସ୍ୟ

ଭୋପାଳ,୨୮।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନ ବନ୍ଦରରୁ ଗତ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହାସହ ଚାର୍ଟର ବିମାନ ଚଳାଚଳ...

ରିୟଲ ଲାଇଫ୍‌ ସ୍ପାଇଡର ମ୍ୟାନ

ଇଣ୍ଡୋନେସିଆରେ ଏବେ ଚର୍ଚ୍ଚାରେ ରହିଛନ୍ତି ରିୟଲ ଲାଇଫ୍‌ ସ୍ପାଇଡର ମ୍ୟାନ। ତାଙ୍କ ନାଁ ହେଉଛି ରୁଡି ହାର୍ଟୋନୋ। ଏହି ବ୍ୟକ୍ତି ଜଣକ ସଡ଼କ ଓ ସମୁଦ୍ର...

ପୁଅ ବାହାଘରରେ ଉଡ଼ାଗଲା ୯୦ ଲକ୍ଷ ଟଙ୍କାର ନୋଟ୍‌

ଜାମନଗର,୧।୧୨: ଗୁଜରାଟ ଜାମନଗରରେ ପୁଅ ବାହାଘରରେ ୯୦ ଲକ୍ଷ ଟଙ୍କାର ନୋଟ୍‌ ଉଡ଼ାଯାଇଛି। ସ୍ଥାନୀୟ କୁନଡ ଗାଁରେ ଜାଡ଼େଜା ପରିବାର ପକ୍ଷରୁ ଏଭଳି କରାଯାଇଛି। ବର...

Advertisement
Archives

Model This Week