Posted inଜାତୀୟ

ମେଳା ଦେଖି ରାତିରେ ଫେରୁଥିବାବେଳେ ୨ ନାବାଳିକାଙ୍କୁ ଗଣବଳାତ୍କାର

ରାଞ୍ଚି,୧୭।୧(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡର ଖୁଣ୍ଟି ଜିଲା କଳାମାଟି ବ୍ଲକରେ ୨ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବାବେଳେ ୪ ଜଣଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ୫ମରୁ ୮ମ ଶ୍ରେଣୀ ମଧ୍ୟରେ ପାଠ ପଢ଼ୁଥିବା ଏହି ନାବାଳିକାମାନେ ବୁଧବାର ରାତିରେ ମେଳାଦେଖି ଘରକୁ ଫେରୁଥିବାବେଳେ କେତେକ ଯୁବକ ସେମାନଙ୍କୁ କାବୁକରି ଏଭଳି କାଣ୍ଡ କରିଥିବା ପୋଲିସ କହିିଛି। ଗୁରୁବାର ସକାଳେ ଏହି ଘଟଣା ଜଣାପଡ଼ିବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ନାବାଳିକାଙ୍କୁ ଡାକ୍ତରୀ ମାଇନା ଲାଗି ପଠାଯାଇଥିବାବେଳେ ସେମାନଙ୍କ ମୁହଁରେ ଖଣ୍ଡିଆ ଦାଗ ରହିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଣ୍ଣବଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ

ମୁମ୍ବାଇ, ୮।୧୧: ରିପବ୍ଲିକାନ ଟିଭିର ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀ ଅନ୍ତରୀଣ ଜାମିନ ପାଇଁ କରିଥିବା ଆବେଦନ ଉପରେ ବମ୍ବେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଫଳରେ...

ଇଣ୍ଟରନ୍ୟାଶନାଲ ନର୍ସେସ ଡେ’: ରକ୍ତ ଦାନ କଲେ ଏମ୍ସର କରୋନା ଯୋଦ୍ଧା

ନୂଆଦିଲ୍ଲୀ,୧୨।୫: ମେ’ ୧୨ ଇଣ୍ଟରନ୍ୟାଶନାଲ ନର୍ସେସ ଡେ’ ଅବସରରେ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ କାର୍ଯ୍ୟରତ ନର୍ସମାନେ ଏକ ରକ୍ତଦାନ...

କୋରିୟରରେ ପହଞ୍ଚିଲା “ସୌର୍ଯ୍ୟ ଚକ୍ର’, ଫେରାଇ ଦେଲେ ମାତାପତି, କହିଲେ ଶହୀଦର ସମ୍ମାନ ପଠାଯାଏ ନାହିଁ

ଅହମଦାବାଦ,୮ ।୯: ଗୂଜରାଟ ଅହମଦାବାଦର ଶହୀଦ ଲାନ୍ସ ନାଏକ ଗୋପଳ ସିଂ ଭଦୋରିୟାଙ୍କ ମାତା ପିତା କୋରିୟରରେ ପହଞ୍ଚିଥିବା ଏକ ‘ସୌର୍ଯ୍ୟ ଚକ୍ର’କୁ ଫେରାଇ ଦେଇଛନ୍ତି...

କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ

ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ...

ରକ୍‌ ଅଫ୍‌ ପିସ୍‌ ଦଖଲ ପାଇଁ ଚାଇନାର ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୧।୧୧: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଗତ କିଛି ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି...

ସନ୍ନିଙ୍କ କାମକୁ ଦେଖି କମେଣ୍ଟ କଲେ ଧର୍ମେନ୍ଦ୍ର: ଟୁଇଟ୍‌ ହେଲା ଭାଇରାଲ

ନୂଆଦିଲ୍ଲୀ,୧୬।୬: ବଲିଉଡ୍‌ ଅଭିନେତାରୁ ନିକଟରେ ଏମ୍‌ପି ହୋଇଥିବା ସନ୍ନି ଦେଓଲ ଶନିବାର ତାଙ୍କ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ। ସେଠାରେ ସେ ଚାଲିଥିବା ବିକାଶ କାର୍ଯ୍ୟର ତଦାରଖ...

ଆକ୍ରମଣ ପରେ ପ୍ରଥମ ଥର ପଶ୍ଚିମବଙ୍ଗ ଯିବେ ନଡ୍ଡା

ନୂଆଦିଲ୍ଲୀ,୨।୧: ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଆକ୍ରମଣ ପରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବେ। ଆସନ୍ତା ୯ତାରିଖରେ ବୀରଭୂମ ଜିଲାରେ ହେବାକୁ...

ଘଞ୍ଚଜଙ୍ଗଲ ପାର କରି ଲୋକଙ୍କୁ ମାଗଣାରେ ଔଷଧ ପହଞ୍ଚାଉଛନ୍ତି ଏହି ମହିଳା

ରାୟପୁର,୨୭।୭: ମହାମାରୀ କରୋନା କାଳରେ ଯେଉଁଠାରେ ଲୋକମାନେ ନିଜ ସମ୍ପର୍କୀୟଙ୍କଠାରୁ ଦୂରେଇ ରହୁଛନ୍ତି। ସେଠାରେ କରୋନା ସହ ଲଢ଼ିବା ପାଇଁ ସବୁଠାରୁ ଆଗରେ ଛିଡ଼ା ହୋଇଥିବା...

Advertisement
Archives

Model This Week