ରାଜ୍ୟସ୍ତରୀୟ ଆମ୍ବ ଉତ୍ସବ

ଏସ୍‌ଆଇଆର୍‌ଡି-ପିଆର୍‌ କ୍ୟାମ୍ପସ୍‌ରେ ଓରମାସ୍‌ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆମ୍ବ ଉତ୍ସବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସ ଉପଲକ୍ଷେ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ ଗୁରୁଙ୍କୁ ପୂଜା କରୁଛନ୍ତି

ଗୁରୁଦିବସ ଉପଲକ୍ଷେ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ ଗୁରୁଙ୍କୁ ପୂଜା କରୁଛନ୍ତି।

ଟ୍ରାଫିକ୍‌ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରୁଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ

କଟକ ମଧୁପାଟଣା ଟ୍ରାଫିକ୍‌ ପୋଲିସ ଷ୍ଟେଶନ ନିକଟରେ ଟ୍ରାଫିକ୍‌ ସଚେତନତା ନେଇ ବାହାରିଥିବା ଟ୍ରାଫିକ୍‌ ସଚେତନତା ରଥକୁ ଟ୍ରାଫିକ ଡିସିପି ସାଗରିକା ନାଥ ପତାକା ଦେଖାଇ...

ରାଜଧାନୀରେ ପ୍ରବଳ ବର୍ଷା

ରାଜଧାନୀରେ ପ୍ରବଳ ବର୍ଷା

ଭାଜପାରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ

ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଶନିବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି।

୯ ଦଫା ଦାବିରେ ନିର୍ମାଣ ଶ୍ରମିକ ସଂଗଠନ ସମ୍ମନ୍ବୟ କମିଟି ପକ୍ଷରୁ ବିକ୍ଷୋଭ

୯ ଦଫା ଦାବିରେ ନିର୍ମାଣ ଶ୍ରମିକ ସଂଗଠନ ସମ୍ମନ୍ବୟ କମିଟି ପକ୍ଷରୁ ୟୁନିଟ୍‌ ୩ ଶ୍ରମ କମିଶନ ଅଫିସ ସମ୍ମୁଖରେ ବିକ୍ଷୋଭ।

ଜମ୍ମୁ-କଶ୍ମୀରରେ ୩୭୦ ଉଚ୍ଛେଦ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଖୁସି ମନାଉଛନ୍ତି।

ଜମ୍ମୁ-କଶ୍ମୀରରେ ୩୭୦ ଦଫା ଉଚ୍ଛେଦ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଖୁସି ମନାଉଛନ୍ତି।

ସିଂହଦ୍ୱାରରେ ସ୍ଥାପନ ହେଲା ଜୟ, ବିଜୟ ମୂର୍ତ୍ତି

ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି।

ଅସରାଏ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ପାଣି

ଅସରାଏ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ପାଣି।

Advertisement


Archives

Model This Week

Why Dharitri