ମୟୂରଭଞ୍ଜ ମହୋତ୍ସବର ସାଂସ୍କୃତିକ ସା ଉଦ୍‌ଘାଟିତ

ବାରିପଦା ଅଫିସ,୨୭ା୧୧- ମୟୂରଭଞ୍ଜ ମହୋତ୍ସବର ପ୍ରଥମ ସାଂସ୍କୃତିକ ସା ମଙ୍ଗଳବାର ଉଦଘାଟିତ ହୋଇଛି। ବାରିପଦା ଛଉ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏମପି ଇଂ.ବିଶେଶ୍ୱର ଟୁଡୁ ଉଦଘାଟନ କରି ଜିଲାର ଇତିହାସ, ସଂସ୍କୃତି, ପରମ୍ପରା ନିଆରା ଏବଂ ଦେଶ ବିଦେଶରେ ଏହି ପରମ୍ପରା ସବୁ ବେଳେ ପ୍ରଶଂସିତ ହୋଇ ରହିଛି। ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ହେଉଥିବା ପ୍ରୟାସ ନିହାତି ଭାବେ ପ୍ରଶଂସନୀୟ ବୋଲି କହିଥିେଲେ। ଆୟୋଜକ କମିଟିର ଚେୟାରମ୍ୟାନ ଉତ୍ତମ ମହାନ୍ତି, ସଭାପତି ଅସିତ ପତି, କାର୍ଯ୍ୟକାରୀ ସଭାପତି ସଞ୍ଜୀବ ଦ୍ବିବେଦୀ, ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ସମ୍ପାଦକ ଇଂ. ବିପ୍ଳବ ଭଞ୍ଜନ ବୁଗୁଡ଼େଇ, ରାକେଶ ସିଂ, ପିଣ୍ଟୁ ମାଇତି,ତାପସ ପାଢୀ, ଲଡୁକେଶ୍ୱର ରଣା, ଲଲବହାଦୁର ମହାନ୍ତି, ରକେଶ ବେହେରା, ନିମାଇଁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସିନେ ତାରକା ସ୍ବର୍ଗତ ସଲିଲ ମିତ୍ରଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ଦେଉଛନ୍ତି ନିର୍ଯାତନା

ଖୋର୍ଦ୍ଧା ଅଫିସ,୨୫ା୧୧:ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ତାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ହେମନ୍ତ ଭୋଇଙ୍କୁ ମାନସିକ ନିର୍ଯାତନା ଦେଉଥିବା ଗୁରୁବାର ଟାଉନ ଥାନାରେ ଅଭିଯୋଗ...

୬୮ କି.ମି. ଜଙ୍ଗଲ ଜମିକୁ ଅନୁମୋଦନ

ଭୁବନେଶ୍ବର(ବ୍ୟୁରୋ)/ନୟାଗଡ଼ ଅଫିସ୍‌, ୧୩ା୨: ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୧୧୨ କିଲୋମିଟରରୁ ୧୮୦ କିଲୋମିଟର ମଧ୍ୟରେ ୬୮...

ପେସାଦାର ମତ୍ସ୍ୟଜୀବୀଙ୍କ ବିକ୍ଷୋଭ : ୨ଦିନ ହେଲା ଚିଲିକାରୁ ଘେରି ଉଚ୍ଛେଦ ବନ୍ଦ

କୃଷ୍ଣପ୍ରସାଦ,୨୮ା୧୧(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକାରେ ସୋମବାରଠାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ମାଲୁଦ ଅଞ୍ଚଳରୁ ଘେରି କଟାଯାଉଥିବା ବେଳେ...

ଏମ୍‌କେସିଜି ମେଡିକାଲ ବିକାଶ ପାଇଁ ହେଉ ସ୍ବତନ୍ତ୍ର ଯୋଜନା

ବ୍ରହ୍ମପୁର ଅଫିସ,୧୨ା୩: ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବୁଧବାର ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା। ଜିଲାର ପ୍ରମୁଖ ସହର ରେଶମ ନଗରୀ...

ରାଶନ ସାମଗ୍ରୀ ପ୍ରଦାନରେ ଅନିୟମିତତା ଅଭିଯୋଗ

ରସୁଲପୁର, ୫।୬ (ଡି.ଏନ୍‌.ଏ.)-କରୋନା ପାଇଁ ରାଶନକାର୍ଡଧାରୀଙ୍କୁ ୯୦ ଦିନର ରାଶନ ଆଗୁଆ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକ୍ରମେ...

ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ନୂଆଗାଁ, ୧୧।୩ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର କଇଁଆ ସାହିରେ ମଙ୍ଗଳବାର ସ୍ବାମୀଙ୍କ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଲକ୍ଷ୍ମୀ...

୧୫ ଆଇସ୍‌କ୍ରିମ କାଠିରେ ମା’ ଦୁର୍ଗା

ବ୍ରହ୍ମପୁର ଅଫିସ୍‌, ୨।୧୦: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ସର୍ବଦା କିଛି ନିଆରା କଳାକୃତି ପାଇଁ ପ୍ରୟାସ ଜାରି ରଖିଥାନ୍ତି। ଯାହା ଦ୍ୱାରା ସେ...

ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍‌: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ

ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା...

Advertisement
Archives

Model This Week