ରାଶନ ସାମଗ୍ରୀ ବାଣ୍ଟିଲେ ଡିଆର୍‌ଡିଏ ପିଡି

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଗଞ୍ଜାମ ଡିଆର୍‌ଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଛତ୍ରପୁର ଉପକଣ୍ଠ ଦାମିୟନନଗର ବାସୀଙ୍କୁ ଡାଲି, ଚାଉଳ, ଚିନି, ଆଳୁ, ଚୂଡା ବଣ୍ଟନ କରିଥିଲେ। ଏନେଇ ୪୮ଟି ପରିବାର ଉପକୃତ ହୋଇଥିଲେ। ନିରାଶ୍ରୟ, ଗରିବ ଓ ଏଡ୍‌ସ ଆକ୍ରାନ୍ତଙ୍କୁ ଡାଲି, ଚାଉଳ ବଣ୍ଟନ ପାଇଁ ଗଞ୍ଜାମ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବଣ୍ଟନ ବେଳେ ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା ଏବଂ ଏନ୍‌ଏସି ଓ ଡିଆର୍‌ଡିଏ କର୍ମଚାରୀ ଉପସ୍ଥିତ ଥିଲେ। ବାଟ ମଙ୍ଗଳା ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟାମାନେ ଏଥିରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫୯ ଦୋକାନ ଉପରେ ଚଢାଉ: ୨୮୪ କେଜି ପଲିଥିନ ଜବତ, ୫୪ ହଜାର ଟଙ୍କା ଜରିମାନା ଆଦାୟ

ଜୟପୁର,୧ା୭ (ନି.ପ୍ର)- ଜୟପୁର ସହରରେ ବେଆଇନ ଭାବେ ପଲିଥିନ କାରବାର ଜୋରସୋରରେ ଚାଲିଛି ା ଏହାକୁ ରୋକିବା ଲାଗି ଏକ ଟିମ୍‌ ୫ ଦିନ ହେବ...

କାଦୁଅରେ ଫସିଲେ ୨ ହାତୀ

ବାରିପଦା ଅଫିସ/ କୁଳିଅଣା,୯ା୧୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା ଦେହୁରୀସାହିର ଏକ ପରିତ୍ୟକ୍ତ ଡଗ୍‌ୱେଲ ଭିତରେ ଖସି ପଡ଼ିଥିବା ୨ହାତୀ ଉଦ୍ଧାର ପାଇଛନ୍ତି। ଗ୍ରାମବାସୀ, ବନବିଭାଗ...

ବିଜେପୁରରେ କଂଗ୍ରେସର ପ୍ରଚାର

ବିଜେପୁର,୩।୧୦(ଡି.ଏନ୍‌.ଏ.):ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର ଆରମ୍ଭ କରିଛି। ଏହିକ୍ରମରେ ବିଜେପୁର ବ୍ଲକପଡ଼ା ଗ୍ରାମର କ୍ରିକେଟ ପଡ଼ିଆରେ ଏକ ବିଶାଳ କର୍ମୀ ସମ୍ମିଳନୀ...

ଅନିଶ୍ଚିତତାରେ ଶୀତଳଭଣ୍ଡାର: ଚିନ୍ତାରେ ଚାଷୀ

ଜଗତ୍‌ସିଂହପୁର ଅଫିସ, ୨୨।୫ : ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। କିନ୍ତୁ ଦୀର୍ଘ ବର୍ଷ ଧରି ଜିଲାରେ ଶୀତଳ ଭଣ୍ଡାରଟିଏ ହୋଇପାରିଲା ନାହିଁ। ଯେଉଁ...

ବିଡିଓଙ୍କ ନାଁରେ କୋର୍ଟରେ ମାମଲା ଦାଏର କଲେ ବ୍ଲକ ଅଧ୍ୟକ୍ଷା

ଗୁଣପୁର,୩ା୧୧(ଡି.ଏନ୍‌.ଏ.): ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କ ନାମରେ ବ୍ଲକ ଅଧ୍ୟକ୍ଷା ଝିଲି ଶବର କୋର୍ଟରେ ଶୁକ୍ରବାର ମାମଲା ଦାୟର କରିଛନ୍ତି। ଏ ନେଇ ଗୁଣପୁର ଏସଡିଜେଏମ୍‌ଙ୍କ...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବାରିପଦା ଅଫିସ, ୧ା୩- ବାରିପଦା ମଣ୍ଡଳ କାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ଜିଲା ସିକମପୁର ଅଞ୍ଚଳର ସୁରଜ...

ବ୍ରଜରାଜନଗର ଉପନିର୍ବାଚନ: ନିର୍ବାଚନ ମଇଦାନରେ ହେଭିଓ୍ବେଟ୍‌

ଝାରସୁଗୁଡା ଅଫିସ,୨୦।୫: ଆସନ୍ତା ୩୧ରେ ବ୍ରଜରାଜନଗରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜନୀତି ସରଗରମ ରହିଛି। ବିଜୟ ପାଇଁ କସରତ କରୁଛନ୍ତି ସବୁ ଦଳ। ଘରକୁ...

ଢ଼େପସାହି ହତ୍ୟା ମାମଲା: ଗିରଫ ୧୧ ଜଣଙ୍କୁ କୋର୍ଟ ଚାଲାଣ

ଭଞ୍ଜନଗର,୧୮।୧୨(ଡି.ଏନ୍‌.ଏ): ତାରସିଂ ଥାନା ବୁରପଲ୍ଲୀ ଢ଼େପସାହିର ହାଡ଼ିଆ ନାଇକ ହତ୍ୟା ମାମଲାରେ ପୋଲିସ ବୁଧବାର ୧୧ ଜଣଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରିଛି।...

Advertisement
Archives

Model This Week