ରିିଲିଜ୍‌ ହେଲା ‘ସାହୋ’,ଫିଲ୍ମ ହଲ୍‌ରେ ଜମୁଛି ଭିଡ

ଅପେକ୍ଷାର ଅନ୍ତ ଘଟିଛି। ବାଳୁବଳୀ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହୋଇଛି। ୩୫୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମଟି ବକ୍ସଅଫିସ୍‌ରେ ସୁପରହିଟ୍‌ ହେବା ଆଶା କରାଯାଉଛି। ପ୍ରଥମ ଦିନରେ ୧୫-୧୬କୋଟି ଆୟ କରିବ ବୋଲି ଫିଲ୍ମ ସମୀକ୍ଷକ ମାନେ ମତ ଦେଇଛନ୍ତି। ରିଲିଜ ପୂର୍ବରୁ ହିଁ ୩୨୦ କୋଟି ଟଙ୍କା ଆୟ କରି ସାରିଛି ଫିଲ୍ମ ‘ସାହୋ।’ ସିନେମାର ନିର୍ମାତା ସାହୋର ଥିଏଟ୍ରିକାଲ ରାଇଟସ ଫର୍‌ ଅଲ ଲାଙ୍ଗୁଏଜ ବାବଦକୁ ୩୨୦ କୋଟି ଆଦାୟ କରିସାରିଥିଲେ। ‘ସାହୋ’ ଏକ ଆକ୍ସନ-ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ସୁଜିତ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ନୀଲ ନିତିନ ମୁକେଶ, ଜ୍ୟାକି ଶ୍ରଫ, ମହେଶ ମାଞ୍ଜରେକର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ବାହୁବଳୀ-୨ ପରେ ପ୍ରଭାସଙ୍କ ଏହା ପ୍ରଥମ ଚଳଚ୍ଚିତ୍ର। ଫିଲ୍ମଟି ୩ଟି ଭାଷା ତାମିଲ, ତେଲଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ୍‌ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ କଲା ଆଲିଆଙ୍କ ଆଉଟ୍‌ଫିଟ୍‌

ମୁମ୍ବାଇ: ବଲିଉଡ୍‌ର ଷ୍ଟାଇଲ୍‌ଶ ଏବଂ ଫ୍ୟାଶନେବଲ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଜଣେ। ସେ ସବୁବେଳେ ନିଜର ଆଉଟ୍‌ଫିଟ୍‌ ଏବଂ ଲୁକ୍‌ରେ ଲୋକଙ୍କୁ ପାଗଳ...

ମା’ ହେବା ପରେ ଅନୁଷ୍କାଙ୍କୁ ଉପଦେଶ ଦେଲେ ଏହି କ୍ରିକେଟର: ପିଲା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ’ଣ କହିଲେ…

ମା’ ହେବା ପରେ ଅନୁଷ୍କାଙ୍କୁ ଉପଦେଶ ଦେଲେ ଏହି କ୍ରିକେଟର: ପିଲା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ’ଣ କହିଲେ… ଖେଳ ମଧ୍ୟରେ କ୍ରିକେଟ ପାଇଁ ଲୋକମାନେ...

କ୍ୟାନସର୍‌ ଲଢେଇ ଜିତିଲେ ସଞ୍ଜୟ ଦତ୍ତ

ବଲିଉଡର ଅଭିନେତା ସଞ୍ଜୟ ଦତ୍ତ କ୍ୟାନସର୍‌ ଲଢେଇ ଜିତିଛନ୍ତି। ଏନେଇ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି କଷ୍ଟ ସମୟରେ ତାଙ୍କ ସହ ଛିଡା...

ପୁଣି ଚର୍ଚ୍ଚାରେ ଅନୁଷ୍କା ଶର୍ମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଝିଅ ହେବା ପରେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ଅନୁଷ୍କା କୌଣସି ଫଟୋ, ଭିଡିଓ କିମ୍ବା ଫିଲ୍ମ ପାଇଁ...

ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ମିଥୁନଙ୍କ ସାନପୁଅ ନମାଶି, ‘ବ୍ୟାଡ୍‌ ବୟ’ ଚଳଚ୍ଚିତ୍ରରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ ସିନେମା ଜଗତରେ ‘ଡିସ୍କୋ ଡ୍ୟାନ୍ସର’ ଭାବେ ମିଥୁନ୍‌ ଚକ୍ରବର୍ତ୍ତୀ ପରିଚିତ। ଅଭିନୟ ସାଙ୍ଗକୁ ଚମତ୍କାର ନୃତ୍ୟ ପ୍ରଦର୍ଶନ ତାଙ୍କୁ ଏଭଳି ସ୍ବତନ୍ତ୍ର ପରିଚୟ...

୩୧ ଲକ୍ଷ ଟଙ୍କା ଠକିନେଲେ ଆଲିଆ

ବଲିଉଡର ପ୍ରସିଦ୍ଧ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀ ଆଲିଆଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ସେ ପ୍ରାୟ ୩୧ ଲକ୍ଷ ଟଙ୍କା ଠକିନେଇଥିବା କୁହାଯାଉଛି। ଆଲିଆଙ୍କ...

ରାକ୍ଷୀଙ୍କ ସ୍ବାମୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ମହୀଶୂର, ୧୪।୨: ବଲିଉଡ୍‌ ଆଇଟମ୍‌ ଗର୍ଲ ରାଷୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲଙ୍କ ନାଁରେ ଜଣେ ଇରାନୀୟ ଛାତ୍ରୀ ମହୀଶୂର ଥାନାରେ ବଳାତ୍କାର ଅଭିଯୋଗ ଆଣିବା ପରେ...

ତୁମେ ଟ୍ୟାଲେଣ୍ଟେଡ କିନ୍ତୁ ସୁନ୍ଦର ନୁହେଁ

ମୁମ୍ବାଇ: ଅନୁଷ୍କା ଶର୍ମା ବଲିଉଡ୍‌ର ଜଣେ ଜଣାଶୁଣା ନାୟିକା । ପାଖାପାଖି ୨ ବର୍ଷ ହେବ ସେ ବଡ ପରଦାଠାରୁ ଦୂରରେ ଥିଲେ ବି ସେ...

Advertisement
Archives

Model This Week