ମେସେଜିଂ ଆପ୍‌ ଟୋଟୋକ୍‌କୁ ହଟାଇଲେ ଗୁଗୁଲ ଏବଂ ଆପଲ୍‌

ଓ୍ବାଶିଂଟନ,୨୪।୧୨: ଗୁଗୁଲ ଏବଂ ଆପଲ୍‌ ନିଜ ନିଜର ଆପ୍‌ ଷ୍ଟୋର୍‌ରୁ ମେସେଜିଂ ଆପ୍‌ ଟୋଟୋକ୍‌କୁ ହଟାଇଛନ୍ତି। ୟୁଏଇ ପାଇଁ ଏହି ଆପ୍‌ ଗୁପ୍ତଚରୀ କରୁଥିବା ଅଭିଯୋଗ ଆସିବା ପରେ ଗୁଗୁଲ ଏବଂ ଆପଲ୍‌ ପକ୍ଷରୁ ଏପରି କରାଯାଇଥିବା କୁହାଯାଉଛି। ନ୍ୟୁୟର୍କ ଟାଇମ୍ସ୍‌ ଅନୁସାରେ ଏହି ଆପ୍‌ର ମାଲିକ ଏବଂ ଆବୁଧାବିର ହ୍ୟାକିଂ କମ୍ପାନୀ ଡାର୍କ ମେଟର ମଧ୍ୟରେ ଭଲ ସମ୍ପର୍କ ରହିଛି। ଏହି ଆପ୍‌କୁ ଚଳିତ ବର୍ଷ ଆରମ୍ଭରେ ପ୍ରସ୍ତୁତ କରାଯାଇଥିଲା। ସୂଚନାଯୋଗ୍ୟ, ୟୁଏଇରେ ହ୍ବାଟସ୍‌ଆପ୍‌ ଏବଂ ସ୍କାଇପ ମେସେଜିଂ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କୁ ଭେଟିଲେ ଡୋଭାଲ

ମସ୍କୋ,୯।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଗୁରୁବାର ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ରୁଷିଆରେ ଭାରତୀୟ ଦୂତାବାସ ଏ...

ନାଇଜେରିଆ ଆତଙ୍କବାଦୀ ଆକ୍ରମଣରେ ୭୧ ସେନା ମୃତ

ମିୟାମି,୧୨।୧୨: ନାଇଜେରିଆର ଏକ ସେନା ଶିବିରରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରେ ଅତିକମ୍‌ରେ ୭୧ ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଆଫ୍ରିକୀୟ...

ଚାଇନାରେ ଓ୍ବାଇଫା ବାତ୍ୟା: ରାସ୍ତାରେ ଖେଳିଲେ ମାଛ

ବେଜିଂ,୪।୮: ଚାଇନାରେ ଓ୍ବାଇଫା ବାତ୍ୟା ଯୋଗୁ ରାସ୍ତା ଘାଟ ପାଣିରେ ଭରି ଯାଇଛି। ଫଳରେ ରାସ୍ତାରେ ବଡ଼ ବଡ଼ ମାଛ ଖେଳୁଥିବା ଦେଖିବାକୁ ମିଳିଛି। ଲୋକେ...

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ପାକ୍‌ ପାର୍ଲାମେଣ୍ଟ ମୁଲତବୀ

ଇସ୍‌ଲାମାବାଦ,୨୫।୩: ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ବିରୋଧୀ ଦଳଗୁଡ଼ିକ କିଛିଦିନ ହେଲା ସଜବାଜ ହେବା ସହ ପାର୍ଲାମେଣ୍ଟ ସଚିବାଳୟକୁ ନୋଟିସ...

ବଢ଼ିବ ବିଜୁଳି ସଙ୍କଟ, ଲାଇଟ୍‌ ବନ୍ଦ କରିବାକୁ ସରକାରଙ୍କ ନିବେଦନ

କାନ୍‌ବେରା,୧୬ା୬:  ଆଗାମୀ ଦିନରେ ଅଷ୍ଟ୍ରେଲିଆରେ ବିଦ୍ୟୁତ୍‌ ସଙ୍କଟ ଆହୁରି ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଶକ୍ତି ମନ୍ତ୍ରୀ କ୍ରିସ୍‌ ବୋଓ୍ବେନ ଗୁରୁବାର ସିଡ୍‌ନୀରେ ଘରୁ ବ୍ଲାକଆଉଟ୍‌...

ଟେକ୍ସାସ ଗୁଳିକାଣ୍ଡର ସୂଚନା ଦେଇଥିବା ଗଭର୍ନର ନିଜେ ଜଣେ ବନ୍ଧୁକ ସମର୍ଥକ

ଟେକ୍ସାସ, ୨୫ ।୫: ଆମେରିକାର ଦକ୍ଷିଣ ମଧ୍ୟ ଅଞ୍ଚଳରେ ଥିବା ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସକାଳେ(ସ୍ଥାନୀୟ ସମୟ) ଗୁଳିକାଣ୍ଡ ହୋଇଛି । ଏହି...

ଗିରଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ

ଇସଲାମାବାଦ,୫ ।୬: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଓ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହମଜା ଶହବାଜଙ୍କ ମୁଣ୍ଡରେ ଝୁଲୁଛି ଗିରଫ ହେବାର...

ବାର୍ବି ଗର୍ଲକୁ ପୂରିଲା ୬୧ ବର୍ଷ: ଇନଷ୍ଟାଗ୍ରାମ୍‌ରେ ୨୦ ଲକ୍ଷରୁ ଅଧିକ ଫଲୋଅର୍ସ

ଓ୍ବାଶିଂଟନ,୯।୩: ଛାଟ ପିଲାଙ୍କ ଅତି ପ୍ରିୟ ଖେଳନା ବାର୍ବି ଗର୍ଲକୁ ସୋମବାର ୬୧ ବର୍ଷ ପୂରିଛି। ୧୯୫୯ ମାର୍ଚ୍ଚ ୯ରେ ଏହାର ବଜାର ପ୍ରବେଶ ହୋଇଥିଲା।...

Advertisement
Archives

Model This Week