
ରାଜଧାନୀରେ ପ୍ରବଳ ବର୍ଷା
ରାଜଧାନୀରେ ପ୍ରବଳ ବର୍ଷା
ରାଜ୍ୟସ୍ତରୀୟ କୁଇଜିଂ ଇଭେଣ୍ଟ ‘ମେଟଲ୍ ମିଟ୍-୨୦୧୯’ ଆରମ୍ଭ।
ଜମ୍ମୁ-କଶ୍ମୀରରେ ୩୭୦ ଦଫା ଉଚ୍ଛେଦ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଖୁସି ମନାଉଛନ୍ତି।
କୃଷକ ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷିଜୀବୀ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜସ୍ତରୀୟ କର୍ମଶାଳାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମଞ୍ଚାସୀନ ଅନ୍ୟ ଅତିଥିମାନେ।
ରସୁଲଗଡ଼ ବାଲିଆପାଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଛାତ୍ରୀଛାତ୍ରଙ୍କ ରାଧାକୃଷ୍ଣ ବେଶ।
ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ସମୟରେ ବ୍ୟବହୃତ ଟାହିଆକୁ କଟକ ଫିରିଙ୍ଗି ବଜାରଠାରେ ପ୍ରସ୍ତୁତ କରୁଥିବା ଯୁବତୀମାନେ
ଅସରାଏ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ପାଣି।
କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।