Posted inଜାତୀୟ

ମୋତିଲାଲ ଭୋରା ହୋଇପାରନ୍ତି କଂଗ୍ରେସର କାମଚଳା ଅଧ୍ୟକ୍ଷ

ନୂଆଦିଲ୍ଲୀ, ୩।୭: କଂଗ୍ରେସର ଅଧ୍ୟକ୍ଷ ପଦରୁ ବୁଧବାର ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ତାଙ୍କ ସ୍ଥାନ କିଏ ନେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଦଳର ବରିଷ୍ଠ ନେତା ମୋତିଲାଲ ଭୋରା କାମଚଳା ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସର ନିୟମ ଅନୁଯାୟୀ, ଦଳର ସବୁଠାରୁ ବରିଷ୍ଠ ନେତାଙ୍କୁ ହିଁ ଦଳର କାମଚଳା ଅଧ୍ୟକ୍ଷ ପଦରେ ନିଯୁକ୍ତ ଦିଆଯାଇପାରିବ। ତେଣୁ ନିୟମ ଅନୁସାରେ ଏବେ ମୋତିଲାଲ ହେଉଛନ୍ତି ଦଳର ସବୁଠୁ ବରିଷ୍ଠ ନେତା। ତାଙ୍କୁ କାମଚଳା ଅଧ୍ୟକ୍ଷ ଦାୟିତ୍ୱ ମିଳିପାରେ ବୋଲି ଆଲୋଚନା ହେଉଛି। ଦାୟିତ୍ୱ ନେବା ପରେ ମୋତିଲାଲ ଦଳର ଏକ ଓ୍ବାର୍କିଂ କମିଟି ବୈଠକ ଡାକିପାରନ୍ତି। ବୈଠକ ପରେ ହିଁ ଭବିଷ୍ୟତରେ କିଏ ଦଳର ଅଧ୍ୟକ୍ଷ ହେବ ସେନେଇ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ଭାରତ-ଚାଇନା ଆଲୋଚନା

ନୂଆଦିଲ୍ଲୀ,୮।୪: ଭାରତ ଚାଇନା ମଧ୍ୟରେ ୧୧ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ଶୁକ୍ରବାର ଅନୁଷ୍ଠିତ ହେବ। ଲଦାଖର ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ ଏବଂ ଦେପସାଙ୍ଗ୍‌ ସମତଳ...

ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୨୧।୬: ଟିଏମ୍‌ସି ନେତା ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର...

ଓଲା-ଉବର ଭଳି ଭଡ଼ାରେ ମିଳିବ ଟ୍ରାକ୍ଟର ଓ କୃଷି ସରଞ୍ଜାମ: ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ସିଏଚ୍‌ସି ଫାର୍ମ ମେସିନାରି ଆପ୍‌

ନୂଆଦିଲ୍ଲୀ,୧୨।୯: ଏଣିକି ଓଲା-ଉବର ଭଳି ଚାଷୀଙ୍କୁ ଭଡ଼ାରେ ଅନ୍‌ଲାଇନ୍‌ରେ ଟ୍ରାକ୍ଟର ସହିତ ଅନ୍ୟ କୃଷି ସରଞ୍ଜାମ ଯୋଗାଇ ଦିଆଯିବ। ସିଏଚ୍‌ସି ଫାର୍ମ ମେସିନାରି ଆପ୍‌ ଦ୍ୱାରା...

୩ ବର୍ଷ ଅକାମୀ ଥିବା ହାର୍ଟ ପୁଣି କାମ କଲା…

ନୋଏଡ଼ା,୬।୧୦: କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଏବେ ଭାରତରେ ଘଟିଛି। ହାର୍ଟ କାମ କରିବା ବନ୍ଦ କରିବାର ୩...

କରୋନା କଟକଣା ମଧ୍ୟରେ ଲାଲକିଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: କରୋନା କଟକଣା ମଧ୍ୟରେ ଶନିବାର ସମଗ୍ର ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀ ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଏହି କାରଣରୁ ବଦଳିଲେ ମୁମ୍ବାଇ ପୋଲିସ କମିଶନର

ନୂଆଦିଲ୍ଲୀ,୧୮।୩: ପରମ ବୀର ସିଂଙ୍କୁ ମୁମ୍ବାଇର ପୋଲିସ କମିଶନର ପଦରୁ ହଟାଇ ଦିଆଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ...

ନୀତି ଆୟୋଗର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ,୨୩।୪: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ କୁମାର ଏହି ପଦବୀରେ ବହୁ ବର୍ଷ ଧରି ରହିଥିଲେ।...

୨୪ ରାଜ୍ୟ-୮ ମେଟ୍ରୋର ୬୭ କୋଟି ଲୋକଙ୍କ ଗୋପନୀୟ ତଥ୍ୟ ଚୋରି…

ହାଇଦ୍ରାବାଦ,୧।୪ : ହାଇଦ୍ରାବାଦରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଶନିବାର ଏଠାରେ ସାଇବରାବାଦ ମହାନଗର ନିଗମ ପୋଲିସ ଜଣେ ବ୍ୟକ୍ତିଙ୍କୁ ୬୬.୯ କୋଟି ଲୋକ...

Advertisement
Archives

Model This Week