Posted inଜାତୀୟ

ରାହୁଲଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ,୨୭ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଶୁକ୍ରବାର ବିହାରର ସମସ୍ତିପୁର, ଓଡିଶାର ବାଲେଶ୍ୱର ଏବଂ ମହାରାଷ୍ଟ୍ରର ସାଙ୍ଗମନେରରେ ନିର୍ବାଚନୀ ସଭା ଥିଲା। ତେବେ ଚାର୍ଟାର୍ଡ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ତାଙ୍କୁ ଦିଲ୍ଲୀ ଫେରିଯିବାକୁ ପଡିଥିଲା। ବିମାନରେ ତ୍ରୁଟି ପାଇଁ ସଭାସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ହେବାକୁ ଥିବାରୁ ରାହୁଲ ଟୁଇଟ୍‌ କରି କ୍ଷମା ମାଗିଥିଲେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବରମତୀ ଆଶ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୬।୩: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଭାରତ ଗସ୍ତରେ ଅଛନ୍ତି। ସେ ବୁଧବାର ଅଷ୍ଟ୍ରେଲିଆରୁ ଅହମ୍ମଦାବାଦରେ ପହଞ୍ଚିଥିଲେ। ଏଠାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ...

କଂଗ୍ରେସ ଦଖଲ କଲା ଭାନୁପ୍ରତାପପୁର ଆସନ

ରାୟପୁର,୮।୧୨: ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡଭି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତମଙ୍କୁ...

ଅନୁପ ଗୁପ୍ତା ଚଣ୍ଡିଗଡ଼ ମେୟର ନିର୍ବାଚିତ

ଚଣ୍ଡିଗଡ଼,୧୮।୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଯଶବୀର ସିଂଙ୍କୁ ମାତ୍ର ଗୋଟିଏ ଭୋଟରେ ପରାସ୍ତ କରି ଭାଜପାର ଅନୁପ ଗୁପ୍ତା ମଙ୍ଗଳବାର ଚଣ୍ଡିଗଡ଼ର ନୂଆ...

ଇନ୍ଦୋର ଲଗାତାର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହର…

ନୂଆଦିଲ୍ଲୀ,୨୦।୧୧: ସ୍ବଚ୍ଛ ସର୍ବେକ୍ଷଣ ଆଓ୍ବାର୍ଡ-୨୦୨୧ର ଘୋଷଣା କରାଯାଇଛି। ଏଥିରେ ଇନ୍ଦୋର ଲଗାତାର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହର ସମ୍ମାନ ଲାଭ କରିଛି। ମଧ୍ୟପ୍ରଦେଶର...

ଦିଲ୍ଲୀ ଆସୁଛନ୍ତି ଦିଦି: ମୋଦିଙ୍କ ସହ ହୋଇପାରେ ସାକ୍ଷାତକାର

କୋଲକାତା,୧୬।୯: ଦୀର୍ଘ ଦିନରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ମନୋମାଳିନ୍ୟ ରହିଛି। ଏପରିକି ମମତା ମୋଦିଙ୍କ କୌଣସି କାର୍ଯ୍ୟକୁ...

ପଶ୍ଚିମବଙ୍ଗ ଭାଜପାରେ ସଙ୍କଟ: ୫ ବିଧାୟକ ଦଳ ଛାଡିବା ଦେଇ ଦାବି କଲେ ବାବୁଲ ସୁପ୍ରିୟୋ

କୋଲକତା,୨୭।୧୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ଭାଜପାରେ ସଙ୍କଟ ଥିବା କହିଛନ୍ତି। ସେ ଏହା ମଧ୍ୟ ଦାବି...

ଅଜିତ ପାଓ୍ବରଙ୍କୁ ମିଳିଲା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ

ମୁମ୍ବାଇ,୩୦।୧୨: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଅଜିତ ପାଓ୍ବାର ସୋମବାର ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ...

କରୋନା ସଂକ୍ରମଣ ସାମାନ୍ୟ କମିଲା

ନୂଆଦିଲ୍ଲୀ,୨।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୫୯,୩୮୪ଟି...

Advertisement
Archives

Model This Week