Posted inVideo

ରାଜଧାନୀରେ ମଦ ବେପାର

Featured Video Play Icon

ରାଜ୍ୟରେ ଅନଲାଇନରେ ମଦର ହୋମ ଡେଲିଭରି ଲାଗି ସରକାର ଅନୁମତି ପ୍ରଦାନ କରିଥିଲେ । ହେଲେ କେତେକ ଦୋକାନୀ ଅନଲାଇନରେ ବୁକିଂ କରିବା ସହ ଅଫଲାଇନରେ ମଧ୍ୟ ମଦ ବିକ୍ରି କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ମଦ ଦୋକାନ ଆଗରେ ସାମାଜିକ ଦୂରତ୍ୱକୁ ଲୋକେ ଭୁଲି ଭିଡ ଲଗାଇଥିବା ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ବନ୍ଦ ହେବକି ସୋସିଆଲ୍ ମିଡିଆ !

ଭାରତରେ ଫେସବୁକ୍, ଟ୍ୱିଟର, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆ କମ୍ପାନୀ କାମ କରିବା ବନ୍ଦ କରିବେ କି? ଏନେଇ ୟୁଜର୍ସଙ୍କ ଗହଣରେ ଖୁବ୍...

Featured Video Play Icon

Vote-counting training programme

CEO Surendra Kumar briefs during the vote-counting training session at the Geeta Govind Sadan inside the Suchana Bhawan campus.

Featured Video Play Icon

ଚାଲ ବୁଲିବା (ବ୍ରହ୍ମପୁର) – ବ୍ରହ୍ମପୁର ସ୍ପେଶାଲ ରାଓ୍ବା ଦୋଷା | Berhampur special Rawa Dosa

ଧରିତ୍ରୀ ଲାଇଭର ‘ଚାଲ ବୁଲିବା’ ପ୍ରୋଗ୍ରାମରେ ଏଥର ଆମେ ଆପଣଙ୍କୁ ଦେଖାଇବୁ ବ୍ରହ୍ମପୁରର କିଛି ସ୍ପେଶାଲ ବ୍ରେକଫାଷ୍ଟ ଷ୍ଟଲ । ଯେଉଁଠି ପୁରୀ, ମଶାଲା ଉପମା,...

Featured Video Play Icon

ନୌସେନାରେ କରୋନା

କରୋନା ଭାଇରସ ସବୁଠି ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତୀୟ ନୌସେନା ବି ଏଥିରୁ ବର୍ତ୍ତି ପାରିନାହିଁ। ସୂଚନା ଅନୁଯାୟୀ, ଭାରତୀୟ ନୌସେନାର...

Featured Video Play Icon

ଦିଲ୍ଲୀରେ ପୁଣି ଆପ୍ ସରକାର । AAP retains Delhi

Arvind Kejriwal led Aam Aadmi Party (AAP) is all set for a heavy majority in Delhi Assembly polls, if...

Featured Video Play Icon

ପିପିଲିରେ ଭାଜପା ଓ ବିଜେଡି ମୁହାଁମୁହିଁ

ଉପନିର୍ବାଚନ ପାଇଁ ଏବେ ପିପିଲିରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେଇ । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ସରଗରମ କରିଛନ୍ତି ନିଜ ପ୍ରଚାର ।...

Featured Video Play Icon

Ranu Mondal: From station to celebrity status | ଷ୍ଟେସନରୁ ଷ୍ଟାର ରାନୁ ମଣ୍ଡଳ

Once captured singing the popular Lata Mangeshkar song ‘Ek Pyaar Ka Nagma Hai’ at a busy platform of Ranaghat...

Featured Video Play Icon

ସପୁରୀରେ ବିସ୍ଫୋରକ, ଧିକ ସେ ମାନବିକତା

ନିକଟରେ କେରଳରେ ଏକ ଗର୍ଭିଣୀ ହାତୀର ହୃଦୟବିଦାରକ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କେମିତି...

Advertisement
Archives

Model This Week