Posted inଜାତୀୟ

ରାଜସ୍ଥାନରେ ହଜିଗଲେ ୭୮ ପାକ୍‌ ନାଗରିକ

ନୂଆଦିଲ୍ଲୀ,୧୨।୯: ଦେଶରେ ଏନ୍‌ଆର୍‌ଆଇକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜସ୍ଥାନରେ ରହୁଥିବା ପାକ୍‌-ବାଂଲାଦେଶୀ ନାଗରିକଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ରାଜସ୍ଥାନରେ ପ୍ରାୟ ୭୮ ପାକିସ୍ତାନୀ ନାଗରିକ ଆସି ରହୁଥିବା ସୂଚନା ଥିଲା। ହେଲେ ଏବେ ଏମାନଙ୍କର କୌଣସି ସନ୍ଧାନ ମିଳିପାରୁ ନାହିଁ। ଏମିତିକି ଗୁଇନ୍ଦା ବିଭାଗ ମଧ୍ୟ ଏମାନଙ୍କୁ ଖୋଜି ପାଉ ନ ଥିବା କୁହାଯାଉଛି। ପ୍ରଶାସନ ପାଖରେ ମଧ୍ୟ ଏମାନଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। ଏବେ ହଜିଯାଇଥିବା ଏହି ପାକ୍‌ ନାଗରିକ ରାଜସ୍ଥାନ ପାଇଁ ଚିନ୍ତାର କାରଣ ପାଲଟି ପାରନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ପାକିସ୍ତାନରୁ କେତେଜଣ ବ୍ୟକ୍ତି କିଛି କାମରେ ହେଉ ଅବା ନିଜ ସମ୍ପର୍କୀୟଙ୍କ ଘରକୁ ହେଉ ଭାରତ ଆସିଥାଆନ୍ତି। ଆଉ ଏମାନଙ୍କର ସମସ୍ତ ସୂଚନା ପୋଲିସ ନିକଟରେ ଥାଏ। ଏହାସହ ଏମାନଙ୍କ ରହଣି ଅବଧି ମଧ୍ୟ ପୋଲିସକୁ ସୂଚନା ଦିଆଯାଇଥାଏ। ହେଲେ ଏବେ ଜଣାପଡିଛି କି ଗତବର୍ଷ ପାକିସ୍ତାନରୁ ଆସିଥିବା ପ୍ରାୟ ୭୮ ଜଣ ନାଗରିକ ରାଜସ୍ଥାନ ଆସିବା ପରେ ଏଠାରେ ହିଁ ରହିଯାଇଥିଲେ। ହେଲେ ଏବେ ଏମାନଙ୍କର କୌଣସି ସୂଚନା ମିଳିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପରିସରରେ ନାବାଳିକାଙ୍କୁ ବଳାତ୍କାର

ପୁଣେ,୨୫।୩: ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଜଣେ ଅଜଣା ବ୍ୟକ୍ତି ଏକ ବେସରକାରୀ ସ୍କୁଲ ପରିସରରେ ବଳାତ୍କାର କରିଛନ୍ତି। ମହାରାଷ୍ଟ୍ରର ପୁଣେରୁ ଏଭଳି ଘଟଣା ସାମ୍ନାକୁ...

ବୋମା ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ହାଫିଜଙ୍କ ପୁଅ

ନୂଆଦିଲ୍ଲୀ,୧୦।୧୨: ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କ ପୁଅ ତହ୍ଲା ସଇଦ ଏକ ବୋମା ବିସ୍ଫୋଣର ସ୍ଥଳରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।...

ଆସାମରେ ଏନ୍‌ଆର୍‌ସି ସମୟସୀମା ବୃଦ୍ଧି ପାଇଁ ଆବେଦନ କଲେ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୬।୭: ଆସାମରେ ଜାତୀୟ ନାଗରିକ ପଞ୍ଜିକରଣ(ଏନ୍‌ଆର୍‌ସି) ସମୟ ସୀମା ବୃଦ୍ଧି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ ଦାଖଲ ହୋଇଛି। ଏହି ଆବେଦନ...

ଭାଜପାକୁ ଭାଙ୍ଗିବାକୁ ପ୍ରୟାସ:ଟିଏମ୍‌ସିରେ ସାମିଲ ହେଲେ ଅନେକ ନେତା

କୋଲକାତା,୨୧।୬: ପଶ୍ଚିମବଙ୍ଗରେ ଭାଜପାକୁ ଆଉ ଏକ ଝଟ୍‌କା ଲାଗିଛି। ଅଲିପୁରଦ୍ୱାରରୁ ଦଳର ଜିଲାଧ୍ୟକ୍ଷ ଗଙ୍ଗା ପ୍ରସାଦ ଶର୍ମା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ହାତ ଧରିଛନ୍ତି। ସୋମବାର ଦ୍ୱିପ୍ରହରରେ...

ମୋଦିଙ୍କ ପରେ ଲଦାଖ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ଲଦାଖର ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ନିକଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ସେଠାକାର ସ୍ଥିତି ସମୀକ୍ଷା...

ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କୁ କୋଲକାତା ବଦଳି ସୁପାରିସ

ନୂଆଦିଲ୍ଲୀ,୨୭।୫: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କୁ କୋଲକାତା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ...

କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ଶୀନଗରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସମୟରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି...

ଉନ୍ନାଓ ପୀଡିତାଙ୍କ ପରିବାରର ସମସ୍ତ ଦାବି ପୂରଣ କରାଯିବ: ଲକ୍ଷ୍ନୌ କମିଶନର

ଲକ୍ଷ୍ନୌ,୮।୧୨: ଉନ୍ନାଓ ପୀଡିତାଙ୍କ ପରିବାର ଯେଉଁସବୁ ଦାବି କରିଥିଲେ ତାହା ପୂରଣ କରାଯିବ ବୋଲି ଶନିବାର କଥା ଦେଇଛନ୍ତି ଉତ୍ତର ପ୍ରଦେଶ ପ୍ରଶାସନ। ଲକ୍ଷ୍ନୌ ଡିଭିଜନାଲ...

Advertisement
Archives

Model This Week