ରୋଜ୍‌ ଡେ’ରେ ଟପ୍‌ଲେସ୍‌ ହେଲେ ଅଧ୍ୟୟନଙ୍କ ପ୍ରେମିକା, ଭାଇରାଲ ହେଉଛି ଫଟୋ

ବମ୍ବେ: ଚର୍ଚ୍ଚାରେ ଶେଖର ସୁମନଙ୍କ ପୁଅ ଅଧ୍ୟୟନଙ୍କ ପ୍ରେମିକା ମାୟରା ମିଶ୍ରା। ଭ୍ୟାଲେଣ୍ଟାଇନ୍‌ ସପ୍ତାହର ପ୍ରାରମ୍ଭ ରୋଜ୍‌ ଡେ’କୁ ନେଇ ଏକ ପୋଷ୍ଟ ଏହାର କାରଣ। ନିଜର ଇନ୍‌ଷ୍ଟା ପୃଷ୍ଠାରେ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇ ମାୟରା ଏକ ଟପ୍‌ଲେସ ଫଟୋ ଶେୟାର କରିଛନ୍ତି। ଫଟୋରେ ବ୍ଲୁ ଡେନିମ୍‌ ପିନ୍ଧିଛନ୍ତି ମାୟରା। ଏହା ବେଶ ଭାଇରାଲ ହେଉଛି।

 

View this post on Instagram

 

Happy Rose Day 🥰😆❤️ #roseday #love #constant ❤️

A post shared by Maera Mishra (@maeramishra) on

ମାୟରା ଜଣେ ମଡେଲ ଏବଂ ଅଭିନେତ୍ରୀ। ଏମ୍‌ଟିଭିରେ ପ୍ରସାରିତ ସ୍ପ୍ଲିଟ୍‌ଭିଲା-୧୧ରେ ସେ ନଜରକୁ ଆସିଥିଲେ। କିଛିଦିନ ଧରି ଅଧ୍ୟୟନଙ୍କୁ ଡେଟ୍‌ କରୁଛନ୍ତି ସେ। ନିକଟରେ ଉଭୟଙ୍କ ଏକ ଗୀତ ରିଲିଜ୍‌ ହୋଇଥିଲା। ଦର୍ଶକେ ଏହାକୁ ବେଶ ପସନ୍ଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କ ହୃଦୟରେ ରାଜ୍‌ କରନ୍ତି ଜଣେ କ୍ରିକେଟର

ଅଭିନେତ୍ରୀ କ୍ୟାଟ୍ରିନାଙ୍କ ହୃଦୟରେ ଜଣେ କ୍ରିକେଟର ରାଜ୍‌ କରନ୍ତି। କ୍ୟାଟ୍ରିନା ସଚ୍ଚିନ, ଧୋନୀ କିମ୍ବା ବିରାଟଙ୍କୁ ପସନ୍ଦ କରନ୍ତିନି। ଏକଥା ଖୋଦ୍‌ କ୍ୟାଟ୍ରିନା ଏକ ସାକ୍ଷାତକାରରେ...

ଥିଏଟରରେ ରିଲିଜ୍‌ ହେବ ଜୟାଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଅଭୀନିତ ଫିଲ୍ମ ତଲାଓ୍ବି ରିଲିଜ୍‌କୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ପୂର୍ବରୁ କରୋନା ଭାଇରସ୍‌ ଲକ୍‌ଡାଉନ...

ଦଣ୍ଡନୃତ୍ୟକୁ ମଞ୍ଚକୁ ଆଣିବା ମୋ ପାଇଁ ବଡ଼ ସଫଳତା

ନାଟ୍ୟଶ୍ରୀ ଗଦାଧର ବାରିକ ଜଣେ ବହୁମୁଖୀ ପ୍ରତିଭା। ଏକାଧାରରେ ସେ ଜଣେ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, କୋରିଓଗ୍ରାଫର। କଳାକ୍ଷେତ୍ରରେ ନିଜକୁ ସମର୍ପିତ କରିଥିବା...

ଆଶାରେ ରାନୀ

ପ୍ରଥମେ ଆଲବମ୍‌ ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର। ବଡ଼ ପରଦାରେ ଏକ ଲମ୍ବା ଇନିଂସ ଖେଳିବାକୁ ଆଶା ରଖିଛନ୍ତି ଏହି ନବାଗତା। ଏ ପର୍ଯ୍ୟନ୍ତ ତିନୋଟି...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଯୋଗଦେଲେନି ଅକ୍ଷୟ

ମୁମ୍ବାଇ: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶର ବହୁ ନାମୀଦାମୀ ବ୍ୟକ୍ତିତ୍ୱ...

ସଙ୍ଗୀତ ମାୟାରେ ରୁନୁ

ପିଲାଟି ଦିନରୁ ତାଙ୍କର ସଙ୍ଗୀତ ପ୍ରତି ରୁଚି ଥିଲା। ଏହା ଦେଖି ତାଙ୍କର ମା’ ରଶ୍ମିତା ପଣ୍ଡା ଏବଂ ବାପା ଚନ୍ଦ୍ରମଣି ପଣ୍ଡା ତାଙ୍କୁ ଏ...

ସାଇକେଲ ଚଳାଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ଭାଇଜାନ: ରାସ୍ତାରେ କେହି ବି ଚିହ୍ନି ପାରିଲେନି ତାଙ୍କୁ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁଙ୍କ ସାଇକେଲ ସଉକକୁ କିଏ ବା ନ ଜାଣେ। ବହୁ ସମୟରେ ନିଜର ବିଳାସପୂର୍ଣ୍ଣ ଓ ଦାମିକିଆ କାର୍‌କୁ ଛାଡି...

ଅନୁଷ୍କାଙ୍କ ଓ୍ବେବ୍‌ ସିରିଜ୍‌ର ଟିଜର ରିଲିଜ

ମୁମ୍ବାଇ: ୨୦୧୮ ମସିହାରେ ଜିରୋ ଫିଲ୍ମ ରିଲିଜ ପରେ ଅନୁଷ୍କା ଶର୍ମା ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଏକପ୍ରକାର ଦୂରେଇ ଯାଇଥିଲେ। ବର୍ତ୍ତମାନ ଏକ ଲମ୍ବା ସମୟ ପରେ...

Coronavirus Update


Archives

Model This Week

Why Dharitri