Posted inଜାତୀୟ

ମୋଦିଙ୍କୁ ଖଳନାୟକ କହିଲେ କିଛି ଲାଭ ହେବ ନାହିଁ:ଜୟରାମ

ନୂଆଦିଲ୍ଲୀ,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ସର୍ବଦା ନକରାତ୍ମକ ଖୋଜିଲେ କିଛି ଲାଭ ନାହିଁ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ। ରାଜନୈତିକ ବିଶ୍ଲେଷକ କପିଲ କୋମିରେଡ୍ଡୀଙ୍କ ପୁସ୍ତକ ଉନ୍ମୋଚନବେଳେ ସେ ଏହି ମତ ଦେଇଛନ୍ତି। ୨୦୧୪ରୁ ୨୦୧୯ ଶାସନ କାଳରେ ମୋଦି ଉଜ୍ଜଳା ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିପାରିଛନ୍ତି। ଲୋକଙ୍କ ବିଶ୍ୱାସ ଜିତିଛନ୍ତି। ଏହାର ଫଳସ୍ବରୂପ ସେ ଦ୍ୱିତୀୟଥର ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ତେଣୁ ତାଙ୍କୁ ସବୁବେଳେ ଖଳନାୟକ ଭାବେ ଯେତେ ଦେଖାଇଲେ କିଛି ଲାଭ ହେବ ନାହିଁ ବୋଲି ଜୟରାମ କହିଛନ୍ତି। ତାଙ୍କ ମତକୁ ଟୁଇଟରରେ ସମର୍ଥନ ଜଣାଇଛନ୍ତି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଅଭିଷେକ ମନୁ ସିଂଘବି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ବଢିଲେ, ଦିନେ କମୁଛି

ନୂଆଦିଲ୍ଲୀ,୧।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

୩ ସଦସ୍ୟଙ୍କ ମଧ୍ୟରେ ଚାଲିଥିଲା ମିଟିଂ: ଚା’, କଫି, ଜଳଖିଆ ବିଲ୍‌ ଆସିଲା ୧.୫ ଲକ୍ଷ ଟଙ୍କା

ନାଗପୁର, ୨୮।୬: ନାଗପୁର ବିଶ୍ୱବିଦ୍ୟାଳୟରେ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ବୈଠକରେ ସାମିଲ ଥିବା ତିନି ସଦସ୍ୟ ଚା’, କଫି ଏବଂ ଜଳଖିଆ ବିଲ୍‌ ୧.୫ ଲକ୍ଷ...

ଇଂଲିଶ୍‌ ସାଇନବୋର୍ଡ ଦେଖି ରାଗିଲେ ନୀତୀଶ

ପାଟନା, ୨୮ା୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବାଙ୍କା ଜିଲାକୁ ଏକ ପାଠାଗାର ଉଦ୍‌ଘାଟନ ପାଇଁ ଯାଇଥିଲେ। ନୂଆକରି ପ୍ରତିଷ୍ଠା ହୋଇଥିବା ଡିଜିଟାଲ ଲାଇବ୍ରେରିରେ...

ଚତୁର୍ଥୀ ରାତିରେ କନ୍ୟାଙ୍କ ସହ ଘଟିଲା ଏମିତି, ଜାଣିଲେ କହିବେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ବିଜନୌରରେ ଏକ ଦୁଃଖଦ ଘଟଣା ଘଟିଛି। କନ୍ୟାଙ୍କ ହାତରୁ ମେହେନ୍ଦୀ, ପାଦରୁ ଅଳତା ଲିଭି ନ ଥିବା ବେଳେ ଦଇବ ଦାଉ ସାଧିଲା।...

୪୦ ଦଙ୍ଗାକାରୀଙ୍କ ଫଟୋ ଜାରି

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସୋମବାର ଅପରାହ୍ନ...

ପ୍ରେସିଡେଣ୍ଟ୍‌ ଫ୍ଲିଟ୍‌ ରିଭ୍ୟୁ, ୬୦ ଜାହାଜ-ବୁଡ଼ାଜାହାଜର ସମୀକ୍ଷା କଲେ ରାଷ୍ଟ୍ରପତି…

ବିଶାଖାପଟ୍ଟନମ୍‌,୨୧।୨ : ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ ଠାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦ୍ୱାଦଶ ପ୍ରେସିଡେଣ୍ଟ୍‌ ଫ୍ଲିଟ୍‌ ରିଭ୍ୟୁ କାର୍ଯ୍ୟକ୍ରମରେ ସୋମବାର ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ...

କରୋନା ଟେଷ୍ଟ୍‌ କିଟ୍‌ ଅଧିକ ଦାମରେ କାହିଁକି କିଣାଗଲା,ସରକାର କରନ୍ତୁ ସ୍ପଷ୍ଟ: କଂଗ୍ରେସ

ନୂଆଦିଲ୍ଲୀ,୨୭।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି କିଟ୍‌ ଚାଇନାରୁ ଅଣାଯାଇଛି। ଏହାର ଦାମ ୨୪୫ ଟଙ୍କା ଥିବାବେଳେ ଆମଦାନୀକାରୀ ଭାରତରେ ଏହାକୁ...

ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁ ନାହାଁନ୍ତି ରାହୁଲ

ନୂଆଦିଲ୍ଲୀ,୩୦।୭: ଏବେ କଂଗ୍ରେସର ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଏହାକୁ ନେଇ ଚାଲିଛି ଅଙ୍କକଷା। ହେଲେ ଏହା ଛିଡି ପାରୁ ନାହିଁ। ଗୋଟିଏ ଦିନ...

Advertisement
Archives

Model This Week