ରାଜ୍ୟ ସଭାକୁ ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର, ୭ା୬(ବ୍ୟୁରୋ):ନିରଞ୍ଜନ ବିଶି ରାଜ୍ୟ ସଭାକୁ ନିଦର୍‌ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିଲା। ମିଳିଥିବା ସୂଚନା ମୁତାବକ, ଅପରାହ୍ନ ୩ଟା ସୁଦ୍ଧା କେହି ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନ ଥିଲେ। ସଂଖ୍ୟା ଦୃଷ୍ଟିରୁ ଭାଜପା ଓ କଂଗ୍ରେସ ଉପନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଦେଇ ନ ଥିଲେ। ଏଥିଯୋଗୁ ନିରଞ୍ଜନ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ସଭା ସଦସ୍ୟ ସୁବାସ ସିଂ ଇସ୍ତଫା ଦେବା ପରେ ଉପନିର୍ବାଚନ ଲାଗି ନିରଞ୍ଜନ ପ୍ରାର୍ଥୀ ହୋଇଥିଲେ। ରାଜ୍ୟ ସଭା ରିଟର୍ନିଂ ଅଫିସର ନିରଞ୍ଜନଙ୍କୁ ରାଜ୍ୟ ସଭା ପାଇଁ ପ୍ରମାଣପତ୍ର ଦେଇଛନ୍ତି। ଆସନ୍ତା ୩ ବର୍ଷ ଲାଗି ସେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଜୁନ୍‌ ୪ ତାରିଖରେ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ୍‌ ପାତ୍ର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏକମାତ୍ର ସମ୍‌ ହସ୍ପିଟାଲରେ ହେବ କୋଭିଡ୍‌ ଭ୍ୟାକ୍ସିନ୍‌ ପରୀକ୍ଷଣ

ଭୁବନେଶ୍ୱର, ୨।୭(ବୁରୋ): ଭୁବନେଶ୍ୱର ସମ୍‌ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷଣ ହେବ। ମଣିଷ ଉପରେ ପରୀକ୍ଷଣ ଲାଗି ଆଇସିଏମ୍‌ଆର୍‌ ଦ୍ୱାରା ଦେଶର ୧୩ଟି ହସ୍ପିଟାଲ ମନୋନିତ ହୋଇଛି।...

ସୁସ୍ଥ ହେଲେ ୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦।୩ : ରାଜ୍ୟରେ ବୁଧବାର ୭୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ୩,୩୫,୩୨୨ରେ ପହଞ୍ଚିଛି। ପୁରୀରୁ ସର୍ବାଧିକ ୧୨, ସମ୍ବଲପୁରରୁ...

ତଥାପି ଅପେକ୍ଷାରେ ଚିତ୍ରଶିଳ୍ପୀ ନାରାୟଣ

ବନ୍ତ,୧୯।୨: ଦେଖିବା ମାତ୍ରେ ପେନ୍‌ସିଲ୍‌, କଲମ ମାଧ୍ୟମରେ ଅବିକଳ ଛବି ଆଙ୍କି ଦିଅନ୍ତି। ୭୭ ବର୍ଷ ବୟସରେ ବି ସେ ତାଙ୍କର ଏହି କଳାକୁ ଜାରି...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା; ୨ ପୋଲିସ କର୍ମଚାରୀ, ୨ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ : ଡିସିପି

ଭୁବନେଶ୍ୱର,୬।୯(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ରାଜଧାନୀରେ ଜଣେ ନାବାଳିକା ଗଣବଳାକତ୍ାରର ଶିକାର ହୋଇଥିଲେ। ଏହି ମାମଲାକୁ କମିଶନରେଟ ପୋଲିସ ଗୁରୁତର ସହ ନେଇଛି। ମହିଳା ଥାନା ପୋଲିସ...

ବୁଷ୍ଟର ଡୋଜ୍‌ ଦେବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା...

ସମୁଦ୍ର କୂଳରେ ‘ୱାଲର୍‌ଡ କ୍ଲେ ଡେ’

ବାଲେଶ୍ୱର ଅଫିସ,୧୬।୬-ବାଲେଶ୍ୱର ମଡ଼ ଆର୍ଟିଷ୍ଟଙ୍କ ଦ୍ୱାରା ମଙ୍ଗଳବାର ପୂର୍ବାହ୍ନରେ ଦୁବଲାଗଡ଼ି ସମୁଦ୍ରକୂଳରେ ‘ୱାଲର୍‌ଡ କ୍ଲେ ଡେ’ ପାଳନ କରାଯାଇଛି। ଶିଳ୍ପୀ କେଶୁ ଦାସଙ୍କ ତତ୍ତ୍ୱାବଧାନରେ ୧୫ଜଣ...

୨ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୮ା୭(ଡି.ଏନ୍‌.ଏ.): ମାଲକାନଗିରି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆସିଥିବା ବେଳେ ଏନେଇ ତେମୁରପାଲିଠାରେ ବିଏସ୍‌ଏଫ୍‌ କ୍ୟାମ୍ପର ମାଓବାଦୀଙ୍କ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ତାଙ୍କ ଗସ୍ତ...

ଉପକୂଳ ଆଡ଼କୁ ମାଡ଼ି ଆସୁଛି ‘ଗୁଲାବ’: ସନ୍ଧ୍ୟା ୬ରୁ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଏବେ ଉପକୂଳମୁହାଁ। ରବିବାର ସନ୍ଧ୍ୟା ୫ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୯୫ କିମି ଏବଂ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ...

Advertisement
Archives

Model This Week