ଯେଉଁଠି ମୃତକଙ୍କର ହୁଏ ବିବାହ

ବିବାହ ଏକ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ରହିଛି ଅନେକ ପରମ୍ପରା। କେଉଁଠି ଘୋଡା ଚଢି ତ ପୁଣି କେଉଁଠି ପାଲିଙ୍କି ସବାରୀରେ ବରବଧୂ ବିବାହ ମଣ୍ଡପରେ ଆସି ବିବାହ କରିଥାଆନ୍ତି। ହେଲେ ଉତ୍ତର ପ୍ରଦେଶ ଶାହାଜାହାନପୁରରେ ହେଉଥିବା ବିବାହ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ଏଠି ଜୀବିତ ନୁହେଁ ମୃତ ବ୍ୟକ୍ତିଙ୍କର ବିବାହ କରାଯାଇଥାଏ। ଏହି ବିବାହରେ ବରଯାତ୍ରୀ ସହ ପ୍ରୋସେଶନ ମଧ୍ୟ ବାହାରିଥାଏ। ଧୂମଧାମ୍‌ରେ ଜାକଜମକ ସହକାରେ ବର ପହଞ୍ଚେ କନ୍ୟା ଘରେ। ସୂଚନାଯୋଗ୍ୟ, ମୃତ କନ୍ୟାର ପରିବାର ଲୋକେ ଅପେକ୍ଷା ରଖିଥାଆନ୍ତି ଗାଁରେ ଯେବେ ଜଣେ ପୁରୁଷ ପିଲାର ମୃତ୍ୟୁ ହୁଏ ତା’ପରେ ଯାଇ ବିବାହ କରାଯାଇଥାଏ। ଏଥିପାଇଁ ବେଳେବେଳେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିଥାଏ। ଏଥିରେ ବରକନ୍ୟାଙ୍କର ପ୍ରତିକ ଭାବେ କଣ୍ଢେଇକୁ ବାହାଘର କରାଯାଇଥାଏ। ନଟବାଜି ସମାଜରେ ପ୍ରଚଳିତ ଏହି ପ୍ରଥା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ହରିଶ ରାଓ୍ବତ

ଚଣ୍ଡିଗଡ,୧।୯: ପଞ୍ଜାବରେ କଂଗ୍ରେସ ନେତୃତ୍ୱକୁ ‘ପଞ୍ଜ ପ୍ୟାରେ’ ବୋଲି ବର୍ଣ୍ଣନା କରି ଏକ ବିବାଦରେ ଛନ୍ଦି ହୋଇପଡିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ...

କାର୍‌ ବାଇକ୍‌ ବଦଳରେ ଏଠାରେ ଲୋକେ କେବଳ କିଣନ୍ତି ବୋଟ୍‌, କାରଣ ଜାଣିଲେ…

ଦୁନିଆର ଯେକୌଣସି ସ୍ଥାନକୁ ସଂଯୋଗ କରିବାରେ ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କେବଳ ରାସ୍ତା ଦେଇ...

ଗ୍ୟାଙ୍ଗ୍‌ଷ୍ଟାର୍‌ ବିକାଶ ଦୁବେଙ୍କ ଅସ୍ଥି ନେବା ପାଇଁ ପହଞ୍ଚିଲେ ସ୍ତ୍ରୀ

କାନପୁର,୧୮।୮:ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଅସ୍ଥି ନେବା ପାଇଁ ନେବା ସ୍ତ୍ରୀ ରିଚା ଦୁବେ ମଙ୍ଗଳବାର କାନପୁରରେ ପହଞ୍ଚିଛନ୍ତି। ବିକାଶଙ୍କ ଅସ୍ଥିକୁ କାନପୁରର...

୭୬ ବର୍ଷୀୟ ବୃଦ୍ଧ ୭୧ ବର୍ଷୀୟା ବୃଦ୍ଧାଙ୍କୁ କଲେ ପ୍ରେମ ନିବେଦନ: ଆଉ ତା’ପରେ…

ପ୍ରେମ ମାନେନା ଜାତି, ଧର୍ମ। ଏହାର କୌଣସି ବୟସ ନ ଥାଏ। କୌଣସି ବି ବୟସରେ ପ୍ରେମ ହୋଇପାରେ। ସେମିତି କିଛି ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର...

ନକାରାତ୍ମକ ଚିନ୍ତାଧାରା ଘାତକ

କରୋନା ସଂକ୍ରମଣ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସୁଷମ ଖାଦ୍ୟ ଏବଂ ଯୋଗ ପ୍ରାଣାୟାମ ଦ୍ୱାରା ଯେ, କେବଳ...

ଅଖିଳେଶ କରୋନା ଆକ୍ରାନ୍ତ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବୁଧବାର ସକାଳେ ଅଖିଳେଶ ଟୁଇଟ କରି...

୩୦ ବର୍ଷ ହେବ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି ଏହି ୮୦ ବର୍ଷୀୟ ବ୍ୟକ୍ତି

ମହାରାଷ୍ଟ୍ରର ସତାରାର ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରତିଦିନ ୨୫୦ ଗ୍ରାମ...

ସାଇବର ଅପରାଧୀ ବ୍ୟାକରଣ ପଢ଼ିବେ

ନାଗପୁର: ସାଇବର ଅପରାଧୀ ପଢ଼ିବେ ବ୍ୟାକରଣ ପାଠ। ଆଉ ସେମାନଙ୍କୁ ଏଇ ପାଠ ପଢ଼ାଇବେ ନାଗପୁର ପୋଲିସ୍‌। ସାଇବର ଅପରାଧୀଙ୍କ ଉଦ୍ଦେଶ୍ୟରେ ଏମିତି ଏକ ଟୁଇଟ୍‌...

Advertisement
Archives

Model This Week