ଯେଉଁଠି ରାତିରେ କଳା ରଙ୍ଗ ହୋଇଯାଏ ବାଲି

ଗୁଜରାଟର ଦୁମାସ୍‌ ସମୁଦ୍ରତଟ ଆଜି ବି ଲୋକଙ୍କ ମନରେ ଭୟ ସଞ୍ଚାର କରି ରଖିଛି। ଜନଶ୍ରୁତି ଅନୁସାରେ, ଏଠାରେ ପାପ ଶକ୍ତିଙ୍କ ପ୍ରଭାବ ରହିଥିବା ଜଣାଯାଏ। ଅନେକ ଅଦୃଶ୍ୟ ଶକ୍ତିଙ୍କ ଉପତ୍ାତ ଏଠାରେ ଦେଖିବାକୁ ମିଳେ। ବିଶେଷକରି ସୂର୍ଯ୍ୟାସ୍ତ ପରେ ଏମାନଙ୍କ ଉପଦ୍ରବ ବଢ଼ିଯାଏ। ଏଣୁ ସନ୍ଧ୍ୟାପରେ ଏଠାକୁ ଯିବାକୁ ନିଷେଧ କରାଯାଇଛି। ଚିକ୍‌ମିକ୍‌ ରାତିରେ ସମୁଦ୍ର ଜଳ ଏବଂ ବାଲି ଉପରେ କିଛି ଛାଇ ମଧ୍ୟ ଦେଖିବାକୁ ମିଳିଛି। ଏମାନେ ରାତିହେଲେ ଏକାଠି ହୋଇ ଉତ୍ସବ ମନାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରାତି ହେବା ପରେ ଏ ସ୍ଥାନ ଏକଦମ୍‌ ଶୂନଶାନ୍‌ ପାଲଟିଯାଏ। ଅଚାନକ ବାଲି କଳା ରଙ୍ଗ ଧାରଣ କରେ। କାହଁି କେଉଁ କାଳରୁ ଏଭଳି ଭାବେ ପ୍ରତିରାତିରେ ବାଲିର ରଙ୍ଗ ପରିର୍ବନ ହୋଇ କଳା ହେବା ପଛର ରହସ୍ୟ ବି କେହି ଜାଣିପାରି ନାହାନ୍ତି। ସବୁଠୁ ବଡ଼ କଥା ଏ ସ୍ଥାନକୁ ପ୍ରେମୀଯୁଗଳଙ୍କ ଆସିବା ଉପରେ କଟକଣା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁନର୍ଜୀବନ ଦେବାକୁ କହି ବୃଦ୍ଧାକୁ କଲେ ହତ୍ୟା

ଉଦୟପୁର,୭ା୮: ରାଜସ୍ଥାନର ଉଦୟପୁରରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି। କ୍ୟାମେରା ସମ୍ମୁଖରେ ଜଣେ ବ୍ୟକ୍ତି ୮୫ ବର୍ଷୀୟା ବୃଦ୍ଧାଙ୍କୁ ଛତାରେ ଆକ୍ରମଣ କରି ହତ୍ୟା କରିଛନ୍ତି।...

ଇସ୍ରୋ ବୈଜ୍ଞାନିକଙ୍କ ଦରମା କଟିଲା

ନୂଆଦିଲ୍ଲୀ, ୧୨।୭:ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ରେ କାର୍ଯ୍ୟରତ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ଦରମା କାଟିଦେଇଛନ୍ତି କେନ୍ଦ୍ର ସରକାର। ୨୦୧୯, ଜୁନ୍‌ ୧୨ରେ ସରକାରଙ୍କ ପକ୍ଷରୁ...

ବର୍ଷାରେ ଭିଜି ପାଦରେ ଚାଲି ଚାଲି ଯାଇ ଗୁମ୍ଫାରେ ଧ୍ୟାନ କଲେ ମୋଦି

ଡେରାଡୁନ,୧୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ସାରି ଶନିବାର କେଦାରନାଥ ଦର୍ଶନରେ ବାହାରିଥିଲେ। ଏହି ଅବସରରେ ଡେରାଡୁନରେ ପ୍ରାୟ ୧.୫ କିଲୋମିଟର ପାହାଡ ଉପରେ...

୭ ଘଣ୍ଟା ଅନ୍ଧାରରେ ସାରା ଦେଶ

କଲୋମ୍ବୋ, ୧୮।୮: ସୋମବାର ରାତିରେ ଶ୍ରୀଲଙ୍କା ୭ ଘଣ୍ଟା ପାଇଁ ଅନ୍ଧାରରେ ବୁଡ଼ି ରହିଥିଲା। ରାଜଧାନୀ କଲୋମ୍ବୋରେ ଥିବା କେରାଓ୍ବଲପେଟିଆ ବିଦ୍ୟୁତ୍‌ ୟୁନିଟ୍‌ରେ ଯାନ୍ତ୍ରିକ ତ୍ରୁଟି...

‘ ଏବେ ବି ୫୦ ପ୍ରତିଶତ ଲୋକ ପିନ୍ଧୁ ନାହାନ୍ତି ମାସ୍କ ’

ନୂଆଦିଲ୍ଲୀ, ୨୦।୫ : ଏବେ ମଧ୍ୟ ୫୦ ପ୍ରତିଶତ ଲୋକେ ପିନ୍ଧୁ ନାହାନ୍ତି ମାସ୍କ। ଆଉ ବାକି ୫୦ ପ୍ରତିଶତରୁ ୬୪ ପ୍ରତିଶତ ଲୋକେ କେବଳ...

ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବା ସ୍ବୀକାର କରୁନାହାଁନ୍ତି କେନ୍ଦ୍ର ସରକାର: ସଞ୍ଜୟ ସିଂ

ନୂଆଦିଲ୍ଲୀ, ୧୧।୬: ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏନେଇ ଆମ୍‌ ଆଦମି ପାର୍ଟି(ଏଏପି) ପକ୍ଷରୁ ଏମ୍‌ପି ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଦିଲ୍ଲୀରେ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଜନାଦେଶ ଯାତ୍ରାରେ ବିରୋଧୀଙ୍କ ନିଆରା ପ୍ରତିବାଦ

ସାଙ୍ଗଲି,୧୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଜନାଦେଶ ଯାତ୍ରାକୁ ସ୍ବାଭିମାନୀ ଶେତକାରୀ ସଙ୍ଗଠନ(ଏସ୍‌ଏସ୍‌ଏସ୍‌) ପକ୍ଷରୁ ନିଆରା ପ୍ରତିବାଦ କରାଯାଇଛି। ସୋମବାର ମହାରାଷ୍ଟ୍ରର ସାଙ୍ଗଲୀ ଜିଲାରୁ ପ୍ରାୟ...

ହଟିଲା ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି କଟକଣା

ନୂଆଦିଲ୍ଲୀ,୮ା୪: ଆମେରିକା ସମେତ କରୋନା ଭୂତାଣୁ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକୁ ଭାରତ ଔଷଧ ଯୋଗାଇଦେବ। ଏବେ ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏବଂ ପାରାସିଟାମଲ...

Advertisement
Archives

Model This Week