Posted inଜାତୀୟ

ମୋଦି-ଟ୍ରମ୍ପ୍‌ଙ୍କ ମେଗା ଶୋ: ବଲିଉଡ୍‌ ଷ୍ଟାରଙ୍କୁ ନିମନ୍ତ୍ରଣ

ଅହମଦାବାଦ୍‌, ୧୮।୨: ଗୁଜରାଟ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଫେବୃୟାରୀ ୨୪ରେ ହେବାକୁ ଥିବା ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ମେଗା ଶୋ ସମସ୍ତେ ଟ୍ରମ୍ପ୍‌ରେ ଯୋଗଦେବା ପାଇଁ ବଲିଉଡ୍‌ ଷ୍ଟାରଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ବିଗ୍‌ ବି ଅମିତାଭ ବଚ୍ଚନ, ସୋନମ କପୁରଙ୍କ ସମେତ ଅନ୍ୟ ଷ୍ଟାରଙ୍କ ନାମ ରହିଛି। ଅନ୍ୟ ଷ୍ଟାରଙ୍କ ନାମ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୁଡ୍‌ରେ ରାହୁଲ: ଏବେବି ଅଧ୍ୟକ୍ଷ ପଦକୁ ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ,୨୫।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଆକ୍ସନ ମୋଡରେ ବୋଲି କୁହାଯାଉଛି। ଲୋକ ସଭା ନିର୍ବାଚନରେ ହାରିବା ପରେ ଏବେ ପୁଣି ଥରେ...

ତେଲାଙ୍ଗାନାରେ ଖୁବ୍‌ ଶୀଘ୍ର ଆରମ୍ଭ ହୋଇପାରେ ବେକାରି ଭତ୍ତା

ହାଇଦ୍ରାବାଦ୍‌,୨୮।୧: ରାଜ୍ୟ ସରକାର କର୍ମଚାରୀଙ୍କ ଦରମା ଓ ପେନସନ ବଢ଼ାଇବା ପରେ ତେଲାଙ୍ଗାନାରେ ଖୁବ୍‌ ଶୀଘ୍ର ଘୋଷଣା ହୋଇପାରେ ବେକାରି ଭତ୍ତା। ସରକାରରେ ଥିବା କେ....

ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ, କେବଳ ମୁଣ୍ଡବିନ୍ଧା, ଦେହ ଦରଜ

ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ...

ସିଙ୍ଗାପୁର ଯିବେ ପଞ୍ଜାବର ୩୬ ପ୍ରିନ୍ସିପାଲ

ଚଣ୍ଡିଗଡ଼,୨।୨: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ନିଜ ରାଜ୍ୟର ଶିକ୍ଷକଙ୍କୁ ତାଲିମ ପାଇଁ ସିଙ୍ଗାପୁର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ପଞ୍ଜାବର...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ: ମୋଦିଙ୍କ ନିକଟତର ହେଲେ ମିଳିବ ଲାଭ

ମୁମ୍ବାଇ,୨୦।୬: ଶିବସେନା ବିଧାୟକ ପ୍ରତାପ ସରନାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ଏହା ଏକ ସାଧାରଣ ଚିଠି ନୁହେଁ ବରଂ ଏକ...

ଟୁଇଟର ୱାର: ପ୍ରିୟଙ୍କା ଗାନ୍ଧୀ ଟୁଇଟର ପ୍ରୋଫାଇଲରେ ଲଗାଇଲେ ରାହୁଲଙ୍କ ଫଟୋ

ନୂଆଦିଲ୍ଲୀ,୧୨ ।୮: ଟୁଇଟର ଓ କଂଗ୍ରେସ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ଲକ୍ ହେବା...

୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ମୁମ୍ବାଇ,୧୦।୭: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ରାଜ୍ୟରେ ରାଜନୈତିକ ଡ୍ରାମା ଶେଷ ହୋଇନାହିଁ। ମହାରାଷ୍ଟ୍ର ବିଧାନସଭାର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର...

କ୍ଷମତା ନିଶାରେ ସାଧାରଣ ଜନତାଙ୍କୁ ନିର୍ଯାତନା: ତାଲିକାରେ ରହିଛି ଏସବୁ ପ୍ରଶାସନିକ ଅଧିକାରୀଙ୍କ ନାମ…

ସୁରଜପୁର/ଇନ୍ଦୋର/ପଞ୍ଚକୁଲା/ଅଗରତାଲା,୨୩।୫: ପ୍ରଶାସନିକ ଅଧିକାରୀ କ୍ଷମତା ନିଶାରେ ସାଧାରଣ ଜନତାଙ୍କୁ ନିର୍ଯାତନା ଦେବା ଘଟଣା କିଛି ନୂଆ ନୁହେଁ। ଏବେ ଛତିଶଗଡରେ ସୁଜରପୁର କଲେକ୍ଟର ରଣବୀର ଶର୍ମା...

Advertisement
Archives

Model This Week