Posted inଜାତୀୟ

ରାଶନ ଦୋକାନରେ ଶସ୍ତାରେ ମିଳିବ ପିଆଜ

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଛି। ତେବେ କଳାବଜାରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀର ରାଶନ ଦୋକାନରେ ଶାସ୍ତା ଦରରେ ପିଆଜ ବିକ୍ରି କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଦିଲ୍ଲୀରେ ପିଆଜ କିଲୋ ପିଛା ଦାମ୍‌ ୩୯-୪୦ ଟଙ୍କା ଥିବା ବେଳେ ସ୍ଥାନେ ସ୍ଥାନେ ଏହା ୫୦ ଟଙ୍କା ମଧ୍ୟ ବିକ୍ରି ହେଉଛି। ହେଲେ ରାଶନ ଦୋକାନରେ ଏବେ ଏହା ୨୩ଟଙ୍କା ୯୦ ପଇସାରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ(ନାଫେଡ) ଓ ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଂଘର ସହାୟତାରେ ଏବେ ଏହାକୁ ବିକ୍ରି କରାଯାଉଥିବା କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଟିପୁ ସୁଲତାନ୍‌ ଜୟନ୍ତୀ ନେଇ କର୍ନାଟକରେ ପୁଣି ରାଜନୀତି: ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଚିଠି ଲେଖିଲେ ଭାଜପା ବିଧାୟକ

ବେଙ୍ଗାଲୁର୍‌,୩୦।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହେବା ପରେ ଏବେ ଟିପୁ ସୁଲତାନ୍‌ ଜୟନ୍ତୀ ପାଳନ ନେଇ ଆରମ୍ଭ ହୋଇଛି ରାଜନୀତି। ଏହାକୁ ପାଳନ...

ଟି.ଏନ୍‌. ଶେଷାନଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି.ଏନ୍‌. ଶେଷାନଙ୍କ ରବିବାର ଚେନ୍ନାଇଠାରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ...

ରିୟାଙ୍କ ଜାମିନ ଆବେଦନ ଖାରଜ, ଜେଲ୍‌ରେ ରହିବେ ଭାଇ, ଭଉଣୀ

ମୁମ୍ବାଇ,୧୧।୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଡ୍ରଗ୍ସ ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ୬ ଅଭିଯୁକ୍ତ...

ଭୋଟ ଦେବାକୁ ଶତାବ୍ଦୀ ଏକ୍ସପ୍ରେସ୍‌ରେ କର୍ନାଲ ଗଲେ ମନୋହର ଲାଲ୍‌ ଖଟ୍ଟର: ସାଇକେଲରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ

ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ମତଦାନ ଜାରି ରହିଛି। କର୍ନାଲରେ ଭୋଟ ଦେବା ଲାଗି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର...

ଇସ୍ତଫା ଦେଲେ ‘ଲେଡି ସିଘଂମ’, କହିଲେ ଆଇପିଏସ୍‌ ହୋଇ ଫେରିବି

ସୁରତ,୧୬।୭: ଗୁଜୁରାଟର ଜଣେ ଲେଡି କନଷ୍ଟେବଳ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୁନୀତା ଯାଦବ ନାମକ ଏହି କନଷ୍ଟେବଳ ଭାଜପା ସରକାରର ଜଣେ ମନ୍ତ୍ରୀଙ୍କ...

ଡାମନ୍‌-ଡିୟୁ ଏବଂ ଦାଦର-ନଗର ହବେଲିର ହୋଇପାରେ ମିଶ୍ରଣ: ମୋଦି ସରକାରଙ୍କ ନୂଆ ଯୋଜନା !

ନୂଆଦିଲ୍ଲୀ,୨୩।୧୧: ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇ ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡାମନ୍‌-ଡିୟୁ ଏବଂ...

ଆମାଜନ ବିରୋଧରେ ମାମଲା ରୁଜୁ

ନୋଏଡା,୧୮।୫: ଅନ୍‌ଲାଇନ କମ୍ପାନୀ ଆମାଜନ ବିରୋଧରେ ନୋଏଡା କୋତଓ୍ବାଲୀ ସେକ୍ଟର-୫୮ରେ ମାମଲା ରୁଜୁ କରାଯାଇଛି। କମ୍ପାନୀ ନିଜ ଓ୍ବେବସାଇଟରେ ବିକ୍ରି କରୁଥିବା ପ୍ରଡକ୍ଟ ଉପରେ ଲଗାଇଥିବା...

ଅଦୃଶ୍ୟ କରୋନା ଭୂତାଣୁ, ଅଜେୟ କରୋନା ଯୋଦ୍ଧା: ମୋଦି

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ନାଟକର ରାଜୀବ ଗାନ୍ଧୀ ଯୁନିଭର୍ସିଟି ଅଫ୍‌ ହେଲ୍‌ଥ ସାଇନସେସ୍‌ର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଭିଡିଓ କନଫରେନ୍ସିଂ...

Coronavirus Update


Archives

Model This Week

Why Dharitri