ରିଲେଶନସିପ୍‌କୁ ନେଇ ଏଭଳି କହିଲେ କିଆରା

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସମ୍ପର୍କ କଥା ତ ସବୁ ଜାଣିଥିବେ। ନିକଟରେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଶୁଣାଯାଉଛି କି ଦୁହେଁ ବ୍ରେକ୍‌ଅପ୍‌ କରିଦେଇଛନ୍ତି। ଏଥିମଧ୍ୟରେ କିଆରା ଆଡଭାନୀଙ୍କ ଫିଲ୍ମ ’ଭୁଲ ଭୁଲେୟା ୨ ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି । ଟ୍ରେଲର ଲଞ୍ଚିଂ ଅବସରରେ କିଆରାଙ୍କୁ ପଚରାଯାଇଥିଲା କି, ଏମିତି କୌଣସି ବ୍ୟକ୍ତି ଅଛନ୍ତି, ଯାହାକୁ ଆପଣ ନିଜ ସ୍ବପ୍ନରୁ କିମ୍ବା ଆପଣଙ୍କ ଜୀବନରୁ ଭୁଲେଇବାକୁ ଚାହୁଁଛନ୍ତି ? ଏହାର ଜବାବରେ କିଆରା କହିଥିଲେ ‘ବିଲକୁଲ ନୁହେଁ, କାରଣ ଯାହାକୁ ମୁଁ ଭେଟିଛି ଏବଂ ଯାହା ସହ ସମ୍ପର୍କ ରଖିଛି, ସେମାନେ ମୋ ଜୀବନ ସହିତ ଯୋଡି ହୋଇଯାଇଛନ୍ତି । ତେଣୁ କାହାକୁ ମଧ୍ୟ ମୁଁ ଭୁଲିବାକୁ ଚାହୁଁନି।’ କିଆରାଙ୍କ ଏହିପରି ଜବାବ ସିଦ୍ଧାର୍ଥଙ୍କ ସହ ରିଲେଶନସିପ୍‌କୁ ଇଙ୍ଗିତ କରୁଛି ବୋଲି କୁହାଯାଉଛି। କିଆରା ଏବଂ ସିଦ୍ଧାର୍ଥ ଏ ପର୍ଯ୍ୟନ୍ତ ବ୍ରେକ୍‌ଅପ ବିଷୟରେ କେବେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଏଭଳି ପରିସ୍ଥିତିରେ ଲଭବାର୍ଡଙ୍କ ରିଲେଶନସିପ ଭାଙ୍ଗିଯାଇଥିବା ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଧୁମ-୪’ରେ ନେଗେଟିଭ ରୋଲରେ ନଜର ଆସିବେ ଜନ ଆବ୍ରାହମ

ମୁମ୍ବାଇ: ଧୁମ ମୁଭି ସିରିଜର ଦର୍ଶକଙ୍କ ପାଇଁ ଖୁସି ଖବର। ଧୁମ, ଧୁମ-୨, ଓ ଧୁମ-୩ ପରେ ଧୁମ-୪ର ଘୋଷଣା ବି କରାଯାଇଛି। ୨୦୦୪ରେ ରିଲିଜ...

୪୫ ବର୍ଷରେ ଅକ୍ଷୟ ଖାନ୍ନା: ଚାହୁଁଥିଲେ କରିଶ୍ମା କପୁରଙ୍କୁ ବିବାହ କରିବାକୁ;ବାଧା ଦେଇଥିଲେ ବବିତା

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ଅକ୍ଷୟ ଖାନ୍ନା ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା...

ଖୁସି ପଛରେ…

ପରିଣୀତି ଚୋପ୍ରାଙ୍କ ଖୁସି ଏବେ ବନ୍ଧବାଡ଼ ମାନୁନି। କାରଣ କ’ଣ ଜାଣନ୍ତି ? ସେ ଖୁବ୍‌ ଶୀଘ୍ର ବଲିଉଡ୍‌ର ଅନ୍ୟତମ ନାମୀ ପ୍ରଯୋଜକ-କମ୍‌-ନିର୍ଦ୍ଦେଶକ ସୁରଜ ବରଜ୍ୟାତାଙ୍କ...

ପରିଣିତି-ରାଘବଙ୍କ ରିସେପଶନକୁ ନେଇ ବଢୁଛି ଏକ୍ସାଇଟମେଣ୍ଟ

ମୁମ୍ବାଇ: ଲଭବାର୍ଡସ ପରିଣିତି ଚୋପ୍ରା ଓ ରାଘବ ଚଢା ଏନଗେଜମେଣ୍ଟ ପରେ ଏବେ ଅନେକ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଏମାନେ ଯେଉଁଠିକି ବି ଯାଉଛନ୍ତି ସେଠି...

ରିଲିଜ୍ ପୂର୍ବରୁ ରେକର୍ଡ କଲା ଆଲିଆ-ରଣବୀରଙ୍କ ଏହି ମୁଭି

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଅଭିନୀତ ମୁଭି ‘ବ୍ରହ୍ମାସ୍ତ୍ର’ କିଛି ବର୍ଷ ହେଲା ଚର୍ଚ୍ଚାରେ ରହିଛି । ଏବେ ଏହାର ରିଲିଜକୁ ଦର୍ଶକେ...

ସାମ୍ନାକୁ ଆସିଲା ରାଜ କୌଶଲଙ୍କ ଶେଷ ଫିଲ୍ମର ରିଲିଜ୍‌ ଡେଟ୍‌

ମୁମ୍ବାଇ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ୍‌ କୌଶଲଙ୍କ ଶେଷ ଫିଲ୍ମ ନଭେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ରାଜ୍‌ ଆଉ ଏ ଦୁନିଁଆରେ ନାହାନ୍ତି। ତାଙ୍କର...

‘ଜୀବନରେ କେବେ ବି ତାଙ୍କ ମୁହଁ ଦେଖିବାକୁ ଚାହେଁନା’

ବମ୍ବେ: ଜୀବନରେ ଆଉ କେବେ ବି ତେଜସ୍ବୀ ପ୍ରକାଶଙ୍କ ମୁହଁ ଦେଖିବି ନାହିଁ। କିଛି ଏଭଳି କହିଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ନିକଟରେ ଶେଷ ହୋଇଥିବା...

ଏହି ଶବ୍ଦକୁ ଘୃଣା କରନ୍ତି ଶାହିଦ

ଅଭିନେତା ଶାହିଦ କପୁର ଆଜିକାଲି ତାଙ୍କ ୱେବ ସିରିଜ ‘ଫର୍ଜି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିବା ଶାହିଦ ବଲିଉଡ୍‌କୁ ହିଟ୍‌...

Advertisement
Archives

Model This Week