Posted inଫୁରସତ

ଯେଉଁଠି ମା’ ଯାଆନ୍ତି ବିଦେଶ; ଘର ସମ୍ଭାଳନ୍ତି ବାପା…

ସାଧାରଣତଃ ଅଧିକ ରୋଜଗାର ତଥା ପିଲାଙ୍କୁ ଭଲ ଭାବେ ଲାଳନ ପାଳନ କରିବା ପାଇଁ ବାପାମାନେ ବିଦେଶରେ ଚାକିରି କରିବାକୁ ଯାଇଥାଆନ୍ତି। ମାତ୍ର ପୂର୍ବ ଇଣ୍ଡୋନେସିଆରେ ମହିଳାମାନେ ବିଦେଶରେ ଚାକିରି କରିବାକୁ ଘରଛାଡ଼ି ଚାଲିଯାଆନ୍ତି। ଏଠାରେ ବାପାମାନେ ଘର ସମ୍ଭାଳନ୍ତି। ୧୯୮୦ଠାରୁ  ଏଠାକାର ମହିଳାମାନେ ଘରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଏଭଳି କରିବା ଆରମ୍ଭ କରିଥିଲେ। ଅଧିକାଂଶ ମହିଳା ବିନା ବୈଧ କାଗଜପତ୍ରରେ ବିଦେଶରେ କାମ କରିଥାନ୍ତି। ବେଳେବେଳେ ସେମାନେ ଅତ୍ୟାଚାରର ଶିକାର ମଧ୍ୟ ହୋଇଥାନ୍ତି। ଏଠାକାର ଅଞ୍ଚଳକୁ ‘ବିନା ମା’ ଗାଁ’ ଭାବେ ଅଭିହିତ କରାଯାଇଥାଏ। କେତେକ ମା’ ଘରେ ଏକ ବର୍ଷର ପିଲାଙ୍କୁ ଛାଡି ବିଦେଶ ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଥର ଜରିମାନା ଦେବା ପରର ଅବସ୍ଥା! ଭୟରେ ଖାଇବା ସମୟରେ ବି ମୁହଁରୁ ମାସ୍କ କାଢ଼ିଲେ ନାହିଁ ଏହି ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସତ୍ତ୍ୱେ କିଛି ଲୋକ ସାର୍ବଜନିକ ସ୍ଥାନରେ ମଧ୍ୟ ମାସ୍କ ପିନ୍ଧି ନ...

ବାଲେଶ୍ୱରରୁ ବଲିଉଡ୍‌: ଅଭିନେତା ରତିକାନ୍ତ କାମିଲା; ଧାରାବାହିକରୁ ମିଳିଛି କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିବାର ବି ସୁଯୋଗ

ଜନ୍ମ ତାଙ୍କର ସୁନାରୀ ପରିବାରରେ। କିନ୍ତୁ ଛୋଟବେଳୁ ନିଷ୍ପତ୍ତି ନେଇସାରିଥିଲେ ଯେ, ସେ ହେବେ ଅଭିନେତା। ଏଥିପାଇଁ ସେ କରିଥିଲେ ଅନେକ କଷ୍ଟ। ଫଳସ୍ବରୂପ ଆଜି...

ପାଖରେ ଅଛି କି ଏଭଳି ନୋଟ୍‌, ରାତାରାତି ପାଲଟିବେ ଧନୀ…

ନୂଆଦିଲ୍ଲୀ,୧୩।୭: କେତେକ ପୁରୁଣା ନୋଟ୍‌ ଏବଂ ସ୍ବତନ୍ତ୍ର ନମ୍ବର ରହିଥିବା ନୋଟ୍‌ ପାଖରେ ଥିଲେ ଏହା ରାତାରାତି ଧନୀ କରିଦେବ। ଏକ ଟଙ୍କିଆରୁ ଆରମ୍ଭ କରି...

କାହିଁକି ମଣିଷ ରକ୍ତ ପିଅନ୍ତି ମଶା… କାରଣ ଜାଣି ଚକିତ ହେଲେ ବୈଜ୍ଞାନିକ

ଆପଣ ଜାଣନ୍ତି କି ମଶା ଆପଣଙ୍କ ରକ୍ତକୁ କାହିଁକି ଶୋଷନ୍ତି? ସେମାନେ କିପରି ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ? ହୁଏତ ନା। ଏବେ ବୈଜ୍ଞାନିକମାନେ ଏହାର...

ଚନ୍ଦ୍ରକୁ ଶୁଷ୍କ ଭାବିବା ଭୁଲ୍‌

ଟୋକିଓ, ୧୩ା୬: ଚନ୍ଦ୍ର ଶୁଷ୍କ ବୋଲି ଆମେ ଭାବିଥାଉ। ବହୁ ଜ୍ୟୋତିର୍ବିଦ ଭାବନ୍ତି, ଆମର ଏକମାତ୍ର ଉପଗ୍ରହ ଅଙ୍ଗାରକ ଭଳି ଅସ୍ଥିର ତତ୍ତ୍ୱ ରହିତ, ଯାହା...

ଜିମ୍‌ ସେଣ୍ଟରରେ ଓ୍ବାର୍କଆଉଟ୍‌ କରୁଥିଲେ ବ୍ୟକ୍ତି, ଏମିତି କିଛି ଦୃଶ୍ୟ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଏବେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଜିମ୍‌ ସେଣ୍ଟରରେ ଓ୍ବାର୍କଆଉଟ୍‌ କରୁଥିବା ନଜର ଆସିଛନ୍ତି। ଏଥିରେ ବ୍ୟକ୍ତିଙ୍କ...

୫୩ ବର୍ଷ ପରେ ମିଳିଲା ହଜିଲା ପର୍ସ

ଓ୍ବାଶିଂଟନ, ୭।୨: ଆଣ୍ଟ୍ରାକ୍ଟିକାରେ ୫୩ ବର୍ଷ ତଳେ ହଜିଥିବା ଏକ ପର୍ସ ଏବେ ଆମେରିକାରୁ ମିଳିଛି। ପର୍ସର ମାଲିକ ୯୧ ବର୍ଷ ବୟସ୍କ ପୋଲ ଗ୍ରିଶାମ୍‌...

ଯେଉଁଠି ମୃତ ବ୍ୟକ୍ତିଙ୍କ ସହ କରାଯାଏ ଝିଅଙ୍କ ବିବାହ

ଭାରତ ଏକ ବିଶାଳ ଦେଶ। ଏଠାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି। ପ୍ରତ୍ୟେକ ସମ୍ପ୍ରଦାୟର ଲୋକ ନିଜ ସଂସ୍କୃତି ଏବଂ ପରମ୍ପରା ଅନୁସାରେ...

Advertisement
Archives

Model This Week