Posted inVideo

ରାଜଧାନୀରେ ମଦ ବେପାର

Featured Video Play Icon

ରାଜ୍ୟରେ ଅନଲାଇନରେ ମଦର ହୋମ ଡେଲିଭରି ଲାଗି ସରକାର ଅନୁମତି ପ୍ରଦାନ କରିଥିଲେ । ହେଲେ କେତେକ ଦୋକାନୀ ଅନଲାଇନରେ ବୁକିଂ କରିବା ସହ ଅଫଲାଇନରେ ମଧ୍ୟ ମଦ ବିକ୍ରି କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ମଦ ଦୋକାନ ଆଗରେ ସାମାଜିକ ଦୂରତ୍ୱକୁ ଲୋକେ ଭୁଲି ଭିଡ ଲଗାଇଥିବା ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଶଟଡାଉନରେ ପହିଲି ରଜ

ଆଜି ହେଉଛି ପହିଲି ରଜ । ରଜକୁ ନେଇ ସମସ୍ତଙ୍କ ମନରେ କେତେ କଣ ଉତ୍ସାହ । ତେବେ ଏଥର ରଜରେ ନାହିଁ ସେହି ମଉଜ...

Featured Video Play Icon

ECI announces Bijepur bypoll schedule | ବିଜେପୁର ଉପ ନିର୍ବାଚନ ତାରିଖ ଘୋଷଣା

By-election for Bijepur Assembly constituency will be held October 21, a press notification issued by Election Commission of India...

Featured Video Play Icon

ମଡେଲ ମିରର

Model Mirror: Photography | Studio Dharitri | Dharitri Live For the first time in the state, Odisha’s popular newspaper...

Featured Video Play Icon

ଜିକା ଭାଇରସ୍ ଚିହ୍ନଟ

କେରଳରେ ପୁଣି ଆଉ ଏକ ଭୂତାଣୁ ସଂକ୍ରମଣ । କେରଳରେ ବ୍ୟାପିଛି ଜିକା ଭାଇରସ୍ । ଦକ୍ଷିଣାଞ୍ଜଳ କେରଳରେ ଚିହ୍ନଟ ହୋଇଛନ୍ତି ୧୩ରୁ ଅଧିକ ସଂକ୍ରମିତ...

Featured Video Play Icon

କରୋନା ପାଇଁ ବେପାର ଠପ୍

କରୋନା ଉଜାଡି ଦେଇଛି ବ୍ୟବସାୟ । କରୋନା ଭୟ, ଲକଡାଉନ ଏବଂ ଶଟଡାଉନ ପାଇଁ ଲୋକେ ଭୟରେ ରହୁଥିବା ବେଳେ ବ୍ୟବସାୟୀଙ୍କ ବେପାର ପୁରା ମାନ୍ଦା...

Featured Video Play Icon

ରାଜସ୍ଥାନରେ ସବ୍ୟ ଓ ଅର୍ଚ୍ଚିତାଙ୍କ ବାହାଘର

ସବୁ ପ୍ରତିକ୍ଷାର ଅନ୍ତଘଟାଇ ଶେଷରେ ରିଲ୍ ଲାଇଫରୁ ରିୟଲ ଲାଇଫ ପାଟର୍ନର ପାଲିଟିଛନ୍ତି ଓଲିଡଉଡ୍ ସୁପର ଯୋଡି ସବ୍ୟ ଓ ଅର୍ଚ୍ଚିତା । ସବୁବେଳେ ଅନସ୍କ୍ରିନ୍‌ରେ...

Featured Video Play Icon

କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ

ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍‌ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଜାରି...

Featured Video Play Icon

Model Mirror: Photography | Studio Dharitri

For the first time in the state, Odisha’s popular newspaper ‘Dharitri’ gives an opportunity to aspiring models through it’s...

Advertisement


Archives

Model This Week