
ବୁଧବାର ରାଜଧାନୀ ଭୁବନେଶ୍ୱରରେ ବର୍ଷା ସମୟର ଦୃଶ୍ୟ।
ବୁଧବାର ରାଜଧାନୀ ଭୁବନେଶ୍ୱରରେ ବର୍ଷା ସମୟର ଦୃଶ୍ୟ।
ଦିନ ସାରା ଝିପି ଝିପି ବର୍ଷାରେ ଭିଜିଲା ଭୁବନେଶ୍ୱରରେ ଭୁବନେଶ୍ୱରରେ କର୍ପୋରେଟ ପ୍ରିମିୟର ଲିଗର ଜର୍ସି ଉନ୍ମୋଚନ ଭୁବନେଶ୍ୱର କିଟ କ୍ୟାମ୍ପସ ସ୍ଥିତ...
ମହାନଦୀ ଜଳରାଶି ମଧ୍ୟରେ ଥିବା ବାଲୁକାଶଯ୍ୟାରେ ବସିଛନ୍ତି ପକ୍ଷୀ ଭୁବନେଶ୍ୱର ପିଏମଜି ରାସ୍ତାରେ ହେଲମେଟ ପିନ୍ଧି ଅଟୋ ଚଳାଉଛନ୍ତି ଚାଳକ କଟକସ୍ଥିତ ଓଡିଶା...
ବିଶ୍ୱ ଓଜୋନ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିଠାରେ ଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି।
କଟକ କଲେଜ ଛକରେ ବିକ୍ରି ପାଇଁ ତରଭୁଜକୁ ସଜାଇ ରଖୁଛନ୍ତି ମହିଳା ବ୍ୟବସାୟୀ ସରସ୍ବତୀ ପୂଜା ପାଇଁ କଟକ ଦୋଳମୁଣ୍ଡାଇ ଛକ ନିକଟରେ ଥିବା ...
ଭୁବନେଶ୍ୱର ରାମମନ୍ଦିରରେ ନୂଆବର୍ଷ ଲାଗି ଦୀପ ପ୍ରଜ୍ୱଳନ ଭୁବନେଶ୍ୱର ସୁନ୍ଦରପଦାରେ ବଗଙ୍କ ମନୋରମ ସମାବେଶ କଟକ ସିଲଭର ସିଟି ବୋଟିଂ କ୍ଲବରେ ନୂଆବର୍ଷ ପାଇଁ...
ଭୁବନେଶ୍ୱରସ୍ଥିତ ଇଡ୍କୋଲ ଅଡିଟୋରିୟମଠାରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ନିମନ୍ତେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା।
ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟକରଣ ଲାଗି ପ୍ରାଚୀରରେ ଚିତ୍ର ଆଙ୍କୁଛନ୍ତି ଚିତ୍ରଶିଳ୍ପୀ
ମେଟଲ୍ ମିଟ୍ରେ ଭାଗନେବାକୁ ଆସିଥିବା ପ୍ରତିଯୋଗୀ ସେଲ୍ଫି ଉଠାଉଛନ୍ତି।