
ଏସ୍ଆଇଆର୍ଡି-ପିଆର୍ କ୍ୟାମ୍ପସ୍ରେ ଓରମାସ୍ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆମ୍ବ ଉତ୍ସବ।
ଏସ୍ଆଇଆର୍ଡି-ପିଆର୍ କ୍ୟାମ୍ପସ୍ରେ ଓରମାସ୍ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଆମ୍ବ ଉତ୍ସବ।
ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନଠାରେ ଶହୀଦ ଓଡ଼ିଆ ଯବାନ ଅଜିତ୍ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ଶରତର କଅଁଳ ସ୍ପର୍ଶରେ କାଶତଣ୍ଡୀର ସମ୍ଭାର ରାଜନଗର ହଂସୁଆ ନଦୀ ତଟରେ ପ୍ରକୃତିର ରୁପା ଓଢଣୀ ..
ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ।
ପିଆଜର ଅହେତୁକ ଦରବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ।
ଗୁରୁଦିବସ ଉପଲକ୍ଷେ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ ଗୁରୁଙ୍କୁ ପୂଜା କରୁଛନ୍ତି।
କଟକ ଶହୀଦ ଭବନଠାରେ ଓଡ଼ିଶା କ୍ୟାନ୍ସର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱ କର୍କଟଜୟୀ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ।
ସ୍ନାନବେଦିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି।
ମେଟଲ୍ ମିଟ୍ରେ ଭାଗନେବାକୁ ଆସିଥିବା ପ୍ରତିଯୋଗୀ ସେଲ୍ଫି ଉଠାଉଛନ୍ତି।