ରାତିରେ ଲାଠିମାଡ଼ ପରେ ସକାଳୁ ଶୂନସାନ କଟକ ସହର

କଟକ ଅଫିସ, ୪।୪- କଟକ ସହରରୁ ପ୍ରଥମ କରୋନା ଆକ୍ରାନ୍ତ ଶୁକ୍ରବାର ଚିନ୍ହଟ ହୋଇଥିଲେ। ଫଳରେ ସହରରେ ୪୮ ଘଣ୍ଟା ପାଇଁ ଘୋଷଣା କରାଯାଇଥିଲା। ଶୁକ୍ରବାର ରାତି ୮ଟା ରୁ ରବିବାର ରାତି 8ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଚାଲିବ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ କଟକ DCP ଅଖିଳେଶ୍ୱର ସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫୁଟ୍ ପେଟ୍ରୋଲିଂ କରାଯାଇଥିଲା। ରାତିରେ ଅଯଥା ଏଣେ ତେଣେ ବୁଲୁଥିବା ଲୋକମାନଙ୍କୁ ଲାଠିମାଡ଼ କରାଯାଇଥିଲା। ଏହି ଲାଠିମାଡ଼ର ପ୍ରଭାଵ ଶନିବାର ଦେଖିବାକୁ ମିଳିଛି। ସଟ୍ ଡାଉନ୍ କୁ ନେଇ ସାରା ସହର ଶୂନସାନ ହୋଇପଡିଛି। ଜଣେ ହେଲେ ଲୋକଙ୍କୁ ଦେଖିବାକୁ ମିଳିନି। ଅନ୍ୟପଟେ ସହରର ପ୍ରମୁଖ ଛକଗୁଡିକରେ ସମ୍ପୂର୍ଣ୍ଣ ବ୍ୟାରିକେଟିଂ କରାଯାଇଛି। ରାସ୍ତା ସବୁ ପୁରା ବନ୍ଦ ରହିଛି। ବରିଷ୍ଠ ପୋଲିସ ଅଧିକାରୀମାନେ ସହର ସାରା ପାଇଁତରା ମାରୁଛନ୍ତି। ପ୍ରାୟ ୧୦ଟି ବାଇକ ପିସିଆର୍ ରେ ପାଟ୍ରୋଲିଂ ଚାଲି ଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶ ଫେରନ୍ତା ବ୍ୟକ୍ତି କରିନାହାନ୍ତି ନାମ ପଞ୍ଜିକରଣ: କେନ୍ଦୁଝରରେ ଭୟ

କେନ୍ଦୁଝର,୨୧।୩(ସ୍ବ.ପ୍ର.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଦୁବାଇରୁ ଫେରିଥିବା...

ଖୋର୍ଦ୍ଧା ଲଜ୍‌ରୁ ବ୍ରହ୍ମପୁର ଛାତ୍ରଙ୍କ ମୃତଦେହ ଜବତ

ଖୋର୍ଦ୍ଧା ଅଫିସ,୫।୨: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଗୁରୁବାର ଖୋର୍ଦ୍ଧାର ଏକ ଲଜରୁ...

ଋଣଭାରରୁ ବର୍ତ୍ତିବା ପାଇଁ ମାଗିଲେ ଇଚ୍ଛା ମୃତ୍ୟୁ

ବିଞ୍ଝାରପୁର,୩ା୧୨(ଡି.ଏନ.ଏ.): ଦାରିଦ୍ର୍ୟର ତାଡ଼ନା ସାଙ୍ଗକୁ ଅସହ୍ୟ ଋଣଭାର ସହି ନ ପାରି ଜଣେ ଯୁବକ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଲାଗି ଚିଠି ଲେଖିଛନ୍ତି। ଯାହାକୁ ନେଇ ଚାଞ୍ଚଲ୍ୟ...

ସଂଶୋଧିତ ଭୋଟର ତାଲିକା ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୧୯।୧୨ : ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଭୋଟର ତାଲିକା ପ୍ରକାଶନ ନିମନ୍ତେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା...

ବାଧାପ୍ରାପ୍ତ ହୋଇପାରେ ଜଳବିଦ୍ୟୁତ୍‌ ଉତ୍ପାଦନ

ଭୁବନେଶ୍ୱର,୨୨।୯(ବ୍ୟୁରୋ): କେବଳ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ିଦେଲେ ଅନ୍ୟ ଜଳ ଭଣ୍ଡାରଗୁଡିକରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ପାଣି ନାହିଁ। ହୀରାକୁଦରେ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦...

୫-ଟି ସଚିବ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଜିଲା ଗସ୍ତ: ମାର୍ଚ୍ଚ ୨୦ ସୁଦ୍ଧା ଶାମଗୁଡ଼ିଆ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ

କେନ୍ଦ୍ରାପଡା ଅଫିସ, ୧୫ା୧୦: ୨୦୨୦ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସହର ନିକଟ ଶାମଗୁଡିଆଠାରେ ନିର୍ମାଣାଧୀନ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରର ତଳ ମହଲା ନିର୍ମାଣ...

ଖେଳୁ ଖେଳୁ ବୁଡ଼ି ଗଲେ ଦୁଇ ଭଉଣୀ

କେନ୍ଦୁଝର, ୧୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ଗ୍ରାମ ମଣ୍ଡା ସାହିରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଦୁଇ ଭଉଣୀ ଖେଳୁଥିବା ବେଳେ...

ପିଏଲ୍‌ଏଫ୍‌ଆଇର ପୋଡ଼ାଜଳା

ସୁନ୍ଦରଗଡ଼/ନୂଆଗାଁ,୧୯।୧(ଡି.ଏନ୍‌.ଏ.): କିଛିମାସ ବନ୍ଦ ରହିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ସଙ୍ଗଠନର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ସୁନ୍ଦରଗଡ଼...

Advertisement
Archives

Model This Week