ମୋବାଇଲ ଓ୍ବାଲେଟ କଓ୍ବୋଇସି; ୬ ମାସ ସମୟ ବଢ଼ାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମୋବାଇଲ ଓ୍ବାଲେଟ ଲାଗି କଓ୍ବୋଇସି(ନୋ ୟୋର କଷ୍ଟମର) ଦାଖଲ କରିବା ସମୟସୀମାକୁ ଆହୁରି ୬ ମାସ ବଢ଼ାଇ ଦେଇଛି। ପୂର୍ବରୁ ଏହା ଚଳିତ ମାସ ୩୧ ଯାଏ ଥିଲା। ଏହାଦ୍ୱାରା ପ୍ରିପେଡ୍‌ ଓ୍ବାଲେଟ ଜାରି କରୁଥିବା କମ୍ପାନୀ ଆଶ୍ୱସ୍ତ ହୋଇଛନ୍ତି। ଆର୍‌ବିଆଇ ସମୟସୀମା ବଢ଼ାଇ ନ ଥିଲେ ଲକ୍ଷ ଲକ୍ଷ ମୋବାଇଲ ଓ୍ବାଲେଟ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥା’ନ୍ତା। ସେମାନେ ଆଉ ନେଣଦେଣ କରିପାରି ନ ଥାନ୍ତେ। ଆର୍‌ବିଆଇର ଉକ୍ତ ନିଷ୍ପତ୍ତି ଯୋଗୁ ପେଟିଏମ୍‌, ମୋବିକ୍ୱିକ୍‌, ଏୟାରଟେଲ ମନି, ଆମାଜନ ପେ, ଓଲା ମନି, ପେୟୁ, ଫୋନ୍‌ପେ, ଆଇସିଆଇସିଆଇ ପକେଟ, ଏଚ୍‌ଡିଏଫ୍‌ସି ପେଜେପ୍‌,ଗୁଗଲ ପେ ଆଦି ଉପକୃତ ହେବେ। ସୂଚନାଥାଉ କି, ଆର୍‌ବିଆଇ କଓ୍ବୋଇସି କରିବା ଅବଧିକୁ ଚଳିତବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲା। ପରେ କମ୍ପାନୀଗୁଡ଼ିକର ଅନୁରୋଧ କ୍ରମେ ଏହାକୁ ଅଗଷ୍ଟ ୩୧ ଯାଏ ବଢ଼ାଇଥିଲା। ଅଦ୍ୟାବଧି ୩୦ରୁ ୪୦ ପ୍ରତିଶତ ଗ୍ରାହକ ଓ୍ବାଲେଟ୍‌ର କଓ୍ବୋଇସି ଦାଖଲ ସମ୍ପୂର୍ଣ୍ଣ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବିଟ କାର୍ଡ ବନ୍ଦ କରିବାକୁ ଏସ୍‌ବିଆଇର ପ୍ରସ୍ତୁତି

ନୂଆଦିଲ୍ଲୀ,୨୧-୮: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନକୁ ବନ୍ଦ କରିବାକୁ ଯାଉଛି। ଏହା ବଦଳରେ ବ୍ୟାଙ୍କ ୟୋନୋ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ...

ମାର୍ଚ୍ଚରେ ୧୨ ଦିନ ବ୍ୟାଙ୍କ ବନ୍ଦ ! ଦେଖନ୍ତୁ ପୁରା ତାଲିକା…

ନୂଆଦିଲ୍ଲୀ,୧।୩: ଆଜିଠାରୁ ଆରମ୍ଭ ହୋଇଛି ମାର୍ଚ୍ଚ ମାସ। ଏହି ମାସରେ ହୋଲି ସମେତ ଅନେକ ଉତ୍ସବ ପଡ଼ୁଥିବାରୁ ବ୍ୟାଙ୍କ ମଧ୍ୟ ଛୁଟି ରହିବ। ଭାରତୀୟ ରିଜର୍ଭ...

ବିଟ୍‌କଏନ୍‌ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ, ୧୯ ।୬: ବିଟ୍‌କଏନ୍‌ରେ ଶନିବାର ଭାରି ହ୍ରାସ ଦେଖିବାକୁ ମିଳିଛି। ଏହା ୨୦,୦୦୦ ଡଲାରରୁ ଊର୍ଦ୍ଧ୍ୱ ହ୍ରାସ ଘଟି ୧୮ ମାସର ସର୍ବନିମ୍ନ ସ୍ତରରେ...

ଦୋହଲିଗଲା ଖାଉଟିଙ୍କ ଆତ୍ମବିଶ୍ୱାସ

  ନୂଆଦିଲ୍ଲୀ,୬।୬: କରୋନା ପାଇଁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି। ଏହି ମହାମାରୀ ଖାଉଟିଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଥିବା ଜଣାପଡିଛି। ଏଥିଲାଗି ଚଳିତ...

ଏଚ୍‌ଏମ୍‌ଆଇଏଫ୍‌ର ଟେଲି ମେଡିସିନ କ୍ଲିନିକ୍‌ ‘ସ୍ପର୍ଶ ସଞ୍ଜୀବନୀ’

ଭୁବନେଶ୍ୱର,୨୪।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌)ର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅନୁଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ (ଏଚ୍‌ଏମ୍‌ଆଇଏଫ୍‌)...

୬.୫ ବିଲିୟନ ଡଲାରରୁ ଅଧିକ ବଢ଼ିଲା ରିଜର୍ଭ

ନୂଆଦିଲ୍ଲୀ,୬।୧୧: ଚଳିତ ବର୍ଷ ଅକ୍ଟୋବର ଶେଷ ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାରର କାରବାରରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ବର୍ଷକରୁ ଅଧିକ ସମୟ...

ଏଲ୍‌ ଆଣ୍ଡ ଟି ସହ ଡ୍ରିମ୍‌ସର ଚୁକ୍ତିନାମା ସ୍ବାକ୍ଷର

ଭୁବନେଶ୍ୱର,୭।୮: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଡ୍ରିମ୍‌ସ ଏବଂ ଏଲ୍‌ ଆଣ୍ଡ ଟି ଏଡୁଟେକ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଇଞ୍ଜିନିୟରିଂ ଛାତ୍ରମାନଙ୍କ ପାଇଁ...

ନାସ୍‌କମ୍‌ର ଅଧ୍ୟକ୍ଷ ହେଲେ ରାମାନୁଜମ

ନୂଆଦିଲ୍ଲୀ,୨୮।୪: ଟିସିଏସ୍‌ର ସଭାପତି (ଏଣ୍ଟରପ୍ରାଇଜ୍‌ ଗ୍ରୋଥ୍‌ ବିଜ୍‌ନେସ୍‌) କ୍ରିଷ୍ଣନ ରାମାନୁଜମ ଚଳିତ ଆର୍ଥିକ ବର୍ଷ ପାଇଁ ନାସ୍‌କମ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୧-୨୨ରେ ସେ...

Advertisement
Archives

Model This Week