
ରଥଯାତ୍ରା ଉପଲକ୍ଷେ ଶିଳ୍ପୀ ଏଲ୍ ଇଶ୍ୱର ରାଓଙ୍କ ଦିଆସିଲି କାଠିରେ ନିର୍ମିତ କଳାକୃତି।
ରଥଯାତ୍ରା ଉପଲକ୍ଷେ ଶିଳ୍ପୀ ଏଲ୍ ଇଶ୍ୱର ରାଓଙ୍କ ଦିଆସିଲି କାଠିରେ ନିର୍ମିତ କଳାକୃତି।
ପବିତ୍ର ରମଜାନ ମାସରେ ଭୁବନେଶ୍ୱର ୟୁନିଟ-୪ ମସଜିଦ ପରିସରରେ ରୋଜା ରଖିଥବା ଶ୍ରଦ୍ଧାଳୁଙ୍କ ସମୂହ ପ୍ରାର୍ଥନା ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୧ତମ ସମାବର୍ତ୍ତନ ଉତ୍ସବ...
ଗୁରୁଦିବସ ଉପଲକ୍ଷେ ୟୁନିଟ-୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ ଗୁରୁଙ୍କୁ ପୂଜା କରୁଛନ୍ତି।
କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଆୟୋଜିତ ସାଂସ୍କୃତିକ ସମାରୋହରେ ଓଡ଼ିଶୀ ନୃତ୍ୟ ପରିବେଷଣ
କୃଷକ ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷିଜୀବୀ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜସ୍ତରୀୟ କର୍ମଶାଳାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମଞ୍ଚାସୀନ ଅନ୍ୟ ଅତିଥିମାନେ।
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
କଟକ ସିଡିଏ ନେତାଜୀ ସେତୁ ନିକଟ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ।
କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ କ୍ୟାଥଲିକ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନରେ ଶ୍ରଦ୍ଧାଳୁଙ୍କ ଦର୍ଶନ ...
୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ଭାଜପା ପକ୍ଷରୁ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଉଛି।