Posted inଜାତୀୟ

ରାହୁଲଙ୍କ ଇସ୍ତଫା: ପାଟନାରେ ଲାଗିଲା କଂଗ୍ରେସକର୍ମୀଙ୍କ ମିଳିତ ଆତ୍ମଦାହ ପୋଷ୍ଟର

ପାଟନା,୬।୭: ରାହୁଲ ଗାନ୍ଧୀଙ୍କ ଇସ୍ତଫା ନେଇ ବିହାରର ପାଟନାରେ କଂଗ୍ରେସକର୍ମୀଙ୍କ ପକ୍ଷରୁ ମିଳିତ ଆତ୍ମଦାହ କରିବା ଲାଗି ପୋଷ୍ଟର ଲଗାଯାଇଛି। ରାହୁଲ ଇସ୍ତଫା ଫେରାଇ ନ ନେଲେ ୧୨ଜଣ କର୍ମୀ ଜୁଲାଇ ୧୧ରେ ମିଳିତ ଭାବେ ଆତ୍ମଦାହ କରିବେ ବୋଲି ପୋଷ୍ଟରରେ ସୂଚିତ କରାଯାଇଛି। ପାଟନାର ସଦାକତ ଆଶ୍ରମଠାରେ ଅପରାହ୍ନ ୧ଟାରେ କର୍ମୀମାନେ ଆତ୍ମଦାହ କରିବେ ବୋଲି ପୋଷ୍ଟରରେ ଦର୍ଶାଯାଇଛି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଦ୍‌ରେ ଅଟଳ ବିଦ୍ରୋହୀ ବିଧାୟକ: କହିଲେ, ଆସ୍ଥା ଭୋଟରେ ଗୃହକୁ ଯିବାର ପ୍ରଶ୍ନ ଉଠୁନି

ମୁମ୍ବାଇ, ୧୭।୭: ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ବାଚସ୍ପତି ଶେଷ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହାସହ ଇସ୍ତଫା ଦେଇଥିବା ୧୫ଜଣ ବିଧାୟକମାନଙ୍କୁ...

ଭାରତରେ ଯାହା ଚାଲିଛି, ଠିକ୍‌ ନୁହେଁ

ନୂଆଦିଲ୍ଲୀ,୧୫-୧:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିବାଦ ତେଜିବାରେ ଲାଗିଥିବାବେଳେ ଏହି ନବପ୍ରଣୀତ ବ୍ୟବସ୍ଥାକୁ ନେଇ ବିଦେଶରୁ ମଧ୍ୟ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହି...

‘ମଙ୍କିପକ୍ସ’କୁ ନେଇ କେନ୍ଦ୍ରର ସତର୍କ, ବାହାର ଦେଶରୁ ଆସୁଥିଲେ ହେବ ସ୍କ୍ରିନିଂ

ନୂଆଦିଲ୍ଲୀ,୧୯।୭: ଦେଶରେ ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’ମାମଲା। କେରଳରେ ଦୁଇ ଜଣ ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସତର୍କ ରହିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ...

ଆଜି କର୍ନାଟକ ଉପନିର୍ବାଚନ

ବେଙ୍ଗାଲୁରୁ,୫ା୧୨(ପି.ଟି.): କର୍ନାଟକ ବିଧାନସଭାର ୧୫ ଆସନ ଲାଗି ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।...

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାରରୁ ଅଧିକ: ଚାଇନାକୁ ଟପିଲା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୮।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୪୮୬ରେ ପହଞ୍ଚିଥିବାବେଳେ...

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ବେସାହାରା ପିଲାଙ୍କୁ ମାସକୁ ମିଳିବ ୪ ହଜାର ଟଙ୍କା ଷ୍ଟାଇପେଣ୍ଡ୍‌

ନୂଆଦିଲ୍ଲୀ,୩୦।୫: କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌ ଅନାଥ ପିଲାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସୋମବାର ଭିଡିଓ...

୨୦୨୨ରେ ଦୁଇଟି ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ ଭାରତ…

ନୂଆଦିଲ୍ଲୀ,୨୦।୧୧: ଭାରତ ୨୦୨୨ରେ ଦୁଇଟି ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ। ରୁଷିଆର ଏହି ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଭାରତୀୟ ସେନାଙ୍କ ଶକ୍ତି ବୃଦ୍ଧି...

ତୃତୀୟ ପର୍ଯ୍ୟାୟ ଟିକାକରଣ: ଅଧିକାଂଶ ରାଜ୍ୟରେ ଟିକା ନାହିଁ

ନୂଆଦିଲ୍ଲୀ, ୩୦।୪: କିଛିଦିନ ହେଲା ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ସଂକ୍ରମଣକୁ ରୋକିବା...

Advertisement
Archives

Model This Week